Browsing Tag

balangir news

ସମାଜସେବୀ, ଦଳିତ ନେତା, ପୂର୍ବତନ ବିଏସ୍‌ପି ଜିଲ୍ଲା ସଭାପତି ତଥା ବିଗତ ବିଧାୟକ ପ୍ରାର୍ଥୀ ବିଜେଡି ନେତା ଦ୍ରୋଣ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସନ୍ଧ୍ୟାରେ ବଲାଙ୍ଗିର ସହରର ବେଶ୍ ଜଣାଶୁଣା ସମାଜସେବୀ ଦଳିତ ନେତା, ପୂର୍ବତନ ବିଏସ୍‌ପି ଜିଲ୍ଲା ସଭାପତି, ପୂର୍ବତନ ବିଧାୟକ ପ୍ରାର୍ଥୀ, ପୌର ସଫେଇ କର୍ମଚାରୀ ସଂଘ ଏବଂ ଅଟୋଷ୍ଟାଣ୍ଡର ସଭାପତି ଦ୍ରୋଣ କୁମ୍ଭାର ତାଙ୍କ ବହୁ ସହଯୋଗୀଙ୍କ ସହ ବଲାଙ୍ଗିର
Read More...

୨୪ ବର୍ଷ କ୍ଷମତାରେ ଥିଲ, କ’ଣ କରିଛ ହିସାବ ଦିଅ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍ଏସ୍) : ୨୪ ବର୍ଷ କ୍ଷମତାରେ ଥିଲ, କ'ଣ କରିଛ ହିସାବ ଦିଅ ବୋଲି କହିଛନ୍ତି ସମରେନ୍ଦ୍ର । ବଲାଙ୍ଗିରର ସରଳ ଲୋକଙ୍କଠୁ ଅନେକ ଥର ଭୋଟ୍‌ ହାତେଇବା ପରେ ତାଙ୍କୁ ପ୍ରତାରିତ କରିଛ । ଏପରିକି ଲଗାତାର ୨୪ ବର୍ଷ ପର୍ଯ୍ୟନ୍ତ ବିଧାୟକ, ସାଂସଦ ସହ ଗୁରୁତ୍ୱପୂର୍ଣ୍ଣ ବିଭାଗର
Read More...

ଦଳିତଙ୍କୁ ଅପମାନିତ କରୁଛି ବିଜେଡି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦଳିତଙ୍କୁ ବିଜୁ ଜନତା ଦଳ ଅପମାନିତ କରୁଛି ବୋଲି ଆଜି ଜିଲ୍ଲା ସାମ୍ବାଦିକ ଭବନଠାରେ ଅନୁଷ୍ଠିତ ଏକ ସାମ୍ବାଦିକ ସମ୍ମିଳନୀରେ ଦଳିତ ନେତା ତଥା ପୂର୍ବତନ ବିଏସ୍‌ପି ବଲାଙ୍ଗିର ଶାଖା ସଭାପତି ଦ୍ରୋଣ କୁମ୍ଭାର ଗୁରୁତର ଅଭିଯୋଗ କରିଛନ୍ତି । ଗତ କିଛି ଦିନ ତଳେ
Read More...

ବଲାଙ୍ଗିର ଜଗନ୍ନାଥପଡ଼ା ରାମଲୀଳା : ସୀତା ଚୋରି ବେଳେ ରାବଣର ଅଟ୍ଟହାସ୍ୟରେ କଂପିଲା ମଂଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜଗନ୍ନାଥପଡ଼ା ପ୍ରସିଦ୍ଧ ରାମଲୀଳାରେ ଗତ ରାତିରେ ମଂଚସ୍ଥ ହୋଇଛି ସୀତା ଚୋରି । ସୀତା ଚୋରି ବେଳେ ଦଶାନନ ରାବଣର ଅଟ୍ଟହାସ୍ୟରେ କଂପିଉଠିଥିଲା ରାମଲୀଳା ମଂଚ । ଅନ୍ୟପଟେ ଜନକସୂତା ଜାନକୀଙ୍କ କରୁଣ କ୍ରନ୍ଦନରେ ହଜାର ହଜାର ଦର୍ଶକ ମୁବ୍ଧ ହୋଇଯାଇଥିଲେ
Read More...

ମଧିଆପାଲି ଠାରେ ସମରେନ୍ଦ୍ର ମିଶ୍ରଙ୍କ ଜନ ଆଶୀର୍ବାଦ୍‌ ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ମଧିଆପାଲି ଠାରେ ଗତ ସନ୍ଧ୍ୟାରେ ସମରେନ୍ଦ୍ର ମିଶ୍ରଙ୍କ ଜନ ଆଶୀର୍ବାଦ୍‌ ସଭାର ଆୟୋଜନ ହୋଇଥିବା ବେଳେ ଅଂଚଳର ଶତାଧିକ ମହିଳା, ପୁରୁଷ ସମବେତ ହୋଇ ଚଳିତ ନିର୍ବାଚନ ପାଇଁ ସମରେନ୍ଦ୍ରଙ୍କୁ ଆଶୀର୍ବାଦ୍‌ କରିଛନ୍ତି । ଆୟୋଜିତ ସଭାରେ ବଲାଙ୍ଗିର ବିଧାୟକ
Read More...

ଗ୍ରୀଷ୍ମ ପ୍ରବାହରୁ ପକ୍ଷୀଙ୍କ ସୁରକ୍ଷା ପାଇଁ ଅଭିନବ ପ୍ରୟାସ : ସହରର ଗଛମାନଙ୍କୁ ମାଟି ପାତ୍ର ଖଞ୍ଜାଗଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରରେ ସକାଳ ୮ଟା ସୁଦ୍ଧା ୩୮ ଡିଗ୍ରୀ ଉପରେ ସହରର ତାପମାତ୍ରା ରେକର୍ଡ ହୋଇଛି । ପ୍ରଚଣ୍ଡ ଗ୍ରୀଷ୍ମ ପ୍ରବାହରୁ ବଲାଙ୍ଗିର ସହରର ରାସ୍ତାଘାଟ ଜନଶୂନ୍ୟ ହୋଇଯାଉଥିବା ବେଳେ ବିଭିନ୍ନ ପୋଖରୀ ଓ ଜଳାଶୟ ଶୁଖି ଯାଇଥିବାରୁ ଜୀବଜନ୍ତୁ, ପଶୁପକ୍ଷୀ ପାଣି ପାଇଁ
Read More...

ନିର୍ବାଚନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟିମ୍‌ ଆଜି ବଲାଙ୍ଗିର ଗସ୍ତରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜ୍ଞପ୍ତି ପ୍ରକାଶ ଆରମ୍ଭ ଦିନ ଖର୍ଚ୍ଚ ପର୍ଯ୍ୟବେକ୍ଷକ ଟିମ୍‌ ଆଜି ବଲାଙ୍ଗିର ଗସ୍ତରେ ଆସିଛନ୍ତି । ବାଅକର ସ୍ଵନୀଲ ଶରଦ(ବଲାଙ୍ଗିର ଲୋକସଭା), ପ୍ରମୋଦ ପି ଶହକର(ଲୋଇସିଂହା ବିଧାନସଭା, ପାଟଣାଗଡ଼ ବିଧାନସଭା, ବଲାଙ୍ଗିର ଲୋକସଭା), ଆଦର୍ଶ ଅଗ୍ରୱାଲ (ବଲାଙ୍ଗିର
Read More...

ବିଜେଡିରେ ଯୋଗଦେଲେ ବିଧୁଭୂଷଣ ତ୍ରିପାଠୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଜେଡିରେ ଯୋଗଦେଲେ ନିକଟରେ କଂଗ୍ରେସ ଛାଡ଼ିଥିବା ପ୍ରଦେଶ କଂଗ୍ରେସ କମିଟି ସାଧାରଣ ସଂପାଦକ, ଏଆଇସିସି ମେମ୍ବର ତଥା ପିପିସି ମେମ୍ବର ବିଧୁଭୂଷଣ ତ୍ରିପାଠୀ । ଆଜି ଭୁବନେଶ୍ୱର ସ୍ଥିତ ଶଙ୍ଖ ଭବନ ଆୟୋଜିତ ମିଶ୍ରଣ ପର୍ବରେ ନିଜ ସାଥୀଙ୍କ ସହ ଶଙ୍ଖ ଧରିଛନ୍ତି
Read More...

ଡରୁଆ ନେତା ବଲାଙ୍ଗିରର ବିକାଶ କରିପାରିବେ ନାହିଁ : ସମରେନ୍ଦ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡରୁଆ ନେତା ବଲାଙ୍ଗିରର ବିକାଶ କରିପାରିବେ ନାହିଁ ବୋଲି କହିଛନ୍ତି ସମରେନ୍ଦ୍ର । ଆଗାମୀ ନିର୍ବାଚନୀ ମଇଦାନରେ ଲୋକେ ଅଂଚଳର ବିକାଶ ପାଇଁ ନିଷ୍ପତ୍ତି ନେବାକୁ ଯାଉଛନ୍ତି । ନିଷ୍ପତ୍ତି ନେବା ପୂର୍ବରୁ ପ୍ରାର୍ଥୀମାନଙ୍କ ଅତୀତ ଟିକେ ପରଖିବା ନିତାନ୍ତ ଆବଶ୍ୟକ
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ମିଶ୍ରଣ ପର୍ବ : କଂଗ୍ରେସ ଛାଡ଼ି ବିଜେଡ଼ିରେ ମିଶିଲେ ୪୧ ଜଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ୍‌ ଅନ୍ତର୍ଗତ କୁଟୁମ୍‌ଡୋଲାର ୨୦ ଜଣରୁ ଅଧିକ ଏବଂ ଭୁଣ୍ଡିମୁହାଣ ପଞ୍ଚାୟତ ଓ ଗ୍ରାମର ୨୧ ଜଣରୁ ଅଧିକ କଂଗ୍ରେସ କର୍ମୀ କଂଗ୍ରେସ ଦଳ ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି । ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ
Read More...