Browsing Tag

balangir news

ବଲାଙ୍ଗିର ସହରରେ ପାକିସ୍ତାନୀ ମହିଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରରେ ପାକିସ୍ତାନ ମହିଳା । ୬୦ ବର୍ଷ ଆଗରୁ ଭାରତ ଆସିଥିଲେ ମହିଳା । ବଲାଙ୍ଗିରରେ ୩୫ ବର୍ଷ ଆଗରୁ ବାହା ହୋଇ ରହିଛନ୍ତି । କୋୖଣସି ନୋଟିସ ଆସିନଥିବା ବେଳେ ଆଜି ପର୍ଯ୍ୟନ୍ତ ଭାରତୀୟ ନାଗରିତ୍ୱ ପାଇଁ ଆବେଦନ କରିଆସୁଛନ୍ତି । ଏବେ ଚିନ୍ତାରେ…
Read More...

ପହଲଗାମ ଆକ୍ରମଣକୁ ନିନ୍ଦା ଓ ସାମୁହିକ ଦୀପଦାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଅଗ୍ରଣୀ ସ୍ୱେଚ୍ଛାସେବୀ ସଂଗଠନ ଆଦ୍ୟଶକ୍ତି ନାରୀ ସଂଗଠନ ତରଫରୁ କାଶ୍ମୀରର ପହଲଗାମଠାରେ ବର୍ବରୋଚିତ ଆକ୍ରମଣରେ ମୃତ୍ୟୁ ବରଣ କରିଥିବା ଆମର ଆତ୍ମାର ସତ୍‌ଗତି ନିମନ୍ତେ ଲକ୍ଷ୍ମୀନାରାୟଣ ମନ୍ଦିର ଠାରେ ସାମୁହିକ ଦୀପଦାନ ଓ ଦୁଇ ମିନିଟ ନିରବ…
Read More...

ଗେଟ୍ ସରୋବର ପଡାରେ ବରିଷ୍ଟ ନାଗରିକ ମାନଙ୍କ ପାଇଁ ମାଗଣା ସ୍ଵାସ୍ଥ୍ୟ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆୟୁଷ୍ମାନ ଆରୋଗ୍ୟ କେନ୍ଦ୍ର କନ୍ଧପାଲି ପଡା ଯାହା ରାଜେନ୍ଦ୍ର ଯୁବକ ସଂଘ ଦ୍ୱାରା ପରିଚାଳିତ ତରଫରୁ ଏକ ବରିଷ୍ଟ ନାଗରିକ ମାନଙ୍କ ପାଇଁ ସ୍ଵାସ୍ଥ୍ୟ ସେବା ଶିବିର ଗେଟ ସରୋବର ପଡା ବି ଆର ଆମ୍ବେଦକର କ୍ଲବ ଠାରେ ଅନୁଷ୍ଠିତ ହୋଇଯାଇଥିଲା । ଏହି ସ୍ୱାସ୍ଥ୍ୟ…
Read More...

ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘର କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ (ବଲାଙ୍ଗିର ଶାଖା) ର ସଭାପତି ଗୋବିନ୍ଦ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏକ ସାଧାରଣ ସଭା ଅନୁଷ୍ଠିତ ହୋଇଛି । ସଂଘର କାର୍ଯ୍ୟକଳା ସଂପୂର୍ଣ୍ଣ ହୋଇଥିବାରୁ ନୂତନ କର୍ମକର୍ତ୍ତା…
Read More...

ପହଲଗାମ ଆତଙ୍କବାଦର ଦୃଢ଼ କାର୍ଯ୍ୟନୁଷ୍ଠାନ ଦାବି କଲା ଏବିଭିପି

ବଲାଙ୍ଗିରରେ ପାକିସ୍ତାନ ମୁର୍ଦାବାଦର ନାରା ବଲାଙ୍ଗିର, (କେପିଏନ୍‌ଏସ୍‌) : ପହଲଗାମରେ ଆତଙ୍କବାଦୀ ନିରୀହ ପର୍ଯ୍ୟଟକଙ୍କୁ ଧାର୍ମିକ ଆଧାରରେ ଗୁଳି ମାରି ହତ୍ୟା କରିବା ଘଟଣାକୁ ନେଇ ଅଖିଳ ଭାରତୀୟ ବିଦ୍ୟାର୍ଥୀ ପରିଷଦ ବଲାଙ୍ଗିର ତରଫରୁ ଦୃଢ଼ ନିନ୍ଦା କରାଯାଇଛି । ଏଥିରେ ପ୍ରାଣ…
Read More...

ଅଧ୍ୟାପକଙ୍କ ଅକାଳ ବିୟୋଗରେ ନୀରବ ପ୍ରାର୍ଥନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସ୍ଥାନୀୟ ସରକାରୀ ମହାବିଦ୍ୟାଳୟଠାରେ ଦିବଂଗତ ଆତ୍ମା ପ୍ରତି ଦୁଇ ମିନିଟ ନୀରବ ପ୍ରାର୍ଥନା କରିଥିଲେ । ସୂଚନା ଯୋଗ୍ୟ ଯେ, ଯେ ଗତକାଲି ଗୁରୁବାର ରାତି ୧.୧୫ ମିନିଟରେ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରର ଇତିହାସ ବିଭାଗ ସହକାରୀ ପ୍ରାଧ୍ୟାପକ ଓ…
Read More...

ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ମିଶନ ଶକ୍ତି ଭବନରେ ଜିଲ୍ଲା ସମାଜ ମଙ୍ଗଳ ବିଭାଗ ତରଫରୁ ଜିଲ୍ଲା ସ୍ତରୀୟ ପୋଷଣ ପକ୍ଷ ୨୦୨୫ ପାଳନ କରାଯାଇଛି । ଏହି ଉତ୍ସବରେ ମୁଖ୍ୟ ଅତିଥି ଭାବରେ ଅତିରିକ୍ତ ଜିଲ୍ଲାପାଳ(ରାଜସ୍ୱ) ପବିତ୍ର ବେହେରା, ସମ୍ମାନିତ ଅତିଥି ଅତିରିକ୍ତ ଜିଲ୍ଲା…
Read More...

ଅଟୋ ଉପରେ ଗଛ ପଡି : ୨ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୁଇଁନ୍ତଳା ଥାନା କାସାବାହାଲ ଛକରେ ଏକ ଅଭାବନୀୟ ଘଟଣା ଘଟିଯାଇଛି । ଅଟୋ ଉପରେ ଗଛ ପଡି ୨ଜଣଙ୍କ ମୃତ୍ୟୁ ହୋଇଛି । ବର୍ତ୍ତମାନ ସୁଦ୍ଧା ମୃତକଙ୍କ ପରିଚୟ ମିଳିପାରିନାହିଁ । ସ୍ଥାନୀୟ ଲୋକେ ଏହା ଦେଖି ଅଗ୍ନିଶମ ବାହିନୀକୁ ଖବର ଦେଇଥିଲେ ।…
Read More...

କାଶ୍ମୀର ପହେଲଗାମ୍‌ ଠାରେ ସନ୍ତ୍ରାଶବାଦୀଙ୍କ ଦ୍ୱାରା ସହୀଦ ହୋଇଥିବା ମୃତକଙ୍କ ପାଇଁ ବ୍ରାହ୍ମଣ ସମାଜ ଦ୍ୱାରା…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ବ୍ରାହ୍ମଣ ସମାଜର ସଭାପତି ଗୋପବନ୍ଧୁ ପୁରୋହିତଙ୍କ ଅଧ୍ୟକ୍ଷତାରେ ଏକ ପ୍ରାର୍ଥନା ସଭା ଆୟୋଜନା କରାଯାଇଥିଲା । କାଶ୍ମୀରର ପହେଲଗାମ୍‌ ଠାରେ ସନ୍ତ୍ରାଶବାଦୀ ଦ୍ୱାରା ନିହତ ହୋଇଥିବା ବ୍ୟକ୍ତିମାନଙ୍କ ପାଇଁ ନୃସିଂହ…
Read More...

ପହଲଗାମରେ ନିରୀହ ହିନ୍ଦୁଙ୍କୁ ଆତଙ୍କବାଦୀମାନେ ହତ୍ୟା କରିଥିବା ହେତୁ ପୂର୍ବତନ ସୈନିକ ସଙ୍ଘର ନିନ୍ଦା

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୨.୦୪.୨୦୨୫ରେ ପହଲଗାମ ଠାରେ ନିରୀହ ହିନ୍ଦୁ ପର୍ଯ୍ୟଟକଙ୍କୁ ନିର୍ମମ ଭାବରେ ହତ୍ୟା କରିଛନ୍ତି । ଯାହାକୁ ସର୍ବଭାରତୀୟ ସ୍ତରରେ ନିନ୍ଦା କରାଯାଇଛି । ଜମ୍ମୁ ଓ କାଶ୍ମୀର ଭାରତବର୍ଷର ଭୂସ୍ୱର୍ଗ ହେତୁ ଅନେକ ପର୍ଯ୍ୟଟକ ଦେଶବିଦେଶରୁ ଭ୍ରମଣ କରିବାକୁ ଯାଇଥାନ୍ତି…
Read More...