Browsing Tag

balangir news

ବଲାଙ୍ଗିର ପବ୍ଲିକ୍ ସ୍କୁଲରେ ୪୦ତମ ବାର୍ଷିକ କ୍ରୀଡ଼ା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପବ୍ଲିକ୍ ସ୍କୁଲର ୪୦ତମ ବାର୍ଷିକ କ୍ରୀଡା ଗତ ତା ୧୯/୧୧/୨୦୨୪ ଓ ତା ୨୦/୧୧/୨୪ ଦୁଇଦିନ ଧରି ବିଦ୍ୟାଳୟ ପରିସରରେ ଅନୁଷ୍ଠିତ ହୋଇଯାଇଛି । ପ୍ରଥମ ଦିନରେ ଛାତ୍ରଛାତ୍ରୀମାନେ ମାଁ ସମଲେଶ୍ଵରୀ ମନ୍ଦିରରୁ ମଶାଲ ଶୋଭାଯାତ୍ରାରେ ଆସିଥିଲେ । ବିଦ୍ୟାଳୟ
Read More...

କ୍ରୀଡା ସଂସଦ ବଲାଙ୍ଗିରର ବାର୍ଷିକ କ୍ରୀଡା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜିଲ୍ଲା କ୍ରିଡା ସଂସଦ ବଲାଙ୍ଗିର ଆନୁକୂଲ୍ୟରେ ଆସନ୍ତା ତା.୧୮ ଓ ୧୯ ଡିସେମ୍ବର ଦୁଇ ଦିନ ଧରି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମରେ ଜିଲ୍ଲା ସ୍ତରୀୟ ବାର୍ଷିକ କ୍ରୀଡା ଅନୁଷ୍ଠିତ ହେବ ବୋଲି ସଂସଦ ସୁତ୍ରରୁ ଜଣାପଡିଛି । ଏଥିରେ ଅଂଶଗ୍ରହଣ ସକାଶେ ଜିଲ୍ଲାର ଆଶାୟୀ
Read More...

ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଟାଉନ ବାଳିକା ଉଚ୍ଚ ବିଦ୍ୟାଳୟ ଠାରେ ରାଷ୍ଟ୍ରୀୟ ଆବିଷ୍କାର ଅଭିଯାନ ପକ୍ଷରୁ ବ୍ଲକସ୍ତରୀୟ ବାଲ ବୈଜ୍ଞାନିକ ପ୍ରଦର୍ଶନୀ ଓ ବିଜ୍ଞାନ ମେଳା ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶି
Read More...

ବିପୁଳ ପରିମାଣର ଖଇର କାଠ ଜବତ : ଟ୍ରକ୍‌ ଛାଡି ଡ୍ରାଇଭର ଫେରାର

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଇଁତଲା ନିକଟରୁ ବିଳମ୍ବିତ ରାତିରେ ବିପୁଳ ପରିମାଣରେ ଖଇର କାଠ ଜବତ କରିଛି ସଇଁତଲା ପୋଲିସ । ଏକ ନମ୍ବର ବିହୀନ ଟ୍ରକ୍‌ରେ ଏସବୁ କାଠ ଚୋରା ଚାଲାଣ ହେଉ ଥିବା ଜଣାପଡିଛି । ସଇଁତଲା ରେଳ ଷ୍ଟେସନରୁ ଜାତୀୟ ରାଜପଥ-୨୬କୁ ସଂଯୋଗ କରୁଥିବା
Read More...

ରାଜ୍ୟ ଉପକନିଷ୍ଠ କରାଟେ ପ୍ରତିଯୋଗିତାରେ ବଲାଙ୍ଗିରକୁ ମିଳିଲା ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭୁବନେଶ୍ୱର ସ୍ଥିତ ଉକ୍ରଳ କରାଟେ ସ୍କୁଲ ଠାରେ ରବିବାର ଦିନ ୩୬ତମ ରାଜ୍ୟ ଉପ କନିଷ୍ଟ କରାଟେ ପ୍ରତିଯୋଗିତା ଉଦ୍‌ଯାପିତ ହୋଇଯାଇଛି । ୧୬ ଓ ୧୭ ତାରିଖ ୨ଦିନ ଧରି ଚାଲିଥିବା ଏହି ପ୍ରତିଯୋଗିତାରେ ୨୨ଟି ଜିଲ୍ଲାରୁ ସର୍ବମୋଟ ୫୮୪ ଜଣ ପ୍ରତିଯୋଗୀ ଭାଗ ନେଇଥିଲେ
Read More...

ରାଜ୍ୟସ୍ତରୀୟ କରାଟେରେ ଅସୀମ କରାଟେ ଏକାଡେମୀର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ନଭେମ୍ବର ତା. ୧୬ ଓ ୧୭ ରିଖ ୨ଦିନ ଧରି ୩୬ତମ ସବ୍‌ଜୁନିୟର ରାଜ୍ୟସ୍ତରୀୟ କରାଟେ ପ୍ରତିଯୋଗିତା ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଏଥିରେ ବଲାଙ୍ଗିର ଜିଲ୍ଲା କରାଟେ ଅର୍ଗାନାଇଜେସନର ସାଧାରଣ ସମ୍ପାଦକ ତଥା ରାଜ୍ୟ
Read More...

ଜିଲ୍ଲାସ୍ତରୀୟ କବାଡି ଖେଳାଳି ଚୟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆସନ୍ତା ୨୦.୧୧.୨୦୨୪ ଦିବା ଘ.୧୦ ରୁ ଘ.୧ ମଧ୍ୟରେ ସ୍ଥାନୀୟ ଟାଉନ ବାଳକ ଉଚ୍ଚ ବିଦ୍ୟାଳୟ ପରିସରରେ ବଲାଙ୍ଗିର ଜିଲ୍ଲାସ୍ତରୀୟ କବାଡି ପ୍ରତିଯୋଗିତା ପାଇଁ ଖେଳାଳି ଚୟନ କରାଯିବାକୁ ବ୍ୟବସ୍ଥା କରାଯିବ
Read More...

କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଜାଗରଣ ସମାପନ ସହ ଅଷ୍ଟପ୍ରହର ନାମଯଜ୍ଞ ଉଦ୍‌ଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ନିକଟସ୍ଥ ସଦାଇପାଲି ଗ୍ରାମରେ ଗତ ଏକ ବର୍ଷ ହେଲା ଉଭୟ କୃଷ୍ଣ ଓ ଶୁକ୍ଲପକ୍ଷ ଚତୁର୍ଦ୍ଦଶୀ ଦିନ ଜାଗରଣ ସହ ସୁଲୋଚନା ମିଶ୍ରଙ୍କ ନେତୃତ୍ୱରେ ଗ୍ରାମର ଭାଗବତ ଟୁଙ୍ଗୀରେ ଶତାଧିକ ମହିଳା ପୂଜା କରି ଆସୁଥିଲେ । ଏଥିରେ ଶାନ୍ତିପଡାର ପୁଜକ ମହାବୀର
Read More...

ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅନୁଗୁଳ, ବରଗଡ, ବଲାଙ୍ଗିର, ଢେଙ୍କାନାଳ, ଦେବଗଡ, ଝାରସୁଗୁଡା, କେନ୍ଦୁଝର, ସମ୍ବଲପୁର, ସୁବର୍ଣପୁର ଓ ସୁନ୍ଦରଗଡ ଜିଲ୍ଲାର ଯୋଗ୍ୟ ପ୍ରାର୍ଥୀଙ୍କ ନିମନ୍ତେ ଅଗ୍ନିପଥ ଯୋଜନା ମାଧ୍ୟମରେ ଆର୍ମି ନିଯୁକ୍ତି ରାଲି ଅନୁଷ୍ଠିତ ହେବ । ଏହି ଆର୍ମି ନିଯୁକ୍ତି ରାଲି
Read More...

ତୁଳସୀନଗର ଦୁର୍ଗାପୂଜା କମିଟିର ବନ୍ଧୁ ମିଳନ ପର୍ବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ତୁଳସୀନଗର ଦୁର୍ଗାପୂଜା କମିଟିର ଏକ ବନ୍ଧୁ ମିଳନ ପର୍ବ ଗତ କାଲି ବଲାଙ୍ଗିର ସହର ଉପକଣ୍ଠ କଦଳୀମୁଣ୍ଡ ନର୍ସରୀରେ ଆୟୋଜିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଲିକେଶ ନାରାୟଣ ସିଂଦେଓ କମିଟି ସଦସ୍ୟମାନଙ୍କ ସହିତ ଯୋଗଦେଇ କିଛି ସମୟ ଅତିବାହିତ
Read More...