Browsing Tag

balangir news

ରାଜ୍ୟ ଚଳଚ୍ଚିତ୍ର ପୁରସ୍କାର ପାଇଲା ‘ଶତ୍ରୁ’

ବଲାଙ୍ଗିର, (କେପିଏନ୍‌ଏସ୍‌) : ଏ.କେ.ଫିଲ୍ମସ୍‌ର ଓଡ଼ିଆ/କୋଶଲୀ ଚଳଚ୍ଚିତ୍ର ପୁରସ୍କାରରେ ଦୁଇଟି ବିଭାଗରେ ପୁରସ୍କାର ମିଳିଛି । ଏହା ବଲାଙ୍ଗିର ପାଇଁ ଗୌରବ ଆଣିଦେଇଛି । ଅଶୋକ ମିଶ୍ରଙ୍କ ପ୍ରଯୋଜିତ ଏହି ଫିଲ୍ମରେ ଅଶୋକ ମିଶ୍ର ଓ ହିମାଂଶୁ ଖମାରୀ ନିର୍ଦ୍ଦେଶନା ଦେଇଛନ୍ତି । ଏଥିରେ ଗୀତ
Read More...

ପରଖ ରାଷ୍ଟ୍ରୀୟ ସର୍ବେକ୍ଷଣ ସମୀକ୍ଷା ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ଡିସେମ୍ବର ମାସ ୪ ତାରିଖରେ ଅନୁଷ୍ଠିତ ହେବାକୁ ଥିବା ରାଷ୍ଟ୍ରୀୟ ପରଖ ସର୍ବେକ୍ଷଣ ୨୦୨୪ର ସମୀକ୍ଷା ବୈଠକ ସ୍ଥାନୀୟ ଜିଲ୍ଲା ଶିକ୍ଷା ଓ ପ୍ରଶିକ୍ଷଣ ପ୍ରତିଷ୍ଠାନର ସମ୍ମିଳନୀ କକ୍ଷରେ ଆୟୋଜିତ ହୋଇଥିଲା । ସର୍ବେକ୍ଷଣର ପୂର୍ବ ପ୍ରସ୍ତୁତି ସମୀକ୍ଷା
Read More...

କଟକରେ ବାଲିଯାତ୍ରା ଦିଲ୍ଲୀରେ ଓଡ଼ିଶା ଉତ୍ସବ କିନ୍ତୁ ବଲାଙ୍ଗିରରେ ଲୋକ ଉତ୍ସବ କେବେ ହେବ ?

ବଲାଙ୍ଗିର ଲୋକଉତ୍ସବ ଆୟୋଜନ ପାଇଁ ଦାବି ବଲାଙ୍ଗିର, (କେପିଏନ୍‌ଏସ୍‌) : କଳା,ସଂସ୍କୃତିର କେନ୍ଦ୍ର ହୋଇଥିବା ବଲାଙ୍ଗିର ଲୋକଉତ୍ସବ ଦିଲ୍ଲିରୁ ପଲ୍ଲୀ ପର୍ଯ୍ୟନ୍ତ କଳାକାରମାନଙ୍କର ଏକ ମହାକୁମ୍ଭ ସଦୃଶ ଅଟେ । ଓଡିଶାରେ ପ୍ରଥମ ୧୯୯୯ ମସିହାରେ ବଲାଙ୍ଗିରରେ ପ୍ରଥମ କରି ଲୋକଉତ୍ସବ ଆରମ୍ଭ
Read More...

ବଲାଙ୍ଗିର ଟିକ୍ରାପଡା ସ୍ଥିତ ବି.ଏସ ଫିଟନେସର ପ୍ରଥମ ବାର୍ଷିକଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବି.ଏସ ଫିଟନେସର ପ୍ରଥମ ବାର୍ଷିକ ଉତ୍ସବ ଗତ ୨୬/୧୧/୨୪ ଦିନ ସ୍ଥାନୀୟ ବି.ଏସ ଫିଟନେସ ପରିସରରେ ଅତି ଆନନ୍ଦ ଉତ୍ସାହରେ ପାଳିତ ହୋଇଯାଇଛି । ଉକ୍ତ ଉତ୍ସବରେ ବଲାଙ୍ଗିର ପୌରାଧ୍ୟକ୍ଷା ଲିକା ସାହୁ ମୁଖ୍ୟ ଅତିଥି ରୂପେ ଯୋଗଦାନ କରିଥିଲେ । ବି.ଏସ
Read More...

ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସମାରୋହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଶ୍ରମିକ ମଙ୍ଗଳ ଭବନଠାରେ ବିଙ୍ଗ ହ୍ୟୁମାନ ଫାଉଣ୍ଡେସନ ତରଫରୁ ସମ୍ବର୍ଦ୍ଧନା ସମାରୋହ ଅନୁଷ୍ଠିତ ହୋଇଯାଇଉି । ଦିଲ୍ଲୀଠାରେ ଆୟୋଜିତ ଓଡିଶା ପରବରେ ବଲାଙ୍ଗିରରୁ ନକୁଳ ଭୁଜା, ରବି ଚା ଦୋକାନ ଏବଂ କୋଶଳ ଫୋକ ଏକାଡେମୀର କର୍ମକର୍ତ୍ତାମାନେ ଅଂଶ ଗ୍ରହଣ
Read More...

ବାରପୁଡିଗିଆ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

ଫାଇନାଲରେ ସକମା ଦଳ ବିଜୟୀ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବାରପୁଡୁଗିଆ ସ୍ଥିତ ହାୱା ଗାର୍ଡେନ ଖେଳ ପଡିଆରେ ସିଦ୍ଧାଶ୍ରମ ସେବ ପ୍ରତିଷ୍ଠାନ ଦ୍ୱାରା ଆୟୋଜିତ ବାରପୁଡୁଗିଆ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ଖେଳରେ ସକମା ଦଳ ୨ - ୧ ଫଟକରାକୁ ହରାଇ ଚମ୍ପିୟାନ
Read More...

ସହେଯାଗ ଫାଉଣ୍ଡେସନ ଦ୍ୱାରାଏକ ନିଆରା କାର୍ଯ୍ୟକ୍ରମ

ମରୋଣପରାନ୍ତ ନେତ୍ରଦାନ କରିବେ ୫୩ ଜଣ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସହେଯାଗ ଫାଉଣ୍ଡେସନର ଏକ କାର୍ଯ୍ୟକ୍ରମରେ ସଂଘର ୫୩ ଜଣ ସଦସ୍ୟ ମରୋଣପାଣାନ୍ତ ଚକ୍ଷୁଦାନ କରିବାକୁ ପ୍ରତିଜ୍ଞା କରିଛନ୍ତି । ଯାହା ସମାଜକୁ ମହାନ ବାର୍ତ୍ତା ଦେବା ସହ ଆବଶ୍ୟକ ସ୍ଥଳେ ରୋଗୀଙ୍କ ଜୀବନରେ ନୂଆଁ ସୁରୁଜ
Read More...

୭୫ତମ ସମ୍ବିଧାନ ଦିବସ ପାଳିତ

ଆଇନଜୀବୀ ଅନନ୍ତ ପ୍ରସାଦ ଥନାପତି ଯୁଧିଷ୍ଟିର ମିଶ୍ର ମେମୋରିଆଲ ଏୱାଡରେ ସମ୍ମାନିତ ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଯୁଧିଷ୍ଟିର ମିଶ୍ର ଆଇନ ମହାବିଦ୍ୟାଳୟ ପରିଷରରେ ଆଜି ୭୫ତମ ସମ୍ବିଧାନ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ କେନ୍ଦ୍ର ସରକାରଙ୍କ ଇନଫୋର୍ସମେଟଂ ଡାଇରେକ୍ଟର
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନୃସିଂହ ମନ୍ଦିର ସଭାଗୃହରେ ସଂସ୍କୃତ ପରିଷଦ ବଲାଙ୍ଗିର ମାସିକ ଅଧିବେଶନ ସନ୍ଧ୍ୟା ଘ.୫ ସମୟରେ ସ୍ଥାୟୀ ସଭାପତିଙ୍କ ଅନୁପସ୍ଥିତି ଯୋଗୁଁ ଆଇନଜୀବୀ ଜୟରାମ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସଭାପତିଙ୍କ ନିର୍ଦ୍ଦେଶକ୍ରମେ କୋଷାଧ୍ୟକ୍ଷ
Read More...

ସରକାରୀ ଅର୍ଥ ଆତ୍ମସାତ ଅଭିଯୋଗରେ ଶିକ୍ଷକ ନିଲମ୍ବିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ସକମା ପଞ୍ଚାୟତ ଅନ୍ତର୍ଗତ କୁଟୁରାପାଲି ସରକାରୀ ପ୍ରାଥମିକ ବିଦ୍ୟାଳୟର ସହକାରୀ ଶିକ୍ଷକ ମହାଦେବ ବଡକା ସରକାରୀ ଅର୍ଥ ଆତ୍ମସାତ କରିଥିବା ଅଭିଯୋଗରେ ନିଲମ୍ବିତ ହୋଇଥିବା ଜଣାଯାଇଛି । ନିଲମ୍ବନ ସମୟ ମଧ୍ୟରେ ସେ ଲର୍କିପାଲି ସ୍ଥିତ
Read More...