Browsing Tag

balangir news

ଅଂଶୁଘାତରେ ଯୁବକଙ୍କ ମୃତ୍ୟୁ ଅଭିଯୋଗ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ଗତ କିଛିଦିନ ମଧ୍ୟରେ ପ୍ରବଳ ଗ୍ରୀଷ୍ମପ୍ରବାହ କାରଣରୁ ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଛି । ଗତ କିଛିଦିନ ତଳେ ଖୁଜେନପାଲି ଗ୍ରାମର ତ୍ରୀନାଥ ବକୁଳ ନାମକ ଜଣେ ଯୁବକର ଅଂଶୁଘାତ ଜନିତ ମୃତ୍ୟୁ ହୋଇଥିବା ଅଭିଯୋଗ ହୋଇଥିଲା ।
Read More...

କଂଗ୍ରେସକୁ ପୁଣି ବଡ଼ ଝଟ୍‌କା : ବିଜେଡ଼ିରେ ସାମିଲ୍‌ ହେଲେ ଶତାଧିକ କଂଗ୍ରେସ ନେତା ଓ କର୍ମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : କଂଗ୍ରେସକୁ ପୁଣି ଏକ ବଡ଼ ଝଟ୍‌କା । ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ମନହୀରା ପଞ୍ଚାୟତ ଅଧୀନସ୍ଥ ଅମାମୁଣ୍ଡା ଗାଁରେ ବିଜେଡ଼ିର ଏକ ମିଶ୍ରଣ ପର୍ବ ଅନୁଷ୍ଠିତ ହୋଇଥିବା ବେଳେ ଏଠାରେ ଶତାଧିକ କଂଗ୍ରେସ ନେତା ଓ କର୍ମକର୍ତ୍ତାମାନେ ବିଜେଡ଼ିରେ ସାମିଲ୍‌
Read More...

ଅଲ୍‌ ଓଡିଶା ଆର୍ଟିଷ୍ଟ କ୍ରିକେଟ୍‌ ପ୍ରିମିୟର୍‌ ଲିଗ୍‌ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗାନ୍ଧୀ ଷ୍ଟାଡିୟମଠାରେ ବଲାଙ୍ଗିର ଯୁବ କଳାକାର ସଂଘର ଅଲ୍‌ ଓଡିଶା ଆର୍ଟିଷ୍ଟ ପ୍ରିମିୟମ୍‌ ଲିଗ୍‌ ୨୦୨୪ ସିଜନ-୩ ଉଦ୍‌ଯାପିତ ହୋଇଯାଇଛି । ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି କାର୍ଯ୍ୟକ୍ରମରେ ମୂଖ୍ୟ ଅତିଥି ଭାବରେ ସୁପ୍ରିମ୍‌ ଟାସ୍କ
Read More...

ବଲାଙ୍ଗିରରେ ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ମହିଳା ମାରୱାଡ଼ି ସମ୍ମେଳନ ପକ୍ଷରୁ ବଲାଙ୍ଗିର ମାରୱାଡ଼ି ସେବା ସଦନରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଥିବା ଦେଖିବାକୁ ମିଳିଛି । ଏହି ଶିବିରରେ ମୋଟ ୭୦ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଥିବା ସୂଚନା ରହିଛି । ‘ଡୋନେଟ୍‌ ବ୍ଲଡ଼୍‌, ସେଭ୍‌ ଲାଇଭ୍‌’ ସ୍ଲୋଗାନ
Read More...

ଭୋଟର୍‌ ମୁହାଁ ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୋଟର୍‌ ମୁହାଁ ହେଉଛନ୍ତି ବଲାଙ୍ଗିର କଂଗ୍ରେସ ସାଂସଦ ପ୍ରାର୍ଥୀ ମନୋଜ ମିଶ୍ର । ଆଜି ବଲାଙ୍ଗିର ଶାନ୍ତିପଡ଼ା ଛକରେ କଂଗ୍ରେସ ସମର୍ଥକଙ୍କ ସହ ମିଶି ଆଖପାଖ ଲୋକଙ୍କୁ ଭେଟିଛନ୍ତି । ଅଭିନେତାରୁ ନେତା ହୋଇଛନ୍ତି ମନୋଜ । ଓଡ଼ିଆ ଚଳଚ୍ଚିତ୍ର ଜଗତର ଜଣେ
Read More...

କଅଗାଁରେ ସମରେନ୍ଦ୍ର ନରସିଂହଙ୍କ ସାଧାରଣ ସଭା : ପଳାୟନପନ୍ଥୀ ରାଜନୀତି ଚଳିବ ନାହିଁ – ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜନୀତିର ପ୍ରକୃତ ଅର୍ଥ ଲୋକଙ୍କ ସେବା କରିବା । କିନ୍ତୁ ରାଜତନ୍ତ୍ର ସମୟରେ ବଲାଙ୍ଗିରରେ ଏକଛାତ୍ରବାଦୀ ଶାସନ ଚଳେଇ ସରିଲାପରେ ପୁଣି ଗଣତନ୍ତ୍ରକୁ ନିଜ କବ୍‌ଜରାରେ ରଖି ଏଠାକାର ସମାନ୍ତବାଦୀମାନେ ବହୁବର୍ଷ ଧରି ରାଜନୈତିକ କ୍ଷମତା ପାଇ ମଧ୍ୟ ବଲାଙ୍ଗିର
Read More...

ଜିଲ୍ଲା ବରିଷ୍ଠ ନାଗରିକ ସଂଘର କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ନୃସିଂହ ମନ୍ଦିରରେ ଶିବ ଶଙ୍କର ଖୁଆସଙ୍କ ସଭାପତିତ୍ୱରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଉକ୍ତ ସଭାରେ ସଂଘର ମୁଖ୍ୟ ଉପଦେଷ୍ଟା ବିକ୍ରମାନନ୍ଦ ବହିଦାର ମହାସଂଘର ସଂପାଦକ ପ୍ରହଲ୍ଲାଦ ମହାପାତ୍ରଙ୍କ କାର୍ଯ୍ୟକଳାପରେ ଅସନ୍ତୋଷ ପ୍ରକାଶ କରି
Read More...

ଅଲ୍‌ ଓଡିଶା ଆର୍ଟିଷ୍ଟ କ୍ରିକେଟ୍‌ ପ୍ରିମିୟର ଲିଗ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ୍‌ଠାରେ ବଲାଙ୍ଗିର ଯୁବ କଳାକାର ସଂଘର ସଭାପତି ବିନୋଦ କାଲସାଏଙ୍କ ସଭାପତିତ୍ୱରେ ଅଲ୍‌ ଓଡିଆ ଆର୍ଟିଷ୍ଟ ପ୍ରିମିୟମ୍‌ ଲିଗ୍‌ ୨୦୨୪ ସିଜନ -୩କୁ ସମାଜସେବୀ ଶ୍ରୀକର ମିଶ୍ର ଉଦ୍‌ଘାଟନ କରିଥିଲେ । ଆଜିର ଏହି ପ୍ରଥମ ଦିନ ସବୁ
Read More...

ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଉଦ୍‌ଘାଟନ କଲେ ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଚିଲ୍‌ଡ୍ରେନ୍‌ ପାର୍କ ପାଖରେ ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ ‘ଆମର୍‌ ବଲାଙ୍ଗିର୍‌’ ଜଳଛତ୍ର ଉଦ୍‌ଘାଟନ କରିଛନ୍ତି । ବଲାଙ୍ଗିରରେ ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହକୁ ଦୃଷ୍ଟିରେ ରଖି ‘ଆମର୍‌ ବଲାଙ୍ଗିର୍‌’
Read More...

କାମ ନଦେବାରୁ ବାଇକ୍‌ ଚୋରେଇ ନେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୋକାନରେ କାମ କରିବାକୁ ମନା କରିଦେବାରୁ ମାଲିକଙ୍କ ବାଇକ୍‌ ଚୋରି ନେଇଛନ୍ତି ଜଣେ ଯୁବକ । ଏଭଳି ଏକ ଅଭିଯୋଗ ଆଜି ବଲାଙ୍ଗିର ଟାଉନ ଥାନାରେ ପହଂଚିଛି । ବଲାଙ୍ଗିର ସହର କଂସାରୀପଡା ନିବାସୀ ଏମ୍‌.ଡି.ମନୁଙ୍କ ଏକ କୁଲର୍‌ ଦୋକାନ ରହିଥିବା ବେଳେ ଗତ ୩୧ ତାରିଖ
Read More...