Browsing Tag

balangir news

୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ୍‌ କରିଛି ପୁଇଁତଲା ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଜଣ କୁଖ୍ୟାତ ଲୁଟେରାଙ୍କୁ ଗିରଫ୍‌ କରିଛି ପୁଇଁତଲା ପୋଲିସ । ଏ ସଂପର୍କରେ ସାମ୍ବାଦିକ ସମ୍ମିଳନୀରେ ସୂଚନା ଦେଇଛନ୍ତି ବଲାଙ୍ଗିର ସଦର ଏସ୍‌ଡ଼ିପିଓ ପ୍ରଦୀପ କୁମାର ସାହୁ । ସୂଚନା ଅନୁସାରେ ଗତ ୪ ତାରିଖ ଦିନ ବଏଁରାସର ସ୍ଥିତ ଭାରତ ଫାଇନାନ୍ସ
Read More...

ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ବିଜେଡ଼ିର ମିଶ୍ରଣ ପର୍ବ : ବିଜେପି ଛାଡ଼ିଲେ, ବିଜେଡ଼ିରେ ମିଶିଲେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଶୈଳଶ୍ରୀ ପେଲେସ୍‌ରେ ଆୟୋଜିତ ମିଶ୍ରଣ ପର୍ବରେ ବିଜେପି ଛାଡ଼ି ବଲାଙ୍ଗିର ବିଜେଡ଼ିରେ ସାମିଲ୍‌ ହୋଇଛନ୍ତି ସଦାନନ୍ଦ ଦେବତା, ଦାଶରଥି ନେଟି, ସୌମ୍ୟ ପୁରୋହିତ, ବିପିନ ସାହୁ ଓ ସୁରେନ୍ଦ୍ର ପ୍ରଧାନ । ବିଜେଡିର ବରିଷ୍ଠ ନେତା ସତ୍ୟ ଭୋଇଙ୍କ
Read More...

ବଲାଙ୍ଗିର କେଟେରିଂ ସଂଘ ପକ୍ଷରୁ ଦହିପାଣି ଓ ସର୍‌ବତ୍‌ ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଚଣ୍ଡ ରୌଦ୍ର ତାପରେ ଜଳୁଛି ବଲାଙ୍ଗିର । ଦିନ ୧୦ଟାରୁ ଆରମ୍ଭ ହୋଇଯାଉଛି ନିଆଁ ଢ଼ାଳିବା ଭଳି ତାତି । ଏତିକି ବେଳେ ବଲାଙ୍ଗିର କେଟେରିଂ ସଂଘ ଆଗେଇ ଆସିଛି ତୃଷ୍ଣାର୍ତ୍ତ ବାଟୋଇଙ୍କୁ ପାଣି ଓ ସର୍‌ବତ୍‌ ଯୋଗାଇବା ପାଇଁ । ବଲାଙ୍ଗିର କେଟେରିଂ ସଂଘ ପକ୍ଷରୁ
Read More...

ଜିଲ୍ଲା କଳାକାର ସମନ୍ୱୟ ସମିତି ବଲାଙ୍ଗିରର ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତା ୨୮/୦୪/୨୦୨୪ ରିଖ ପୁଇଁନ୍ତଲା ବ୍ଳକ୍‌ ଅନ୍ତର୍ଗତ ସୁନ୍ଦରୀଭଣା ଗ୍ରାମରେ ଜିଲ୍ଲା କଳାକାର ସମନ୍ୱୟ ସମିତିର ବୈଠକ ସଭାପତି ଗୁରୁଶ୍ରୀ ପରମାନନ୍ଦ ମାଝୀଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ପୁଇଁନ୍ତଲା ବ୍ଳକ୍‌ ତଥା ଅନ୍ୟାନ୍ୟ ବ୍ଳକ୍‌ର
Read More...

ବଲାଙ୍ଗିର ଗାୟତ୍ରୀ ପରିବାରର ଜଳଛତ୍ର ଅଭିଯାନ ଗୋପାଳଜୀ ମନ୍ଦିର ଆଗରେ ଦହିପାଣି ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ବର୍ତ୍ତମାନ ଗ୍ରୀଷ୍ମତାପ ବୃଦ୍ଧି ପାଇଁ ଏଠାରେ ୪୦ ଡିଗ୍ରୀ ଉପରେ ଉତ୍ତାପ ରହୁଥିବା ଯୋଗୁଁ ଜନଜୀବନ କଷ୍ଟକର ହୋଇପଡିଛି । ଆଜି ରବିବାର ବଜାର ଦିନ ହୋଇଥିବାରୁ ଲୋକେ ସାପ୍ତାହିକ ବଜାର କରିଥାନ୍ତି । ସାଧାରଣ ପଥଚାରୀମାନଙ୍କ ତୃଷା ନିବାରଣ
Read More...

ଘମାଘୋଟ ପ୍ରଚାରରେ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ରାହ୍ମଣପଡ଼ା ୱାର୍ଡ ନଂ. ୮ ଓ ୭ର ଫଳ ମାର୍କେଟ୍‌ରୁ ସାପ୍ତାହିକ ହାଟ ପର୍ଯ୍ୟନ୍ତ ଡୋର୍‌ ଟୁ ଡୋର୍‌, ଦୋକାନକୁ ଦୋକାନ, ହାଟରେ ବସିଥିବା ବେପାରୀ, ବ୍ୟବସାୟୀମାନଙ୍କ ପାଖକୁ ଯାଇ ବିଜେଡ଼ି ପକ୍ଷରୁ ପ୍ରଚାର କରାଯାଇଥିଲା । ବଲାଙ୍ଗିର ବିଜେଡ଼ି
Read More...

କ୍ଷୁଦ୍ର ଓ ଉଠାଦୋକାନୀଙ୍କ ସହ ଆଲୋଚନା କଲେ ସମରେନ୍ଦ୍ର

ସରକାରଙ୍କ ଭୁଲ ନିତି କ୍ଷୁଦ୍ର ଓ ଉଠାଦୋକାନୀଙ୍କ ସ୍ୱାର୍ଥ ବିରୋଧୀ, ସମରେନ୍ଦ୍ରଙ୍କ ଆରୋପ ବଲାଙ୍ଗିର, (କେପିଏନ୍‌ଏସ୍‌) : କ୍ଷୁଦ୍ର ଓ ଉଠା ଦୋକାନୀଙ୍କ ସହ ଆଲୋଚନା କରିଛନ୍ତି କଂଗ୍ରେସ ବିଧାୟକ ପ୍ରାର୍ଥୀ ସମରେନ୍ଦ୍ର । ଉଭୟ କେନ୍ଦ୍ର ଓ ରାଜ୍ୟ ସରକାରଙ୍କ କେବଳ ଭୋଟ୍‌ ହାତେଇବା ରାଜନୀତି
Read More...

କେନ୍ଦ୍ର ସାହିତ୍ୟ ଅକାଦେମିର ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର

ବଲାଙ୍ଗିର, (କେପିଏନ୍‌ଏସ୍‌) : କେନ୍ଦ୍ର ସାହିତ୍ୟ ଅକାଦେମି ଦ୍ୱାରା ନିର୍ମିତ ବୃତ୍ତଚିତ୍ରକୁ ମଣିପୁରୀ ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ମିଳିଛି । ବୃତ୍ତଚିତ୍ରଟି ବିଶିଷ୍ଟ ମଣିପୁରୀ ଲେଖକ ଖୁମନ ପ୍ରକାଶ ସିଂହଙ୍କ ଉପରେ ଆଧାରିତ । ଆଜି ଇମ୍ଫାଲଠାରେ ଅନୁଷ୍ଠିତ ଏକ ବର୍ଣ୍ଣାଢ୍ୟ ସମାରୋହରେ
Read More...

ବଲାଙ୍ଗିର ବିଜେଡି ପକ୍ଷରୁ ପଡା ପଡାରେ ଘମାଘୋଟ ପ୍ରଚାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ନିର୍ବାଚନ ଯେତେ ଯେତେ ପାଖେଇ ଆସୁଛି, ପ୍ରାର୍ଥୀମାନଙ୍କ ପ୍ରଚାର ସେତେ ସେତେ ପ୍ରଖର ହେବାରେ ଲାଗିଛି । ବିଜେଡ଼ିର ମଙ୍ଗ ଧରିଛନ୍ତି ବିଜେଡ଼ିର ବରିଷ୍ଠ ନେତା ତଥା ପୂର୍ବତନ ମନ୍ତ୍ରୀ ଅନଙ୍ଗ ଉଦୟ ସିଂହଦେଓ । ତାଙ୍କ ପୁଅ ବିଜେଡି ବିଧାନସଭା ପ୍ରାର୍ଥୀ
Read More...

ରାଜ୍ୟରେ ଦରକାର ଡବଲ୍‌ ଇଞ୍ଜିନ୍‌ ସରକାର : ଗୋପାଳଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟରେ ଦରକାର ଡବଲ୍‌ ଇଞ୍ଜିନ୍‌ ସରକାର ବୋଲି କହିଛନ୍ତି ଗୋପାଳଜୀ । ବହୁତ ହେଇଗଲା ଦେଶକୁ ଦୁର୍ବଳ କରିବାର ଷଡଯନ୍ତ୍ର। ଦେଶ ସ୍ୱାଧୀନତାର ପଞ୍ଚସ୍ତରୀ ବର୍ଷରେ ସାଧାରଣ ଜନତା ପାଇଛି କଣ ? କେବଳ ଜନତାଙ୍କୁ ଭାଗ ଭାଗ କରି ନିଜର ଫାଇଦା ଉଠାଇଛନ୍ତି କଂଗ୍ରେସର
Read More...