Browsing Tag

balangir news

ରିଜିଓନାଲ୍ ଲେଭେଲ୍ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨ ଦିନ ଧରି ଏକ ରିଜିଓନାଲ୍ ଲେଭେଲ୍ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ଗୋଲ ଟେବୁଲ୍ ବୈଠକଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ୍, ଶିଶୁ ମଙ୍ଗଳ କମିଟି ଓ ୱା. ସି. ଡି. ଏ.ର ମିଳିତ ଆନୁକୂଲ୍ୟରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ କାର୍ଯ୍ୟକ୍ରମରେ ୫ଟି
Read More...

ଜିଲ୍ଲା ବ୍ରାହ୍ମଣ ମହାସଭା ତରଫରୁ ସାମୁହିକ ତିଳ ତର୍ପଣ ଉତ୍ସବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଅଶ୍ୱିନୀ କୃଷ୍ଣପକ୍ଷ ଦଶମୀ ତିଥିରେ ଜିଲ୍ଲା ବ୍ରାହ୍ମଣ ମହାସଭା ବଲାଙ୍ଗିର ତରଫରୁ ବୈଦିକ ରୀତି ଅନୁଯାୟୀ ସ୍ଥାନୀୟ ଶ୍ରୀନୃସିଂହ ମନ୍ଦିର ପ୍ରାଙ୍ଗଣରେ ତିଳ ତର୍ପଣ କରି ପିତୃ ପୁରୁଷଙ୍କୁ ପୂଜାବିଧି କରାଯାଇଥିଲା ଏହି ସାମୁହିକ ତିଳ ତର୍ପଣ ପୂଜାବିଧିରେ
Read More...

ରିଜିଓନାଲ ଲେଭେଲ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ୨ ଦିନ ଧରି ଏକ ରିଜିଓନାଲ ଲେଭେଲ ଗୋଲ ଟେବୁଲ ବୈଠକ ଅନୁଷ୍ଠିତ ହୋଇଯାଇଅଛି । ଉକ୍ତ ଗୋଲ ଟେବୁଲ ବୈଠକଟି ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ, ଶିଶୁ ମଙ୍ଗଳ କମିଟି ଓ ୱାସିଡିଏର ମିଳିତ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିଲା । ଉକ୍ତ କାର୍ଯ୍ୟକ୍ରମରେ ୫ଟି ଜିଲ୍ଲାରୁ
Read More...

ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ଉଚ୍ଚ ବାଳିକା ବିଦ୍ୟାଳୟ ଠାରେ ଜିଲ୍ଲାସ୍ତରୀୟ ବିଜ୍ଞାନ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ଏଥିରେ ୧୪ଟି ବ୍ଲକରୁ ୧୪ ଜଣ ଛାତ୍ରଛାତ୍ରୀ ଅଂଶଗ୍ରହଣ କରି ଚଳିତ ବର୍ଷର ମୁଖ୍ୟ ବିଷୟ “କୃତ୍ରିମ ବୁଦ୍ଧିମତା : ସମ୍ଭାବନା ଓ ଉଦ୍‌ବେଗ” ବିଷୟରେ
Read More...

ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘର ପୂର୍ଣ୍ଣ ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସିଟିଜନ ଫୋରମ୍‌ ପାଟଣାଗଡ ଦେଇଥିବା ଚିଠି ନଂ.୧୦୧ ତାରିଖ ୦୨.୦୯.୨୦୨୪ ଅନୁସାରେ ବଲାଙ୍ଗିର ଜିଲ୍ଲା ରେଳ ଉପଭୋକ୍ତା ସଂଘ ବଲାଙ୍ଗିରରୁ ନୂଆପଡା ରେଳପଥର କାର୍ଯ୍ୟକୁ ତ୍ୱରାନ୍ୱିତ କରିବା ପାଇଁ ଯେଉଁ ପଦକ୍ଷେପ ନେଇଛନ୍ତି ତାହାକୁ ପୂର୍ଣ୍ଣ ସମର୍ଥନ ଦେଇଛି । ଗତ
Read More...

ଜନ ଆରୋଗ୍ୟ ସମିତି ଶାସ୍ତ୍ରୀ ନଗରର ବାର୍ଷିକ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସନ୍ଧ୍ୟା ୬ଟା ସମୟରେ ଜିଲ୍ଲା ଆୟୁଷ୍ମାନ ଆରୋଗ୍ୟ ମନ୍ଦିର (ସହରାଞ୍ଚଳ ସ୍ୱାସ୍ଥ୍ୟ କେନ୍ଦ୍ର, ଶାସ୍ତ୍ରୀ ନଗର) ପରିସର ମଧ୍ୟରେ ସ୍ୱାସ୍ଥ୍ୟ କେନ୍ଦ୍ରର ବାର୍ଷିକ ବୈଠକ ବଲାଙ୍ଗିର ସହର ଅନ୍ତର୍ଗତ ପ୍ରତ୍ୟେକ ସରକାରୀ, ବେସରକାରୀ ବିଭାଗ ଯଥା, ପୂର୍ତ୍ତ ବିଭାଗ,
Read More...

କୋଶଳ କଳାମଣ୍ଡଳ ଉନ୍ନତିକରଣ ଏବଂ ମହାରାଜ ରାଜେନ୍ଦ୍ର ନାରାୟଣଙ୍କ ପ୍ରତିମୁର୍ତ୍ତି ଦାବି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେବାଳୟ ଏବଂ ଐତିହ୍ୟ ସୁରକ୍ଷା କମିଟି ୮ ଦଫା ଦାବି ନେଇ ଜିଲ୍ଲାପାଳଙ୍କ ଅନୁପସ୍ଥିରେ ଅତିରିକ୍ତ ଜିଲ୍ଲାପାଳ ବିଜୟାନନ୍ଦ ସେଠିଙ୍କୁ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରଦାନ କରିଛନ୍ତି । କୋଶଲ କଳାମଣ୍ଡଳ ବଲାଙ୍ଗିର ଦେଶ ସ୍ୱାଧିନ ହେବା ପୂର୍ବରୁ
Read More...

ଜାତୀୟସ୍ତରୀୟ ବିଜ୍ଞାନ ପ୍ରଦର୍ଶନୀରେ ଭାଗ ନେଇଥିବା ଛାତ୍ର ପାଇଁ ସମ୍ବର୍ଦ୍ଧନା ସଭା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁନ୍ତଲା ବ୍ଲକ ଅନ୍ତର୍ଗତ ଗୌନ୍ତିଆ ବୁଢା ବିଦ୍ୟାପୀଠ, ପଥର୍ଲା ଠାରେ ଏକ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଏହି ସଭାରେ ସର୍ବ ଭାରତୀୟ ସ୍ତରର ଇନ୍ସପାୟାରମାନକ ଦ୍ୱାରା ଆୟୋଜିତ ଏନ୍‌ଏଲ୍‌ଇପିସି ୨୦୨୪କୁ ଭାଗ ନେବା ପାଇଁ ଦିଲ୍ଲୀ ଯାଇଥିବା ଛାତ୍ର
Read More...

ସାମ୍ବାଦିକ ସମ୍ମିଳନୀରେ ଗର୍ଜିଲେ ନରସିଂହ : ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା ଓଡିଶାକୁ ୨ ଭାଗ କରିପାରେ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସାମ୍ବାଦିକ ସମ୍ମିଳନୀରେ ଗର୍ଜିଛନ୍ତି ନରସିଂହ । ପଶ୍ଚିମ ଓଡିଶାକୁ କ୍ରମାଗତ ଅବହେଳା ଓଡିଶାକୁ ୨ ଭାଗ କରିପାରେ । ଗଡଜାତ ମିଶ୍ରଣ ସମୟରେ ସର୍ତ୍ତ ଥିଲା ଗଡଜାତ ଅଂଚଳ ଯେତେ ସୁବିଧା ପାଉଛି ସେ ସବୁ ସୁବିଧା ମିଶ୍ରଣ ପରେ ମଧ୍ୟ ବଳବତ୍ତର ରହିବ କିନ୍ତୁ
Read More...

ବଲାଙ୍ଗିର ଦିନ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଦିନ ଆୟୋଜକ କମିଟିର ଅଧ୍ୟକ୍ଷ ଗୋପାଲଜୀ ପାଣିଗ୍ରାହୀଙ୍କ ଅଧ୍ୟକ୍ଷତାରେ ସ୍ଥାନୀୟ ହୋଟେଲରେ ବଲାଙ୍ଗିର ଦିନ ପାଳନ ପାଇଁ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ନଭେମ୍ବର ୧ ବଲାଙ୍ଗିର ଦିନ ସବୁ ବର୍ଷ ପରି ଏହି ବର୍ଷ ମଧ୍ୟ ପାଳନ ପାଇଁ
Read More...