ବଲାଙ୍ଗିର ସାଂସଦଙ୍କ ନୋମିନି ହେଲେ ଦିନେଶ ଶର୍ମା
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସାଂସଦ ସଂଗୀତା କୁମାରୀ ସିଂଦେଓଙ୍କ ନୋମିନି ହେଲେ ଦିନେଶ ଶର୍ମା । ଗତ ତା.୧୭.୦୭.୨୦୨୪ ଦିନ ଦିନେଶ ଶର୍ମାଙ୍କୁ ଦାୟିତ୍ୱ ଦେଇଥିଲେ ସାଂସଦ । ଆଜି ବଲାଙ୍ଗିର ଜିଲ୍ଲାପାଳ କାର୍ଯ୍ୟାଳୟରେ ଜିଲ୍ଲାପାଳଙ୍କୁ ଲିଖିତ ପତ୍ର ପ୍ରଦାନ କରିଥିଲେ । ୨୦୨୪!-->…
Read More...
Read More...