Browsing Tag

balangir news

ସହଯୋଗ ଫାଉଣ୍ଡେସନ୍‌ର ନୂତନ ପ୍ରକଳ୍ପ : ‘ଆପଣଙ୍କୁ ଯାହା ଦରକାର ନିଅନ୍ତୁ, ଆପଣଙ୍କ ପାଖରେ ଯାହା ଅଧିକ ରଖିଛନ୍ତି…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ପ୍ରମୁଖ ସାମାଜିକ ସଂଗଠନ ସହଯୋଗ ଫାଉଣ୍ଡେସନ୍ ଆଜି ଗୋଟିଏ ବିଶେଷ ପ୍ରକଳ୍ପ ଆରମ୍ଭ କରିଛି । ଏହି ପ୍ରକଳ୍ପ ଅଧିନରେ, ଚପଲ, ଜାମା, ସ୍କୁଲ୍ ବ୍ୟାଗ୍, ପୁସ୍ତକ, ଛତା ଓ ଶିଶୁମାନଙ୍କ ଖେଳନା ବାଣ୍ଟାଯାଇଛି । ଏହି ପ୍ରୟାସର ପ୍ରମୁଖ ଉଦ୍ଦେଶ୍ୟ ହେଉଛି
Read More...

ରୋଟାରୀ ଏଲିଟ୍‌ ଦ୍ୱାରା ଗ୍ରୀନ୍‌ ଡ୍ରିମ୍‌ : ମା’ଙ୍କ ନାଁରେ ଗୋଟିଏ ଗଛ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୪ ଫେବୃଆରୀ ଦିନ ସ୍ଥାନୀୟ ଏକାଡେମିକ ହାଇଟ୍ସ ବିଦ୍ୟାଳୟଠାରେ ରୋଟାରୀ ଏଲିଟ ତରଫରୁ ଗ୍ରୀନ୍‌ ଡ୍ରିମ୍‌ 'ମା'ଙ୍କ ନାଁରେ ଗୋଟିଏ ଗଛ' ସ୍ଲୋଗାନ ଦେଇ ବୃକ୍ଷରୋପଣ କାର୍ଯ୍ୟକ୍ରମ ଆୟୋଜିତ ହୋଇଛି । ଏହି କାର୍ଯ୍ୟକ୍ରମରେ ଅତିଥି ଭାବରେ ଫରେଷ୍ଟ ରେଞ୍ଜ ଅଫିସର ନବୀନ
Read More...

ବଲାଙ୍ଗିର ଜିଲ୍ଲା ପ୍ରଶାସନର ଯୋଜନା ଅଧିକାରୀ ନୁ ୟୁଟୁବର୍‌ ସଂଜୟ ଦୀପ ସାର୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନର ଜନେ ଅଧିକାରୀ ହଉଛନ୍‌ ସଂଜୟ କୁମାର ଦୀପ । ଜିଲ୍ଲାର ଉନ୍ନତିର ଲାଗି ସବୁ ବେଲେ ଚିନ୍ତା କରୁଛନ୍‌ ଦୀପ୍‌ ବାବୁ । ତଥାପି ଏତେ କବାର୍‌ କାମ୍‌ ଥି ଘିଚାଟନା ଜୀବନ ଭିତ୍‌ରେ ବି ସେ ଏଭର୍‌ ଛାତ୍ର ସମାଜ୍‌ ଲାଗି ପାଲ୍‌ଟିଛନ୍‌
Read More...

ବଲାଙ୍ଗିରରେ ସହଯୋଗ ଫାଉଣ୍ଡେସନ୍ ଦ୍ୱାରା ବିଶ୍ୱ ଶାନ୍ତି ପାଇଁ ଶିବ ଜଳାଭିଷେକର ଆୟୋଜନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର ଅଗ୍ରଣୀ ସାମାଜିକ ସଂସ୍ଥା, ସହଯୋଗ ଫାଉଣ୍ଡେସନ୍, ବଲାଙ୍ଗିରର ଖୁଝେନପାଲି ଅବସ୍ଥିତ ଧବଳେଶ୍ୱର ମନ୍ଦିରରେ ବିଶ୍ୱ ଶାନ୍ତି ପାଇଁ ଶିବ ଜଳାଭିଷେକର ଆୟୋଜନ କରିଥିଲେ । ଏହି କାର୍ଯ୍ୟକ୍ରମରେ ୫୦୦ରୁ ଅଧିକ ଭକ୍ତ ଜଳ ଚଢାଇ ଭଗବାନ୍ ଭୋଳେନାଥଙ୍କର
Read More...

ସଫେଇ କର୍ମଚାରୀଙ୍କ କାର୍ଯ୍ୟ ବନ୍ଦ ଆନ୍ଦୋଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପାଟଣେଶ୍ୱରୀ ରାଜ ମିସ୍ତ୍ରୀ ଏବଂ ନିର୍ମାଣ ଶ୍ରମିକ ସଂଘ ତରଫରୁ ସଭାପତି ମନୋଜ ଦୀପ ଓ ସମ୍ପାଦକ ଗୋବିନ୍ଦ ଚନ୍ଦ୍ର ଶତପଥୀଙ୍କ ନେତୃତ୍ୱରେ ମ୍ୟୁନ୍‌ସିପାଲଟି ସମସ୍ତ ସଫେଇ କର୍ମଚାରୀ ବର୍ଷ ବର୍ଷ ଧରି ଲୋକମାନଙ୍କ ଗାଳିଗୁଲଜ ଖାଇ ଓ ଖରା, ବର୍ଷା, ଶୀତଙ୍କୁ
Read More...

ଜେଏସ୍‌ଏମ୍‌ କମର୍ସ ଡିଗ୍ରୀ କଲେଜର ବି.କମ୍ ୨୦୨୧-୨୪ ଅନ୍ତିମ ବର୍ଷର ପରୀକ୍ଷା ପରିଣାମ ଘୋଷିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟର ସମ୍ବଦ୍ଧ ଜେଏସ୍‌ଏମ୍‌ କମର୍ସ ଡିଗ୍ରୀ କଲେଜର ବି.କମ୍ ୨୦୨୧-୨୪ ଅନ୍ତିମ ବର୍ଷର ପରୀକ୍ଷା ପରିଣାମ ଅନୁଷ୍ଠାନିକ ଭାବରେ ଘୋଷଣା କରାଯାଇଛି । ଅନେକ ସଂଖ୍ୟକ ଶିଷ୍ୟ ପରୀକ୍ଷା ଉତ୍ତୀର୍ଣ୍ଣ ହୋଇଛନ୍ତି, ଯାହା ଏକ ଉତ୍ସବମୁଖର
Read More...

ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନସଂରକ୍ଷକ ଅଧିକାରୀଙ୍କ ଅବସରକାଳୀନ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର କେନ୍ଦୁପତ୍ର ମଣ୍ଡଳର ମୁଖ୍ୟ ବନସଂରକ୍ଷକ ଅଧିକାରୀ ହର୍ଷବର୍ଦ୍ଧନ ଉଦ୍‌ଗାତା, ଭା.ବ.ସେ ତା. ୩୧.୦୭.୨୦୨୪ ଦିନ ସରକାରୀ ଚାକିରିରୁ ଅବସର ଗ୍ରହଣ କରିଛନ୍ତ । ଏହି ଅବସରରେ ଏକ ଅବସରକାଳୀନ ସମ୍ବର୍ଦ୍ଧନା ସଭା ବଲାଙ୍ଗିର ବନଖଣ୍ଡ କାର୍ଯ୍ୟାଳୟର
Read More...

ରାଜ୍ୟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବଲାଙ୍ଗିର ଶାଖାର ୨୧ତମ ତ୍ରିୟବାର୍ଷିକ ସାଧାରଣ ସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜ୍ୟ ପ୍ରାଣୀ ଚିକିତ୍ସା ବୈଷୟିକ କର୍ମଚାରୀ ସଂଘ ବଲାଙ୍ଗିର ଜିଲ୍ଲା ଶାଖାର ୨୧ତମ ତ୍ରିୟବାର୍ଷିକ ସାଧାରଣ ସଭା, ସାମ୍ବାଦିକ ଭବନ ବଲାଙ୍ଗିର ଠାରେ ଅନୁଷ୍ଠିତ ହୋଇଯାଇଛି । ବରିଷ୍ଠ ତଥା ଅବସରପ୍ରାପ୍ତ ସଭ୍ୟ ନରେନ୍ଦ୍ର କୁମାର ଆଚାର୍ଯ୍ୟଙ୍କ ସଭାପତିତ୍ୱରେ
Read More...

ରୋତ୍‌ କଲେଜରେ ବିଜ୍ଞାନ ବିଭାଗର ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତ୍‌ରେ ବିଜ୍ଞାନ ବିଭାଗ ତରଫରୁ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଆଇ. କେ. ଏ. ସି / ନାଗ ସହାୟତାରେ ଆୟୋଜିତ ଏହି ଆଲୋଚନା ଚକ୍ରରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର ସନ୍ତୋଷ
Read More...

‘ନୂଆଁଖାଇ’ ତିନ୍‌ ଦିନ୍‌ ଛୁଟି ଲାଗି ଦାବିପତ୍ର ଦେଲା ପରବାସି କୁଟୁମ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପଶ୍ଚିମ ଓଡ଼ିଶାର ଗଣପର୍ବ । ମାଁ ମାଏଟ୍‌ ଅସ୍ମିତାର ସାଙ୍ଗେ ଜୁଡ଼ିହେଇଥିବାର ଇ ତିହାର ଆମର୍‌ ଗୌରବ ଆର୍‌ ସ୍ୱାଭିମାନ ହେଇ ସାରିଛେ । ଜେ ଜାହିଁ ଥିଲେ ଯେତେ ଦୁରେ ଥିଲେ ଭି ଇ ଦିନେ ସଭେ ଗାଁ କେ ଫିରସନ୍‌ । ତିହାର୍‌ର ପ୍ରସ୍ତୁତି, ନୂଆଁଖାଇ ଆର୍‌
Read More...