Browsing Tag

balangir news

ମାଧିଆପାଲି ଗ୍ରୀଡ୍‌ରେ ବୃକ୍ଷରୋପଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ସ୍ଥାନୀୟ ମାଧିଆପାଲି ଗ୍ରୀଡ୍‌ରେ ଟିପିଡବ୍ଲୁଓଡିଏଲ୍‌ର ଆର୍‌ଇସି ସେକ୍ସନ୍ ପକ୍ଷରୁ ହରିଡା, ବାହାଡା, ଅଁଳା, ନିମ୍ବ, ସାଗୁଆନ, ସଜନା ଭଳି ୨୦୦ରୁ ଅଧିକ ଗଛ ଗ୍ରୀଡ୍ ପଛପଟେ ଥିବା ଖାଲି ପଡିଆଠାରେ ସମସ୍ତ କର୍ମଚାରୀ ରୋପଣ କରିଥିଲେ । ସିଇଓ ପ୍ରବୀଣ ବର୍ମା,
Read More...

ନିଜ ଭଉଣୀ ସହ ମିଶି ଭାଇ କରିଥିଲା ଚୋରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁନ୍ତଲା ଥାନା ଅନ୍ତର୍ଗତ ମହାକୁରପାଲି ଗାଁରେ ଘରେ ପଶି ଚୋରି ଘଟଣାରେ ଅଭିଯୁକ୍ତ ଯୁବକଙ୍କୁ ଗିରଫ କରିଛି ପୁଲିସ । ନିଜ ଭଉଣୀ ସହ ମିଶି ଶାଶୁ ଘରେ ଡକାୟତି ଷଡଯନ୍ତ୍ର କରିଥିବା ବେଳେ ପୁଲିସ ଅଭିଯୁକ୍ତଙ୍କୁ ଗିରଫ କରିବା ସହ ନଗଦ ଟଙ୍କା
Read More...

୫୦ ହଜାର ଲାଞ୍ଚ ନେଇ ବଲାଙ୍ଗିର ଚିଫ୍‌ ସିଏସ୍‌ଓ ପ୍ରଭାକର ପାତ୍ର ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଯୋଗାଣ ଅଧିକାରୀ ବି. ପ୍ରଭାକର ପାତ୍ର ଆଜି ଜଣେ ରାଇସ୍‌ ମିଲର୍ସଠାରୁ ୫୦ ହଜାର ଟଙ୍କା ଲାଞ୍ଚ ନେବା ବେଳେ ଭିଜଲାନ୍ସ ହାତରେ ଧରାପଡିଛନ୍ତି । ଭିଜିଲାନ୍ସ ତାଙ୍କୁ ଗିରଫ କରି ତାଙ୍କ ବାସଭବନ, ପୈତୃକଗ୍ରାମ ସମେତ ୩ଟି ସ୍ଥାନରେ ଚଢାଉ
Read More...

ବଲାଙ୍ଗିରରେ ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଓ ଡେଙ୍ଗୁ ନିରାକରଣ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜିଲ୍ଲାସ୍ତରୀୟ ସମନ୍ଵିତ ସର୍ବେକ୍ଷଣ ଅଭିଯାନ ଏବଂ ଡେଙ୍ଗୁ ନିରାକରଣ ବୈଠକ ଜିଲ୍ଲାପାଳ ତଥା ଜିଲ୍ଲା ମାଜିଷ୍ଟ୍ରେଟ୍‌ ଗୌରବ ଶିବାଜୀ ଇସଲୱାରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଛି । ପ୍ରତି ଶନିବାର ଜିଲ୍ଲାର ସମସ୍ତ ସରକାରୀ ତଥା ବେସରକାରୀ ଅନୁଷ୍ଠାନ ପାଳନ
Read More...

ଟ୍ରାକ୍ଟର ଫାଇନାନ୍ସ କରିଦେବା ନାଁରେ ଠକେଇ : ଗିରଫ କଲା ବଲାଙ୍ଗିର ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଟ୍ରାକ୍ଟର ଫାଇନାନ୍ସ କରାଇ ଲିଜ୍‌ରେ ନେବା ବାହାନାରେ ଲୋକଙ୍କୁ ଠକି ଟ୍ରାକ୍ଟର ନେଇ ରାଜ୍ୟ ବାହାରକୁ ପଳାଉଥିଲେ । ଶେଷରେ ବାନ୍ଧିଲା ପୁଲିସ । ଆଜି ଅପରାହ୍ନ ୩ଟା ସମୟରେ ସାମ୍ବାଦିକ ସମ୍ମିଳନୀ କରି ଏହାର ସୂଚନା ଦେଇଛନ୍ତି ବଲାଙ୍ଗିର ଏସ୍‌ଡିପିଓ ପ୍ରଦୀପ
Read More...

ଉତ୍କଳମଣିଙ୍କ ଶ୍ରାଦ୍ଧୋତ୍ସବରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସମାଜସେବାର ମୃର୍ତ୍ତିମନ୍ତ ପ୍ରତିକ ପୁଣ୍ୟାତ୍ମା ଉତ୍କଳମଣି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ୯୬ତମ ଶ୍ରାଦ୍ଧୋତ୍ସବ ସପ୍ତାହ ଅବସରରେ ‘ସମାଜ’ ବଲାଙ୍ଗିର ସଂସ୍କରଣ ପକ୍ଷରୁ ଆୟୋଜିତ ରକ୍ତଦାନ ଶିବିରରେ ୫୧ ୟୁନିଟ୍‌ ରକ୍ତ ସଂଗ୍ରହ ହୋଇଛି । ବଲାଙ୍ଗିର ବିଧାୟକ
Read More...

ଲୋକଙ୍କ ନିକଟତର ହୋଇ କାମ କରିବାକୁ ନିର୍ଦ୍ଦେଶ ଦେଲେ ବିଧାୟକ କଳିକେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନ ୧୧ଟା ସମୟରେ ବଲାଙ୍ଗିର ସର୍କିଟ ହାଉସ ଠାରେ ଏକ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓଙ୍କ ଅଧ୍ୟକ୍ଷତାରେ ଏହି ସମୀକ୍ଷା ବୈଠକ ବସିଥିଲା । ଏଥିରେ ବଲାଙ୍ଗିର ଜିଲ୍ଲା ପରିଷଦ ସଭାପତି ଦେବକୀ
Read More...

ଉପମୁଖ୍ୟମନ୍ତ୍ରୀଙ୍କୁ ସାମ୍ବାଦିକ ସଂଘ ତରଫରୁ ସମ୍ବର୍ଦ୍ଧନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସାମ୍ବାଦିକ ସଂଘ ତରଫରୁ ଓଡ଼ିଶାର ଉପମୁଖ୍ୟମନ୍ତ୍ରୀ ତଥା ପାଟଣାଗଡ଼ ବିଧାୟକ କନକ ବର୍ଦ୍ଧନ ସିଂହଦେଓଙ୍କୁ ଭବ୍ୟ ସ୍ଵାଗତ ସମ୍ବର୍ଦ୍ଧନା ପ୍ରଦାନ କରାଯାଇଛି । ଜିଲ୍ଲା ସାମ୍ବାଦିକ ସଂଘର ସଭାପତି ଶିବପ୍ରସାଦ ପରିଡ଼ାଙ୍କ ସଭାପତିତ୍ୱରେ ଆୟୋଜିତ
Read More...

ବଲାଙ୍ଗିର ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଡିଏଫ୍‌ଓଙ୍କ ସମ୍ମିଳନୀ କକ୍ଷଠାରେ ଓଡ଼ିଶା ସରକାରଙ୍କ ଉପମୁଖ୍ୟମନ୍ତ୍ରୀ କନକ ବର୍ଦ୍ଧନ ସିଂହଦେଓଙ୍କ ଅଧ୍ୟକ୍ଷତାରେ ସମୀକ୍ଷା ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାର ବିଭିନ୍ନ ବିଭାଗର ବିଭିନ୍ନ କାର୍ଯ୍ୟକ୍ରମ ଉପରେ ଉପମୁଖ୍ୟମନ୍ତ୍ରୀ ସମୀକ୍ଷା
Read More...

ଭିନ୍ନକ୍ଷମ ହିରୋ ସୁନାଙ୍କୁ ଆବାସ ଘର ସାତ ସପନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଲକ କୁଟାସିଂହା ପଂଚାୟତ ଡୁଙ୍ଗୁରିପାଲି ଗାଁର ବାସିନ୍ଦା ହିରୋ ସୁନା (୩୭) ଜନ୍ମରୁ ସେ ଭିନ୍ନକ୍ଷମ ଅଟନ୍ତି । ଡାହାଣ ଗୋଡ଼ ସରୁ ହୋଇ ବାମ ଗୋଡ଼ରୁ ଛୋଟ ଥିବାରୁ ଠିକ୍‌ରେ ଚାଲି ପାରନ୍ତି ନାହିଁ କି କୌଣସି କାମ ଧନ୍ଦା
Read More...