Browsing Tag

balangir news

ଶବକୁ ଛାଡ଼ି ଫେରାର୍‌ ମାରିଲେ ସଂପର୍କୀୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରାଇଭେଟ୍‌ ଗାଡ଼ି ଭଡ଼ା କରି ବୁର୍ଲା ମେଡ଼ିକାଲରୁ ଶବ ଆଣିଲେ । ନିଜ ଗାଁ ବଂଗୋମୁଣ୍ଡା କୁଦୋମୁଣ୍ଡାକୁ ଯିବା କଥା । କିନ୍ତୁ ବଲାଙ୍ଗିର ହସ୍‌ପିଟାଲ୍‌ ସାମ୍ନାରେ ଗାଡ଼ିରେ ଶବ ଛାଡ଼ି ମୋ’ ମାଲିକ ଘରକୁ ଟଙ୍କା ଆଣିବାକୁ ଯାଉଛି କହି ଭୋର୍‌ ୪ଟାରୁ ଚାଲି
Read More...

କ୍ୟାନସରରେ ପୀଡ଼ିତ ଆର୍ଗନ : ଅର୍ଥ ଅଭାବରୁ ଚିକିତ୍ସାରେ ବାଧକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦଶମ ଶ୍ରେଣୀର ଛାତ୍ର ଅର୍ଗନ । ବୟସ ମାତ୍ର ୧୫ ବର୍ଷ । ହେଲେ ବିଧିର ବିଧାନ କିଛି ଅଲଗା । ପ୍ରଥମେ ଅସୁସ୍ଥତା ଅନୁଭବ କରିବାରୁ ଡାକ୍ତରଙ୍କ ପାଖକୁ ଯିବାରୁ ସେଠାରେ ଲିମ୍ପୋମା ଟ୍ୟୁମର ହୋଇଥିବା ନେଇ ଜାଣିବାକୁ ପାଇଥିଲେ । ପରେ ତାହା କ୍ୟାନସର ବୋଲି
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଦର୍ଶନ ବିଭାଗରେ ଆଲୋଚନାଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଦର୍ଶନ ବିଭାଗ ଦ୍ଵାରା ଭଗବତ ଗୀତା ଜୀବନ ପରିଚାଳନାର ଏକ ଉତ୍ସ ଶୀର୍ଷକକୁ ନେଇ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲୋଚନାଚକ୍ରରେ ମୁଖ୍ୟ ବକ୍ତା ରୂପେ ଗୀତା ପରିବାର ପୁନେର ମୁଖ୍ୟ ପ୍ରଶିକ୍ଷଣ ଇଂ. କେ. କେ. ଆର,
Read More...

ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ଚାଲିଥିବା କୋଶଲି ନାଟବାଦୀ-ନାଟଯାତ୍ରାର ଦ୍ୱିତୀୟ ଦିବସରେ ବଲାଙ୍ଗିର ନଟରାଜ କଳା ପରିଷଦ ତରଫରୁ ପ୍ରଶାନ୍ତ ଖମାରୀଙ୍କ ନିର୍ଦ୍ଦେଶିତ କୋଶଲି ପୌରାଣିକ ନାଟକ “ରାବଣ” ମଂଚସ୍ଥ ହୋଇଥିଲା । ଦଶାନନ ରାବଣ କିପରି ଭାବରେ
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘର ସ୍ୱାସ୍ଥ୍ୟ ସେବା ଆୟୋଜନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶା ବରିଷ୍ଠ ନାଗରିକ ସେବା ସଂସଦର ନିଷ୍ପତ୍ତି କ୍ରମେ ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ସଂଘ ତରଫରୁ ବଲାଙ୍ଗିର ବ୍ଲକ ଅଧିନସ୍ଥ ସିନଖମନ ମହନ୍ତ ଗିରିଧାରୀ ହାଇସ୍କୁଲ ପ୍ରାଙ୍ଗଣରେ ଜିଲ୍ଲା ଚିକିତ୍ସାଧାରୀଙ୍କ ନେତୃତ୍ୱରେ ଚୁଡାପାଲି
Read More...

ବଲାଙ୍ଗିର ଜିଲ୍ଲା କାରାଗାରରେ ୪ ଦିନିଆ ଯୋଗ ଏବଂ ଧ୍ୟାନ ଶିବିର ଆରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ ଏବଂ ମହିଳା ପତଞ୍ଜଳି ଯୋଗ ସମିତିର ମିଳିତ ଅନୁକୂଲ୍ୟରେ ଆଜିଠାରୁ ୪ ଦିନ ପର୍ଯ୍ୟନ୍ତ ଜିଲ୍ଲା ଜେଲରେ ଯୋଗ ଏବଂ ଧ୍ୟାନ ଶିବିର ଆରମ୍ଭ ହୋଇଛି । ଏହି ଶିବିରର ମୁଖ୍ୟ ଉଦ୍ଦେଶ୍ୟ ଥିଲା ଜେଲ ଅନୁସରଣକାରୀଙ୍କ ମଧ୍ୟରେ ସ୍ୱାସ୍ଥ୍ୟ
Read More...

ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଯାଦବ ଭବନ ବଲାଙ୍ଗିରଠାରେ ଚକ୍ରପାଣି ରଣାଙ୍କ ଅଧ୍ୟକ୍ଷତାରେ ପଶ୍ଚିମ ଓଡିଶା କୁମ୍ଭାର ମହାସଂଘର ସାଧାରଣ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ସଭାରେ ପଶ୍ଚିମ ଓଡିଶା ୧୨ ଗୋଟି ଜିଲ୍ଲାରୁ ସଭାପତି, ସଂପାଦକ ତଥା ପଦାଧିକାରୀ ଉପସ୍ଥିତ ହୋଇଥିଲେ । ଉକ୍ତ ସଭାରେ
Read More...

ସଦାଇପାଲିରେ ରାଜ୍ୟସ୍ତରୀୟ କୋଶଲି ନାଟବାଦୀ-ନାଟଯାତ୍ରା ଉଦ୍‌ଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ଉପକଣ୍ଠରେ ଥିବା ସଦାଇପାଲି ରାମଜୀ ଯୁବକ ସଂଘ ତରଫରୁ ପଲ୍ଲିଶ୍ରୀ ବିହାର ସ୍ଥିତ ରାଧାକୃଷ୍ଣ ନାଟ୍ୟ ମଣ୍ଡପରେ ସାଇଟର ପ୍ରତିଷ୍ଠାତା ଡ. ଶ୍ରୀକର ମିଶ୍ର ଓ ତାଙ୍କ ସହଧର୍ମିଣୀ ସାମାଜିକ କର୍ମୀ ସୁଲୋଚନା ମିଶ୍ରଙ୍କ ଦ୍ୱାରା ଉଦ୍‌ଘାଟିତ ହୋଇଯାଇଛି
Read More...

ଗନ୍ଧରେଲ୍‌ ଡେମ୍‌ର ବିକାଶ ହେବ, ଭିତ୍ତିପ୍ରସ୍ତର ଦେଲେ ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଉପକଣ୍ଠ ସଦାଇପାଲି ପଂଚାୟତ ଅନ୍ତର୍ଗତ ଚଟିଆପାଲି ଗ୍ରାମ ନିକଟରେ ଥିବା ଗନ୍ଧରେଲ୍‌ ଡେମ୍‌ର ବହୁମୁଖୀ ବିକାଶ ପାଇଁ ଲୋକେ ଚାହିଁଁଥିଲେ, କାରଣ ଏହା କେବଳ ଗୋଟିଏ କ୍ଷୁଦ୍ର ଜଳସେଚନ ପ୍ରକଳ୍ପ ନଥିଲା, ଏହାର ପ୍ରାକୃତିକ ଦୃଶ୍ୟ ଅତ୍ୟନ୍ତ ମନୋରମ,
Read More...

ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାରେ ଯୋଗିସର୍ଡା ହରିହର ହାଇସ୍କୁଲ ସମ୍ମାନିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୃଥ୍ୱୀରାଜ୍ ହାଇସ୍କୁଲ ଖେଳ ପଡ଼ିଆରେ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ଯୋଜନାର ଜିଲ୍ଲାସ୍ତରୀୟ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଏଥିରେ ଲୋଇସିଂହା ବ୍ଲକ ଯୋଗିସର୍ଡ଼ା ସ୍ଥିତ ହରିହର ନୋଡାଲ ହାଇସ୍କୁଲର ଶିକ୍ଷା କ୍ଷେତ୍ରରେ କୃତିତ୍ୱ ଅର୍ଜନ
Read More...