ସହାୟତା ରାଶି ଘୋଷଣା ପରେ ରାସ୍ତାରୋକ ହଟିଲା
ବଲାଙ୍ଗିର, (କେପିଏନ୍ଏସ୍) : ବଲାଙ୍ଗିର - ବରଗଡ ଜାତୀୟ ରାଜପଥର ଛତାମଖନା ଛକ ନିକଟରେ ଗତରାତିରେ ଏକ ଅଜଣା ଗାଡି ଧକ୍କାରେ ଜଣେ ସାଇକେଲ୍ ଆରୋହୀ ଜାମସର୍ ଗାଁର ବିଶ୍ୱବିହାରୀ ବଗର୍ତ୍ତି(୪୦)ଙ୍କ ମୃତ୍ୟୁ ଘଟିଥିବା ବେଳେ ଉତ୍ୟକ୍ତ ଲୋକେ ରାସ୍ତାରୋକ କରିଥିଲେ । ତେବେ ବଲାଙ୍ଗିର!-->…
Read More...
Read More...