Browsing Tag

balangir news

ସହଯୋଗ ଫାଉଣ୍ଡେସନ୍‌ ତତ୍ତ୍ୱାବଧାନରେ ନେତ୍ର ଦାନ କଲେ ଧର୍ମପରାୟଣ ମହିଳା

ବଲାଙ୍ଗିର, (କେପିଏନ୍‌ଏ୍‌ସ୍‌) : ସହଯୋଗ ଫାଉଣ୍ଡେସନ୍‌ର ତତ୍ତ୍ୱାବଧାନରେ ସୋନପୁର ଜିଲ୍ଲା ନିମ୍ନା ଗ୍ରାମର ବାସିନ୍ଦା ସୁରେଖା ଦାଶ (୯୦)ଙ୍କ ମୃତ୍ୟୁ ପରେ ନେତ୍ର ଦାନ କଲେ । ପ୍ରକାଶ ଥାଉକି, ଜୀବନ ଥିଲା ସମୟରେ ସହଯୋଗ ଫାଉଣ୍ଡେସନ୍‌ର ସଭ୍ୟମାନେ ଧର୍ମପରାୟଣ ମହିଳା ସୁରେଖା ଦାଶ ପାଖକୁ ଯାଇ
Read More...

କୁଚ ବେହେରା ଟ୍ରଫି : ଓଡିଶା ବନାମ ବରୋଡା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବଲାଙ୍ଗିର ଗାନ୍ଧୀ ଷ୍ଟାଡିୟମ ଠାରେ ଚାଲିଥିବା କୁଚ ବେହେରା ଟ୍ରଫିର ତୃତୀୟ ଦିବସରେ ଓଡିଶା ଦଳ କାଲିର ଅସମାପ୍ତ ଖେଳ ୧୭୨/୫ରୁ ଆରମ୍ଭ କରି ସମୁଦାୟ ୨୦୨ ରନ୍‌ ସଂଗ୍ରହ କରି ଅଲ୍‌ ଆଉଟ୍‌ ହୋଇଯାଇଥିଲେ । ଫଳରେ ଓଡିଶା ଫଲୋଅନ୍‌ର ସମ୍ମୁଖିନ ହୋଇଥିଲା
Read More...

ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରସମାଲ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ଷଷ୍ଠ କ୍ଲଷ୍ଟର ସ୍ତରୀୟ ବୈଠକ ପ୍ରଧାନ ଶିକ୍ଷକ ହୋଲିଶ୍ୱର ଧରୁଆଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ବଡବନ୍ଧ କ୍ଲଷ୍ଟରର ସମସ୍ତ ପ୍ରଧାନ ଶିକ୍ଷକ ଏବଂ ଏଫ୍‌ଏଲ୍‌ଏନ୍‌ ଶିକ୍ଷକ ଯୋଗ ଦେଇଥିଲେ ।
Read More...

ଏକଡା ଏକଡା ରାର ଗୀତିକାର ବ୍ୟାସଦେବ ପୁରୋହିତଙ୍କୁ ବିଧାୟକ କଳିକେଶ ସିଂହଦେଓଙ୍କ ଦ୍ୱାରା ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଂଜ୍ୟୋତ କଳା କେନ୍ଦ୍ର ୫ମ ବାର୍ଷିକ ଉତ୍ସବ ବଲାଙ୍ଗିର କଦଳିମୁଣ୍ଡା ନର୍ସରୀ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ବଲାଙ୍ଗିର ବିଧାୟକ କଳିକେଶ ନାରାୟଣ ସିଂହଦେଓ ଯୋଗଦେଇ ବରିଷ୍ଠ କଳାକାର ବ୍ୟାସଦେବ ପୁରୋହିତଙ୍କୁ ସମ୍ବର୍ଦ୍ଧନା ପ୍ରଦାନ କରିଥିଲେ । ସଂଜ୍ୟୋତ
Read More...

ବାରପୁଡୁଗିଆ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସଦର ବ୍ଲକ ଅନ୍ତର୍ଗତ ବାରପୁଡୁଗିଆ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ୨୦ତମ ଏସ୍‌ଏସ୍‌ପି କପ୍‌ ଫୁଟବଲ୍‌ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ମୁଖ୍ୟ ଅତିଥି ସରପଂଚ ଜନ୍ମଜୟ ମେହେର ଉଦ୍‌ଘାଟିତ କରିଥିଲେ । ଏହି ଟୁର୍ଣ୍ଣାମେଣ୍ଟରେ ସାରସପିଟା, ଜନକପୁର,
Read More...

କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୋଶଲି ଭାଷାର ଏକ ଅନନ୍ୟ ପତ୍ରିକା ‘ମୁହୁରି’ ପ୍ରକାଶନ ପାଇଁ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦ, ବଲାଙ୍ଗିରର ଏକ ବୈଠକ ଇତି ମଧ୍ୟରେ ଅନୁଷ୍ଠିତ ହୋଇଛି । ଡ. ସନ୍ତୋଷ କୁମାର ରଥଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ବୈଠକରେ ପରିଚାଳନା ସଂପାଦକ ମଧୁସୁଦନ
Read More...

ବଲାଙ୍ଗିର ଜେଏସ୍ଏମ୍ କଲେଜର ନବମ ପ୍ରତିଷ୍ଠା ଦିବସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଜେଏସ୍ଏମ୍ ବାଣିଜ୍ୟ, କଳା ଓ ବିଜ୍‌ଜ୍ଞାନ କଲେଜର ନବମ ପ୍ରତିଷ୍ଠା ଦିବସ କଲେଜ ପରିସରରେ ଅନୁଷ୍ଠିତ ହୋଇଯାଇଛି । କଲେଜର ପ୍ରାଧ୍ୟାପିକା ମନସ୍ମିତା ମିଶ୍ରଙ୍କ ସଭାପତିତ୍ୱରେ ଆୟୋଜିତ ଏହି ସଭାରେ ବରେଣ୍ୟ ଅତିଥି ଭାବରେ ଟିଟିଲାଗଡ଼ ଡି.ଏ.ଭି କଲେଜର ପୂର୍ବତନ
Read More...

ମହିମୁଣ୍ଡା ଠାରେ ପତାଙ୍ଗୀ ୨୦୨୪ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ପୁଇଁତଲା ବ୍ଲକର ମହିମୁଣ୍ଡା ଷ୍ଟାଡିୟମ୍‌ ଠାରେ ୱାସିଡିଏ ଦ୍ୱାରା ଶିଶୁ ମହୋତ୍ସବ ପତାଙ୍ଗୀ ୨୦୨୪ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉତ୍ସବର ଉଦ୍‌ଘାଟନ ପର୍ବରେ ପୁଇଁତଲା, ଶିଶୁ ମଙ୍ଗଳ ସମିତି ମେମ୍ବର ଲିନା ବାବୁ, ମହୀମୁଣ୍ଡା
Read More...

ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘ ତରଫରୁ ଜିଲ୍ଲାପାଳ ଅଫିସ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନିଖିଳ ଓଡିଶା ଗ୍ରାମ ପଂଚାୟତ ଶ୍ରମିକ ସଂଘ ତରଫରୁ ବଲାଙ୍ଗିର ଜିଲ୍ଲାପାଳ ଅଫିସ ଘେରାଓ କରାଯାଇଥିଲା । ଏଥିରେ ବିଦୁର କୁମ୍ଭାରଙ୍କ ନେତୃତ୍ୱରେ ଜିଲ୍ଲାର ସମସ୍ତ ଗ୍ରାମ ପଂଚାୟତରେ କାର୍ଯ୍ୟରତ ରାତ୍ରି ଜଗୁଆଳି ଓ ସୁଇପର୍‌ ଯୋଗ ଦେଇଥିଲେ । କୋଶଳ କଳା ମଣ୍ଡଳ
Read More...

ଗାନ୍ଧୀ ଷ୍ଟାଡିୟମ୍‌ ବଲାଙ୍ଗିରରେ ଓଡିଶା ବନାମ ବରୋଡା କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ୍‌ ଏସୋସିଏସନ୍‌ ଓ ଜିଲ୍ଲା କ୍ରୀଡା ସଂସଦ ବଲାଙ୍ଗିର ଆନୁକୁଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମ୍‌ରେ ଓଡିଶା ବନାମ ବରୋଡା କୁଚ୍‌ ବେହାର ଟ୍ରଫି କ୍ରିକେଟ୍‌ ମ୍ୟାଚ୍‌ ଉଦ୍‌ଘାଟିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବରେ ଓଡିଶାର
Read More...