Browsing Tag

balangir news

ଜିଲ୍ଲାସ୍ତରୀୟ କବାଡି ଖେଳାଳି ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୨୦.୧୧.୨୦୨୪ ଦିବା ଘ.୧୦ ରୁ ଘ.୧ ମଧ୍ୟରେ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବାକୁ ବ୍ୟବସ୍ଥା କରାଯିବ…
Read More...

କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଜାଗରଣ ସମାପନ ସହ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ସଦାଇପାଲି ଗ୍ରାମରେ ଗତ ଏକ ବର୍ଷ ହେଲା ଉଭୟ କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ ଜାଗରଣ ସହ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଗ୍ରାମର ଭାଗବତ ଟୁଙ୍ଗୀରେ ଶତାଧିକ ମହିଳା ପୂଜା କରି ଆସୁଥିଲେ । ଏଥିରେ ଶାନ୍ତିପଡାର ପୁଜକ ମହାବୀର…
Read More...

ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି…
Read More...

ତୁଳସୀନଗର ଦୁର୍ଗାପୂଜା କମିଟିର ବନ୍ଧୁ ମିଳନ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଳସୀନଗର ଦୁର୍ଗାପୂଜା କମିଟିର ଏକ ବନ୍ଧୁ ମିଳନ ପର୍ବ ଗତ କାଲି ବଲାଙ୍ଗିର ସହର ଉପକଣ୍ଠ କଦଳୀମୁଣ୍ଡ ନର୍ସରୀରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଲିକେଶ ନାରାୟଣ ସିଂଦେଓ କମିଟି ସଦସ୍ୟମାନଙ୍କ ସହିତ ଯୋଗଦେଇ କିଛି ସମୟ ଅତିବାହିତ…
Read More...

ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟର ଚେସ ପ୍ରତିଯୋଗିତା ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଖର୍ଲିକାନି ସ୍ଥିତ ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ସ୍କୁଲରେ ଜିଲ୍ଲା ଚେସ ଆସୋସିଏସନ ଏବଂ ବାଲାଙ୍ଗିରର ଶେମର୍ଫୋଡ ଫ୍ୟୁଚରିଷ୍ଟିକ୍ ବିଦ୍ୟାଳୟ ଦ୍ୱାରା ପରିଚାଳିତ ଦ୍ଵିତୀୟ ଆନ୍ତବିଦ୍ୟାଳୟ ଚେସ ପ୍ରତିଯୋଗିତା ତା.୧୬/୧୧/୨୪ରେ ଆରମ୍ଭ ହୋଇ…
Read More...

ସଂଜ୍ୟୋତ କଳାକେନ୍ଦ୍ରର ପ୍ରତିଷ୍ଠା ଦିବସ

ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର କଦଳିମୁଣ୍ଡା ନର୍ସରୀ ସଂଜ୍ୟୋତ କଳାକେନ୍ଦ୍ରର ୫ମ ବର୍ଷ ପ୍ରତିଷ୍ଠା ଦିବସ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ଦିଆଯାଇଛି ।…
Read More...

ଏକ ପ୍ରେରଣାଦାୟକ ଆଧ୍ୟାତ୍ମିକ ହରିଶଙ୍କର ଯାତ୍ରା : ବୃଦ୍ଧ ନାଗରିକମାନଙ୍କ ସମ୍ମାନରେ ସହଯୋଗ ଫାଉଣ୍ଡେସନ୍‌ ଓ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍‌ ଏବଂ ଜେଏସ୍‌ଏମ୍‌ କଲେଜ୍ ମିଳିତ ଭାବେ ବୃଦ୍ଧ ନାଗରିକମାନଙ୍କ ପାଇଁ ଏକ ଅଦ୍ଭୁତ ଉଦ୍ୟମର ଆୟୋଜନ କରାଯାଇଇôଲା । ଏହି ପ୍ରୟାସରେ ଗ୍ରାମମଙ୍ଗଳ ପାଠାଗାର ଜରାନୀବାସ ସାଲେପାଳି ଓ ମାତୃଛାୟା ବଲାଙ୍ଗିରର…
Read More...

ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ କମ୍ବଳ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀ ହରିନାମ ପ୍ରଚାର ସମିତି ପକ୍ଷରୁ ନିରାଶ୍ରୟ ଗରିବଙ୍କୁ କମ୍ବଳ ବଣ୍ଟନ କରାଯାଇଛି । ଏହି ଅବସରରେ ପ୍ରତିଷ୍ଠାତା ସଭାପତି ଏଲୋରା ମିଶ୍ର, ଉପସଭାପତି ସୀତାଂଶୁ ଶେଖର ନାୟକ, ସମ୍ପାଦକ ଦୁର୍ଗାଚରଣ ସାହୁ,…
Read More...

ମାଁ ନିତେଇ ଧୋବଣୀ ମନ୍ଦିର ପ୍ରତିଷ୍ଠାର ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ରଜକ ସମାଜ ତରଫରୁ ତା.୧୭/୧୧/୨୦୨୪ ରବିବାର ଦିନ ବଲାଙ୍ଗିର, ବିଷ୍ଣୁମୁଣ୍ଡା ଗ୍ରାମସ୍ଥିତ ମାଁ ନିତେଇ ଧୋବଣୀଙ୍କ ନିର୍ମାଣଧିନ ମନ୍ଦିରରେ ମନ୍ଦିର ପ୍ରତିଷ୍ଠାର ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ମନ୍ଦିରର ପୂଜକ ଚୈତରାମ…
Read More...

ବଲାଙ୍ଗିର ବିଧାୟକଙ୍କୁ ଓବିସି ମଞ୍ଚର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (କେପିଏନ୍‌ଏସ୍‌ ) : ସ୍ଥାନୀୟ ଠିକାଦାର ପଡା ସ୍ଥିତ ରାଜମିସ୍ତ୍ରୀ ନିର୍ମାଣ ଶ୍ରମିକ ସଂଘ ସଭାଗୃହର ଉଦ୍‌ଘାଟନ ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଥିଲେ । ରାଜ୍ୟ ଓବିସି ମଞ୍ଚର କୋଷାଧ୍ୟକ୍ଷ…
Read More...