Browsing Tag

balangir news

ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହେଲେ ଯୁବକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିଶାସକ୍ତ ଯୁବକଙ୍କ ଉନ୍ମତ୍ତ କାଣ୍ଡକୁ ନେଇ ବଲାଙ୍ଗିର ଟାଉନ୍‌ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଜଣେ ଯୁବକ । ଅଭିଯୋଗକାରୀ ଯୁବକ ଜଣକ ହେଉଛନ୍ତି ବଲାଙ୍ଗିର ସୁଦପଡ଼ା ନିବାସୀ ସମୀପ୍‌ ବହିଦାର । ସେ ଆଜି ଟାଉନ୍‌ ଥାନାରେ ଅଭିଯୋଗ କରିଛନ୍ତି ଯେ, ଆଜି ଅପରାହ୍ନ
Read More...

ତହଁକ୍ କୁଟୁମ୍‌ର ଆଭାସୀ ହାସ୍ୟ ବ୍ୟଙ୍ଗ କବିତା ଆସର୍

ବଲାଙ୍ଗିର, (କେପିଏନ୍‌ଏସ୍‌) : ଇହାଦେ ସଭେ ନିଜର୍ ନିଜର୍ ଭିଡ୍ କବାରେ ହମିସା ଟେନସନ୍ ଥି ରହୁଥିବାର୍ ବେଲକେ ଟଂକା କମାନି କରୁଥିଲେ ବି ମୁହେଁ ହଁସି ନାଇଁ ଫୁଟବାର୍‌ । ଯାହାକେ ଦେଖଲେ ମୁଇଁ ବିଜି ବଲୁଛନ୍ ଆର୍ ମନ୍ କେ ଦୁଖେ ମାରି ଦେଉଛନ୍। ଇ ସବୁ କେ ଦେଖିକରି ତହଁକ୍ କୁଟୁମ୍‌ର ଗୁଟେ
Read More...

ବିଜେଡି ଛାଡି କଂଗ୍ରେସରେ ଯୋଗ ଦେଲେ ୪୦ରୁ ଅଧିକ ମହିଳା ପୁରୁଷ : ସମରେନ୍ଦ୍ରଙ୍କ ନେତୃତ୍ୱ ପ୍ରତି କଲେ ଆସ୍ଥା ପ୍ରକଟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଅପରାହ୍ନ ୪.୩୦ ମି.ରେ ମାନ୍ୟବର ବଲାଙ୍ଗିର ବିଧାୟକ ନରସିଂହ ମିଶ୍ରଙ୍କ ଆବାସିକ କାର୍ଯ୍ୟାଳୟରେ ଦେଓଗାଁ ବ୍ଲକ ଅନ୍ତର୍ଗତ ଅର୍ଜୁନପୁର ପଂଚାୟତର ଅଏଁଲାପାଲି ଗାଁର ୪୦ରୁ ଅଧିକ ମହିଳା ଓ ପୁରୁଷ ବିଜୁ ଜନତା ଦଳ ଛାଡି କଂଗ୍ରେସ ଦଳରେ ଯୋଗଦାନ କରିଛନ୍ତି ।
Read More...

ବିଜେଡି ଦଳ ଛାଡିଲେ ସରୋଜ ଓ ଜ୍ୟୋତି ପାଣିଗ୍ରାହୀ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩୫ ବର୍ଷ ହେଲା ପ୍ରଥମେ ଜନତା ଦଳ ଓ ପରେ ବିଜୁ ଜନତା ଦଳରେ ରହିଆସିଥିବା ବରିଷ୍ଠନେତା ସରୋଜ ପାଣିଗ୍ରାହୀ ଓ ତାଙ୍କ ପତ୍ନୀ ଜ୍ୟୋତି ପାଣିଗ୍ରାହୀ ଆଜି ବିଜେଡି ଦଳରୁ ଇସ୍ତଫା ଦେଇଛନ୍ତି । ସେମାନେ ଦଲର ସୁପ୍ରିମୋ ତଥା ମୁଖ୍ୟମନ୍ତ୍ରୀ ନବୀନ
Read More...

ଓମ୍‌ପ୍ରକାଶ ଚାନ୍ଦଙ୍କ ପତ୍ନୀ ବିୟୋଗ

ବାଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣାଶୁଣା ବ୍ୟବସାୟୀ ସୋମରାଜ ଗ୍ରୁପର ମାଲିକ ଓମ୍‌ପ୍ରକାଶ ଚାନ୍ଦଙ୍କ ଧର୍ମପତ୍ନୀ ପୁଷ୍ପାଞ୍ଜଳି ଚାନ୍ଦ(୫୫)ଙ୍କର ଦେହାନ୍ତ ହୋଇଯାଇଛି । ସେ ପ୍ରାୟ ୨ମାସ ହେଲା ପ୍ଲିହାସଂକ୍ରମଣ ରୋଗରେ ଆକ୍ରାନ୍ତହୋଇ ହାଇଦ୍ରାବାଦର ଏକ ଘରୋଇ ହସ୍‌ପିଟାଲ୍‌ରେ
Read More...

ଉତ୍ତମ ଶିକ୍ଷା ଲୋକଙ୍କ ଆର୍ଥିକ ଉନ୍ନତି କରିବ : ସମରେନ୍ଦ୍ର

ଶିକ୍ଷା ବ୍ୟବସ୍ଥାର ଅବନତି ପାଇଁ ରାଜ୍ୟ ସରକାର ଦାୟୀ : ସମରେନ୍ଦ୍ର ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୌରାଞ୍ଚଳ ଅନ୍ତର୍ଗତ ୱାର୍ଡ ନମ୍ବର ୨୧ର ଖରସେଲପଡାରେ କଂଗ୍ରେସ ଦଳ ତରଫରୁ ଅନୁଷ୍ଠିତ ମହିଳା ସମ୍ମିଳନୀରେ ବଲାଙ୍ଗିର ବିଧାନସଭା ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର ମିଶ୍ର ନିଜ
Read More...

ଜିଲ୍ଲାପାଳଙ୍କୁ ଅଭିଭାବକ ସଂଘର ଦାବିପତ୍ର ପ୍ରଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅନ୍ୱେଷା ଯୋଜନା ଓ ଶିକ୍ଷା ଅଧିକାର ଆଇନକୁ ଘରୋଇ ଶିକ୍ଷାନୁଷ୍ଠାମାନେ ବେଖାତିର କରୁଥିବାରୁ ବଲାଙ୍ଗିର ଜିଲ୍ଲା ଅଭିଭାବକ ସଂଘ ଏ ସମ୍ପର୍କରେ ଜିଲ୍ଲାପାଳଙ୍କୁ ସାକ୍ଷାତ କରି ଏକ ଦାବିପତ୍ର ପ୍ରଦାନ କରିଛି । ଏହା ସହିତ ଜିଲ୍ଲା ଶିକ୍ଷା ଅଧିକାରୀ ଓ ବଲାଙ୍ଗିର
Read More...

ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଦ୍ମ ଛାଡ଼ି ଶଙ୍ଖ ଭବନରେ ଶଙ୍ଖ ଫୁଙ୍କିଲେ‌ ପ୍ରଭାସ କୁମାର ପାଣିଗ୍ରାହୀ । ସୂଚନା ଅନୁସାରେ ଆଜି ପୂର୍ବାହ୍ନରେ ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନରେ ବଲାଙ୍ଗିର ବିଜେପିର ପୂର୍ବତନ ଜିଲ୍ଲା ସଭାପତି ପ୍ରଭାସ କୁମାର ପାଣିଗ୍ରାହୀ ବିଜେଡି ସହିତ ସାମିଲ୍ ହୋଇଛନ୍ତି ।
Read More...

ପୂର୍ବତନ ବିଜେଡି କାଉନ୍‌ସିଲର୍‌ ଉପେନ ଦୀପଙ୍କ କଂଗ୍ରେସରେ ଯୋଗଦାନ

୧୦ବର୍ଷର ବିକାଶକୁ ଦେଖି ଲୋକେ ଭୋଟ୍‌ ଦିଅନ୍ତୁ - ସମରେନ୍ଦ୍ରବିକାଶ ପାଇଁ ଲଢୁଆ ବିଧାୟକ ଦରକାର - ନରସିଂହ ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୨୪ବର୍ଷ ରାଜନୈତିକ ଅବହେଳା ପରେ ୨୦୧୪ ମସିହାରେ ଆପଣମାନେ ଏକ ଲଢୁଆ ଜନପ୍ରତିନିଧି ଭାବେ ନରସିଂହ ମିଶ୍ରଙ୍କୁ ବାଛିଥିଲେ । ସେହି ସମୟରୁ
Read More...

ଶିଶୁର ସାମଗ୍ରିକ ବିକାଶରେ ଶିଶୁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ : ଶିଶୁ କିଶୋର ପତ୍ରିକା ମଠଖାଇ ବିମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଶିଶୁର ସାମଗ୍ରିକ ବିକାଶରେ ଶିଶୁ ସାହିତ୍ୟର ଭୂମିକା ଗୁରୁତ୍ୱପୂର୍ଣ୍ଣ ଅଟେ । ଏ ପରିପ୍ରେକ୍ଷୀରେ ସିନଖମନ ସ୍ଥିତ ମହନ୍ତ ଗିରିଧାରୀ ଉଚ୍ଚ ବିଦ୍ୟାଳୟରୁ ପରକାଶିତ ତ୍ରୟ ମାସିକ ଶିଶୁ କିଶୋର ପତ୍ରିକା “ମଠଖାଇ” କୁନିକୁନି ପିଲାମାନଙ୍କୁ ଶିଶୁ ସାହିତ୍ୟିକ
Read More...