Browsing Tag

balangir news

ପିପି ଏକାଡ଼େମୀ ସ୍କୁଲ ୧୯୮୨ ମ୍ୟାଟ୍ରିକ ବ୍ୟାଚର ବନ୍ଧୁ ମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡ଼େମୀ ୧୯୮୨ ମ୍ୟାଟ୍ରିକ ବ୍ୟାଚର ବନ୍ଧୁମିଳନ ହୋଟେଲ ସ୍ୱୟଂରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲ ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ସମେତ ସମସ୍ତ ଦିବଙ୍ଗତ ପୂର୍ବତନ ଶିକ୍ଷକ ଓ ଛାତ୍ର ବନ୍ଧୁଙ୍କ ସ୍ମୃତି ଚାରଣ କରାଯାଇ ସେମାନଙ୍କ…
Read More...

ହର୍ଡାଟାଲ ଠାରେ ଗଣ୍ଡ ଭବନ ଉଦ୍‌ଘାଟନ କଲେ ନରସିଂହ

ଗଣ୍ଡ ସମାଜର ସାମଗ୍ରିକ ବିକାଶ ପାଇଁ ଶିକ୍ଷା ହିଁ ଏକମାତ୍ର ବିକଳ୍ପ : ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ସଦର ବ୍ଲକ ହର୍ଡାଟାଲ ଗ୍ରାମ ଠାରେ ବଲାଙ୍ଗିର ଜିଲ୍ଲା ଗଣ୍ଡ ସମାଜ ଆନୁକୂଲ୍ୟରେ ଗଣ୍ଡ ସମାଜ ଉଦ୍ଦେଶ୍ୟରେ ଗଣ୍ଡ ଭବନ ପୂର୍ବତନ ଆଇନ ମନ୍ତ୍ରୀ ନରସିଂହ ମିଶ୍ରଙ୍କ କରକମଳରେ ଶୁଭ…
Read More...

ପିପି ଏକାଡ଼େମୀ ୧୯୮୨ ବ୍ୟାଚ୍‌ର ବନ୍ଧୁମିଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପିପି ଏକାଡ଼େମୀ ୧୯୮୨ ମ୍ୟାଟ୍ରିକ ବ୍ୟାଚ୍‌ର ବନ୍ଧୁମିଳନ ହୋଟେଲ ସ୍ୱୟଂରେ ଅନୁଷ୍ଠିତ ହୋଇଯାଇଛି । ପ୍ରାରମ୍ଭରେ ସ୍କୁଲ ପ୍ରତିଷ୍ଠାତା ସ୍ୱର୍ଗତ ଚକ୍ରଧର ପଣ୍ଡାଙ୍କ ସମେତ ସମସ୍ତ ଦିବଙ୍ଗତ ପୂର୍ବତନ ଶିକ୍ଷକ ଓ ଛାତ୍ର ବନ୍ଧୁଙ୍କ ସ୍ମୃତିଚାରଣ କରାଯାଇ ସେମାନଙ୍କ…
Read More...

ପ୍ରଶିକ୍ଷଣ ପ୍ରଦର୍ଶିକା ପୂର୍ଣ୍ଣାଙ୍ଗ ତାଲିମ କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଦ୍ୟାଳୟ ମାନଙ୍କରେ ସାମାଜିକ, ଆବେଗିକ ଓ ନୈତିକ ଶିକ୍ଷଣ ତଥା ବହୁଶ୍ରେଣୀ ବହୁସ୍ତରୀୟ ଶିକ୍ଷାଦାନ ଉପରେ ଶିକ୍ଷଣ କାର୍ଯ୍ୟକ୍ରମ ପରିଚାଳନା ପ୍ରସ୍ତୁତ ହୋଇଥିବା ପ୍ରଶିକ୍ଷଣ ପ୍ରଦର୍ଶିକା ପୂର୍ଣ୍ଣାଙ୍ଗ ଉପରେ ଏକ ଚାରି ଦିନିକିଆ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ଆଜି…
Read More...

ଦେଶର ଶକ୍ତି ଯୁବଶକ୍ତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏକ ନୂଆ ଭାରତର ସ୍ୱପ୍ନ । ଏକ ଯୁବା ଭାରତର ସ୍ୱପ୍ନ । ଯେଉଁ ଦେଶରେ ଯେତେ ସଂଖ୍ୟାରେ ଯୁବକ, ସେ ଦେଶ ସେତେ ଶକ୍ତିଶାଳୀ । ଯାହା ଯୁବକମାନଙ୍କ ଦ୍ୱାରା ସମ୍ଭବ, ତାହା ଅନ୍ୟମାନେ କରିପାରିବେ ନାହିଁ । ତେଣୁ ସବୁକ୍ଷେତ୍ରରେ ଯୁବକମାନେ ପ୍ରସ୍ତୁତ ହେବା ଆବଶ୍ୟକ…
Read More...

ନିଖିଳ ଓଡିଶା ଏମ୍‌.ଡି.ଏମ୍‌ ପାଚିକା ସହାୟକ ସଂଘ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏ.ଆଇ.ଟି.ୟୁ.ସି ସହ ଅନୁବନ୍ଧିତ ନିଖିଳ ଓଡିଶା ଏମ୍‌.ଡି.ଏମ୍‌ ପାଚିକା ସହାୟିକା ସଂଘର ବଲାଙ୍ଗିର ଜିଲ୍ଲାର ସଭାପତି ପାଣ୍ଡବ ଭୋଇ ସମ୍ପାଦିକା ମାଧବୀ କୁଲତାଙ୍କ ନେତୃତ୍ୱରେ ରାଲି ଶୋଭାଯାତ୍ରା ସହ ବଲାଙ୍ଗିର ଜିଲ୍ଲା ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ଏହି…
Read More...

ସିନିୟର ଇନ୍‌ଟ୍ରା କ୍ଲବ କ୍ରିକେଟ୍‌ ମ୍ୟାଚ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ ଠାରେ ସିନିୟର ଇନ୍‌ଟ୍ରା କ୍ଲବ କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦର ଆନୁକୂଲ୍ୟରେ ଆୟୋଜିତ ଏହି କ୍ରିକେଟ୍‌ ଟୁର୍ଣ୍ଣାମେଣ୍ଟର ଉଦ୍‌ଘାଟନି ପର୍ବରେ…
Read More...

ଭାରତୀୟ କିଶାନ ସଂଘ ନୂତନ ଜିଲ୍ଲା କମିଟି ଗଠନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଭାରତୀୟ କିଶାନ ସଂଘର ଜିଲ୍ଲାସ୍ତରୀୟ ବୈଠକ ଆର୍ଯ୍ୟସମାଜ ପ୍ରାଙ୍ଗଣରେ ନୂତନ ଜିଲ୍ଲା କମିଟି ଗଠନ ହୋଇଯାଇଛି । ଡ. ଶଶିଭୂଷଣ ସାହୁଙ୍କ ସଭାପତିତ୍ୱରେ ସଭା କାର୍ଯ୍ୟ ପରିଚାଳନା ହୋଇଥିଲା । ତହିଁରେ ଭାରତୀୟ କିଶାନ ସଂଘ ଓଡିଶାର ପ୍ରାଦେଶିକ ସଦସ୍ୟ…
Read More...

ଅଙ୍କୁର ଶିଶୁ ସାହିତ୍ୟ ସଂସଦର ସାରସ୍ୱତ କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଅଙ୍କୁର ଶିଶୁ ସାହିତ୍ୟ ସଂସଦର କବିତା ଓ ଗଳ୍ପ ପଠନ କାର୍ଯ୍ୟକ୍ରମ ବିଶ୍ୱାତ୍ମ ବିଦ୍ୟା ମନ୍ଦିର ଖୁଜେନପାଲି ଠାରେ ପ୍ରଧାନ ଆଚାର୍ଯ୍ୟ ତରୁଣ କୁମାର ତ୍ରିପାଠୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ବିଶ୍ୱାତ୍ମ ଚେତନା…
Read More...

କୁଚ ବେହାରା ଟ୍ରଫି : ବରୋଡା ବିଜୟୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା କୁଚ ବେହେରା ଟ୍ରଫିର ତୃତୀୟ ଦିବସରେ ଓଡିଶା ଦଳ କାଲିର ଅସମାପ୍ତ ଖେଳ ୨୪୧/୭ରୁ ଆରମ୍ଭ କରି ସମୁଦାୟ ୨୭୧ ରନ୍‌ରେ ଅଲ ଆଉଟ ହୋଇଯାଇଥିଲା । ଫଳରେ ଓଡିଶାରେ ଏକ ଇନିଂସ ଓ ୫୮ ରନ୍‌ରେ ପରାଜୟ ହୋଇଛି ।…
Read More...