Browsing Tag

balangir news

ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ : ୨୩୮୬ ଜଣଙ୍କୁ ମିଳିଲା ମୁଖ୍ୟମନ୍ତ୍ରୀ ଶିକ୍ଷା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୃଥ୍ୱୀରାଜ ଉଚ୍ଚ ବିଦ୍ୟାଳୟ ଖେଳ ପଡିଆରେ ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ତରଫରୁ ଜିଲ୍ଲାସ୍ତରୀୟ ମୁଖ୍ୟମନ୍ତ୍ରୀ ଶିକ୍ଷା ପୁରସ୍କାର ପ୍ରଦାନ ସମାରୋହ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲା ଶିକ୍ଷା ଅଧିକାରୀ ଧ୍ରୁବ ଚରଣ ବେହେରାଙ୍କ ସଭାପତିତ୍ୱରେ
Read More...

ଏସ୍‌ୟୁସିଆଇ (ସି) ପକ୍ଷରୁ ଦେଶବ୍ୟାପି ଦସ୍ତଖତ ସଂଗ୍ରହ ଅଭିଯାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦାଦନ ସମସ୍ୟାର ସ୍ଥାୟୀ ସମାଧାନ, ଦରଦାମ ବୃଦ୍ଧି ବନ୍ଦ, ଜନ ବିରୋଧି ଜାତୀୟ ଶିକ୍ଷାନୀତି ୨୦୨୦ ବାତିଲ, ସମସ୍ତଙ୍କୁ ସ୍ଥାୟୀ ନିଯୁକ୍ତି, ବିଦ୍ୟୁତ ବିଲ ୨୦୨୨ ରଦ୍ଦ କରିବା, ସ୍ମାର୍ଟ ମିଟର ବନ୍ଦ, ଜଙ୍ଗଲ ସଂରକ୍ଷଣ (ସଂଶୋଧନ) ଆଇନ ୨୦୨୩ ବାତିଲ, ନାଗରିକ
Read More...

ବିଶ୍ୱ ହିନ୍ଦୁ ପରିଷଦ ପକ୍ଷରୁ ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଶ୍ୱ ହିନ୍ଦୁ ପରିଷଦ ବଲାଙ୍ଗିର ପ୍ରଚାର ପ୍ରସାର ବିଭାଗ ତରଫରୁ ସ୍ଥାନୀୟ ଅମଲା ଭବନରେ ଏକ ବନ୍ଧୁମିଳନ ଆୟୋଜିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବିଶ୍ୱ ହିନ୍ଦୁ ପରିଷଦର ପ୍ରାନ୍ତୀୟ ପ୍ରଚାର ପ୍ରମୁଖ ପବିତ୍ର କୁମାର ଦାଶଙ୍କ ସହ ଅନ୍ୟ କାର୍ଯ୍ୟକର୍ତ୍ତାମାନେ
Read More...

ନଟରାଜ କଳା ପରିଷଦ ପକ୍ଷରୁ ପୌଷା-୨୦୨୪

ଶ୍ରୀକରଙ୍କୁ କୌଶଳ ଗୌରବ ଓ ଜୟନ୍ତଙ୍କୁ ନଟରାଜ ନାଟ୍ୟ ସମ୍ମାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ କଳାମଣ୍ଡଳ ପଡିଆଠାରେ ନଟରାଜ କଳା ପରିଷଦ ପକ୍ଷରୁ ପୌଷା ୨୦୨୪ ଅନୁଷ୍ଠିତ ହୋଇଯାଇଛି । କଳା ପରିଷଦ ସଭାପତି ହରିନାରାୟଣ ପୁଜାରୀଙ୍କ ସଭାପତିତ୍ୱ ଓ ଶ୍ରୀକର ମିଶ୍ରଙ୍କ ଅଧ୍ୟକ୍ଷତାରେ
Read More...

କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରୁ ମହିଳାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ ଖୁଲାସା କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ଥାନା କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରୁ ମହିଳାଙ୍କ ଶବ ଉଦ୍ଧାର ଘଟଣାକୁ ନେଇ ଆଜି ଖୁଲାସା କରିଛି ବଲାଙ୍ଗିର ପୋଲିସ । ବଲାଙ୍ଗିର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ ଏକ ସାମ୍ବାଦିକ ସମ୍ମିଳନୀ ଆହ୍ୱାନ କରି ଏହି ହତ୍ୟା ଘଟଣାର ସଂପୂର୍ଣ୍ଣ
Read More...

ଲୋଇସିଂହା ଓ ବେଲପଡାକୁ ଏନ୍‌ଏସି କରିବାକୁ ମୁଖ୍ୟମନ୍ତ୍ରୀଙ୍କୁ ଚିଠି ଲେଖିଲେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାର ଦୁଇଟି ବଡ ଗ୍ରାମପଞ୍ଚାୟତ ଲୋଇସିଂହା ଓ ବେଲପଡାକୁ ବିଜ୍ଞାପିତ ଅଞ୍ଚଳ ଘୋଷଣା କରିବାକୁ ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କୁ ପୂର୍ବତନ ସାଂସଦ ତଥା ରାଜ୍ୟ ହାଉସିଂବୋର୍ଡ ଅଧ୍ୟକ୍ଷ କଳିକେଶନାରାୟଣ ସିଂହଦେଓ ଚିଠି ଲେଖି ଦାବି କରିଥିବା
Read More...

ପିରାମଲ୍ ଫାଉଣ୍ଡେସନ ପକ୍ଷରୁ ଏକ ଦିବସୀୟ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷ ଠାରେ ଜିଲ୍ଲା ପ୍ରଶାସନ ଏବଂ ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ପିରାମଲ୍ ଫାଉଣ୍ଡେସନର ମିଳିତ ଆନୁକୂଲ୍ୟରେ ଏକ ଦିବସୀୟ ବାଳିକା ଶିକ୍ଷା ଏବଂ ଏହା ଉପରେ ଆଧାରିତ ସ୍ଥାନୀୟ ଗଣମାଧ୍ୟମର ସ୍ୱର
Read More...

ସିନ୍‌ ରିକ୍ରିଏସନ୍‌ ବେଳେ ସବୁକଥା ବଖାଣିଲା ହତ୍ୟାକାରୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ଥାନା ଅନ୍ତର୍ଗତ କେସେର୍‌କେଲା ଗାଁ ମୁଣ୍ଡ ପଡ଼ିଆ ଭିତରେ କେମିତି ବିଭତ୍ସ ଭାବେ ହତ୍ୟା କରିଥିଲା ହତ୍ୟାକାରୀ ? ପ୍ରମାଣ ନଷ୍ଟ ପାଇଁ କ’ଣ ସବୁ ପଦକ୍ଷେପ ନେଇଥିଲା ? କେମିତି ଭାଙ୍ଗିଥିଲା ମୋବାଇଲ୍‌ ଫୋନ୍‌ ? ପୁରା ହତ୍ୟାକାଣ୍ଡର ଟିକିନିଖି ବଖାଣୁଛି
Read More...

ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ରାଜେନ୍ଦ୍ର ପାର୍କ ଠାରେ ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଶ୍ରାଦ୍ଧ ବାର୍ଷିକୀ ପାଳିତ ହୋଇଯାଇଛି । ଏହି କାର୍ୟ୍ୟକ୍ରମରେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ଯୋଗଦାନ କରି ରାଜେନ୍ଦ୍ର ନାରାୟଣ ସିଂହଦେଓଙ୍କ ଆଦର୍ଶ ସଂପର୍କରେ ଆଲୋଚନା
Read More...

ଗୋଡ ଖସି ରେଲୱେ କର୍ମଚାରୀଙ୍କ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୋଡ ଖସି ଜଣେ ରେଲୱେ କର୍ମଚାରୀଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ପୁଇଁନ୍ତଲା ଥାନା ଅନ୍ତର୍ଗତ ଜାମସର ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ଡମ୍ବରୁ ନାଗ(୫୨) ଆଜି ସକାଳୁ ଶୌଚ ପାଇଁ ବାହାରିଥିବା ବେଳେ ତାଙ୍କ ଘର ପାଖରେ ଏକ ଗାତରେ
Read More...