ବଲାଙ୍ଗିରରେ ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ରକ୍ତଦାନ ଶିବିର
ବଲାଙ୍ଗିର, (କେପିଏନ୍ଏସ୍) : ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ବଲାଙ୍ଗିର ମାରୱାଡ଼ି ସେବା ସଦନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଶିବିରରେ ମୋଟ ୭୦ ୟୁନିଟ୍ ରକ୍ତ ସଂଗ୍ରହ ହୋଇଥିବା ସୂଚନା ରହିଛି । ‘ଡୋନେଟ୍ ବ୍ଲଡ଼୍, ସେଭ୍ ଲାଇଭ୍’ ସ୍ଲୋଗାନ!-->…
Read More...
Read More...