୨ ଜଣ ଠକଙ୍କୁ ଧରିଲା ସାଇବର ପୋଲିସ
ବଲାଙ୍ଗିର, (କେପିଏନ୍ଏସ୍) : ସାଇବର ଅପରାଧ ଦିନକୁ ଦିନ ବଢି ଚାଲିିଥିବା ବେଳେ ବଲାଙ୍ଗିର ପୋଲିସ ହାତରେ ଧରାପଡ଼ିଛନ୍ତି ୨ଜଣ ସାଇବର ଠକ । ସାଇବର ଅପରାଧୀ ମାନେ ନାନା ଉପାୟରେ ଲୋକଙ୍କୁ ଠକି ନେଉଛନ୍ତି । ଏମାନଙ୍କ ମଧ୍ୟରୁ କିଛି ଅପରାଧୀ ଖସିପଲାଉଥିବା ବେଳେ କିଛି ଧରାପଡୁଛନ୍ତି ।!-->…
Read More...
Read More...