Browsing Tag

balangir news

ଉଡାନର ସ୍ୱାଗତ ସମାରୋହ – ୨୦୨୪ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ପିପି ଏକାଡେମୀଠାରେ ରୋଟାରୀ ଏଲିଟ ତରଫରୁ ନବମ ଛାତ୍ରୀଙ୍କ 'ଉଡାନ ସ୍ୱାଗତ ସମାରୋହ - ୨୦୨୪' ଅଗଷ୍ଟ ୦୧ ତାରିଖ ଦିନ ଆୟୋଜିତ ହୋଇଥିଲା । ଏହି ସଭାରେ ମୁଖ୍ୟଅତିଥି ଭାବରେ ପ୍ରଫେସର ମଧୁସୂଦନ ପତି ଯୋଗଦେଇ ଛାତ୍ରୀଙ୍କୁ ଚରିତ୍ର ନିର୍ମାଣର ଆବଶ୍ୟକତା
Read More...

ବିଲେଇସର୍ଡା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରବେଶ ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ବିଲେଇସର୍ଡା ରାଧାଶ୍ୟାମ ଆଞ୍ଚଳିକ ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ପ୍ରଥମ ବର୍ଷ ଛାତ୍ରଛାତ୍ରୀଙ୍କ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ବର୍ଷର ଛାତ୍ରଛାତ୍ରୀଙ୍କୁ ପୁଷ୍ପଗୁଚ୍ଛ, ଫୁଲ, ଚନ୍ଦନ ଦେଇ ଦ୍ୱିତୀୟ ବର୍ଷର
Read More...

ଆନନ୍ଦମୟ ଶିକ୍ଷା ଉପରେ ୱାଇ. ସି. ଡି. ଏ.ର ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦୁଇଦିନ ଧରି ଏକ ଶିକ୍ଷକ ପ୍ରଶିକ୍ଷଣ କାର୍ଯ୍ୟକ୍ରମ ୱାଇ. ସି. ଡି. ଏ. ଜିଲ୍ଲା ଶିକ୍ଷା କାର୍ଯ୍ୟାଳୟ ଓ ଡି. ଆଇ. ଇ. ଟି. ବଲାଙ୍ଗିରର ମିଳିତ ଆନୁକୁଲ୍ୟରେ ଡି. ଆଇ. ଇ. ଟି. ପରିସରରେ ଆୟୋଜିତ ହୋଇଯାଇଛି । ବଲାଙ୍ଗିର ଜିଲ୍ଲାର ବେଲପଡା ଓ ପୁଇଁନ୍ତଲା ବ୍ଲକର
Read More...

ଗୋପାଳଜୀ ମନ୍ଦିରରେ ପଶିଲା ବର୍ଷା ପାଣି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ଦୁଇଦିନ ହେଲା ବଲାଙ୍ଗିର ଜିଲ୍ଲାରେ ଲଗାଣ ବର୍ଷା ଜାରି ରହିଛି । ଗତକାଲି ରାତିରେ ତୁହାକୁ ତୁହା ବର୍ଷା ହେଉଥିବା ବେଳେ ବଲାଙ୍ଗିର ସହରର ବିଭିନ୍ନ ମନ୍ଦିର, ଦେବାଳୟରେ ପାଣି ପଶିଛି । ବଲାଙ୍ଗିର ସହରର ପୁରାତନ ଗୋପାଳଜୀ ମନ୍ଦିରରେ ପାଣି ପଶିଥିବା
Read More...

ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ପ୍ରବେଶ ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜରାସିଂହା ଉଚ୍ଚ ମାଧ୍ୟମିକ ବିଦ୍ୟାଳୟରେ ଯୁକ୍ତ ୨ ପ୍ରଥମ ବର୍ଷରେ ନାମ ଲେଖାଇଥିବା ଛାତ୍ରଛାତ୍ରୀଙ୍କୁ ଦିଗ୍‌ଦର୍ଶନ ପ୍ରଦାନ ସକାଶେ ଏକ ପ୍ରବେଶ ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରାଧ୍ୟାପକ ରଞ୍ଜନ କୁମାର ପାଣିଗ୍ରାହୀଙ୍କ ସଂଯୋଜନାରେ ଆୟୋଜିତ କାର୍ଯ୍ୟକ୍ରମରେ
Read More...

ଆଗଲପୁର ବାଂଜିପାଲି ଗାଁରେ ପ୍ରେମିକାକୁ କୀଟନାଶକ ପିଆଇଦେଲା ପ୍ରେମିକ

ବଲାଙ୍ଗିର/ଆଗଲପୁର, (ସୁଶୀଲ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲାରେ ପୁଣି ଚାଂଚଲ୍ୟ । ଜନ୍ମଦାତ୍ରୀ ମା’ର ଆଖି ଆଗରେ ଘଟିଗଲା ସବୁ ଘଟଣା । ତାଙ୍କ ଝିଅକୁ ଜୋର୍‌ ଜବର୍‌ଦସ୍ତ କୀଟନାଶକ ପିଆଇଦେଲା ଯୁବକ । ସଂସାର ଛାଡ଼ିଦେଲା ଝିଅ । ଏମିତି ଏକ ଅଭାବନୀୟ ଘଟଣା ଆଜି ଆଗଲପୁର ବ୍ଲକ୍‌ ତଥା ସାରା
Read More...

ଡେପୁଟି କଲେକ୍ଟରଙ୍କ ଅବସର ଗ୍ରହଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟରେ ଅବସ୍ଥାପିତ ଥିବା ଡେପୁଟି କଲେକ୍ଟର (ସାଧାରଣ ଓ ବିବିଧ) ସଚିଦାନନ୍ଦ ମିଶ୍ର ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତି । ଏହି ଅବସରରେ ଅପରାହ୍ନରେ ତାଙ୍କୁ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭାର ଆୟୋଜନ
Read More...

ଆର୍ନ୍ତଃଜାତୀୟ କରାଟେରେ ବଲାଙ୍ଗିର କରାଟେ ସ୍କୁଲର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଲକତା ନେତାଜୀ ଇନ୍‌ଡୋର ଷ୍ଟାଡିୟମରେ ଆୟୋଜିତ ଅଷ୍ଟମ ଆର୍ନ୍ତଃଜାତୀୟ କରାଟେ ପ୍ରତିଯୋଗିତା ଇଣ୍ଡିଆନ୍ସ ଚ୍ୟାଲେଞ୍ଜର କପ୍‌ରେ ବଲାଙ୍ଗିର କରାଟେକାମାନେ ୯ ଗୋଟି ସ୍ୱର୍ଣ୍ଣ, ୫ଟି ରୌପ୍ୟ ଓ ୪ଟି କାଂସ୍ୟ ସହ ମୋଟ୍‌ ୧୮ ପଦକ ଜିତିଛନ୍ତି । ଏହି ପ୍ରତିଯୋଗିତାକୁ
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବାଣିଜ୍ୟ ବିଭାଗର ଛାତ୍ରଛାତ୍ରୀଙ୍କୁ ନେଇ ବଜେଟ୍‌ ଉପରେ କର୍ମଶାଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟରେ ବାଣିଜ୍ୟ ବିଭାଗ ଆନଭକୂଲ୍ୟରେ ବିଭାଗ ପ୍ରମୁଖ ପ୍ରଫେସର କୌଶଲ୍ୟା କିଶନଙ୍କ ଆବାହନ କ୍ରମେ କେନ୍ଦ୍ରୀୟ ବଜେଟ୍‌ ଉପରେ ଏକ କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ଏଥିରେ ସ୍ନାତକୋତ୍ତର ଛାତ୍ରଛାତ୍ରୀ ବଜେଟ୍‌ ଉପରେ ଉପସ୍ଥାପନ କରିଥିଲେ
Read More...

୫ ଜଣ ଡକାୟତଙ୍କୁ ଧରିଲା ଦେଓଗାଁ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନାରୁ ମାତ୍ର ଦେଢ଼ କିଲୋମିଟର ଦୂରରେ ହୋଇଥିବା ଡକାୟତି ଘଟଣାରେ ପୁଲିସ ଦେଓଗାଁ ଥାନା ଅଞ୍ଚଳର ଚନ୍ଦନ ରଣା, କାହ୍ନ ସାହୁ, ରୋଶନ ସାହୁ ଏବଂ ସଦର ଥାନା ଅଞ୍ଚଳର ଆଲୋକ ନାଗ ବିନୋଦ ନାଗଙ୍କୁ ଗିରଫ କରି କୋର୍ଟ ଚାଲାଣ କରିଛି ।
Read More...