Browsing Tag

balangir news

ଜଳସମ୍ପଦ ବିଭାଗ ତରଫରୁ ଚାଣ୍ଡାଲ ଡ୍ୟାମ ପରିଦର୍ଶନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ୍ ଅନ୍ତର୍ଗତ କୁଟାସିଂହା ପଞ୍ଚାୟତର ଡୁଙ୍ଗୁରିପାଲି ଗ୍ରାମ ଠାରେ ଅବସ୍ତିତ ଚାଣ୍ଡାଲ ଡ୍ୟାମ ଏକ ପ୍ରାକୃତିକ, ବଣ ପାହାଡ ଘେରା ସବୁଜିମାରେ ଭରପୂର ଅଛି । ଏହି ଡ୍ୟାମ ସାଲେଭଟା ଠାରୁ ୮ କିଲୋମିଟର ଦୂରରେ ଅଛି । ଏହି ଡ୍ୟାମର ଉନ୍ନତିକରଣ ଓ ଏହାକୁ
Read More...

ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବିଦ୍ୟୁତ ବିସ୍ଫୋରଣ : ଅଳ୍ପକେ ବର୍ତ୍ତିଲେ ରୋଗୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଭୀମଭୋଇ ମେଡିକାଲ କଲେଜ ହସ୍ପିଟାଲରେ ବିସ୍ଫୋରଣ । ବିସ୍ଫୋରଣ ଏତେ ଭୟଙ୍କର ଥିଲା ଯେ ପାଖାପାଖି ୨୪ ଘଣ୍ଟା ପର୍ଯ୍ୟନ୍ତ ପୁରା ହସ୍‌ପିଟାଲ ପରିସରରେ ବିଦ୍ୟୁତ ସରବରାହ ବନ୍ଦ ରହିଥିଲା । ଫଳରେ ରୋଗୀ ଓ ତାଙ୍କ ସମ୍ପର୍କୀୟ ଅଳ୍ପକେ ବର୍ତ୍ତି ଯାଇଥିବା ବେଳେ
Read More...

ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଲୁଟେରାଙ୍କ ଲୁଟ୍‌ର ଶିକାର ହେଲେ ପିଇଟି ଶିକ୍ଷକ । ଖାଲି ଲୁଟ୍‌ର ଶିକାର ନୁହେଁ ଲୁଟ୍‌ ବାହାନାରେ ଆକ୍ରମଣର ଶିକାର ମଧ୍ୟ ହୋଇଛନ୍ତି ପିଇଟି ଶିକ୍ଷକ । ଆକ୍ରମଣରେ ପିଇଟି ଶିକ୍ଷକଙ୍କ ଗୋଟିଏ ହାତ ଓ ଗୋଡ଼ ଛିଣ୍ଡିଯାଇଥିବା ଜଣାପଡିଛି । ଏଭଳି ଅମାନବୀୟ ଘଟଣା
Read More...

ପଥରଚେପା ପାର୍ବତୀଗିରି ବାଲ ନିକେତନକୁ ସତ୍ୟନାରାୟଣ ସେବା ସ୍ମୃତି ସମ୍ମାନ

ସମାଜ ପାଇଁ ଏକ ଆଦର୍ଶ ଥିଲେ ସ୍ୱର୍ଗତ ସତ୍ୟ ନାରାୟଣ ବେହେରା ବଲାଙ୍ଗିର, (କେପିଏନ୍‌ଏସ୍‌) : ଜଣେ ନିଆରା ବ୍ୟକ୍ତିତ୍ୱ ଥିଲେ ବଲାଙ୍ଗିରର ବରିଷ୍ଠ ସାମ୍ବାଦିକ, ଜିଲ୍ଲା ସାମ୍ବାଦିକ ସଂଘର ପ୍ରତିଷ୍ଠାତା ସଭାପତି, ମଞ୍ଚ ଓ ଚଳଚିତ୍ର ଅଭିନେତା, ସଂସ୍କୃତି ଗବେଷକ ତଥା ସାରସ୍ୱତ ସାଧକ
Read More...

ପତିତପାବନ ଏକାଡେମୀର ୬୧ତମ ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପତିତପାବନ ଏକାଡେମୀର ୬୧ତମ ବାର୍ଷିକ କ୍ରୀଡା ଉତ୍ସବ ଟାଉନ ବାଳକ ବିଦ୍ୟାଳୟର ଖେଳ ପଡିଆ ଠାରେ ତା. ୨୮/୧୧/୨୦୨୪ ରିଖ, ଗୁରୁବାର ଦିନ ଠାରୁ ୨୯/୧୧/୨୦୨୪ ଶୁକ୍ରବାର ଦୁଇ ଦିନ ଧରି ଅନୁଷ୍ଠିତ ହୋଇଯାଇଛି । ଏହି ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ମୁଖ୍ୟ ଅତିଥି ଭାବରେ
Read More...

ସେଞ୍ଚୁରିଅନ ବିଦ୍ୟାଳୟ (ଜେ. ଆଇ. ଟି.ଏମ) ପରିସରରେ ୨ ଦିନିଆ ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ୱାସ୍ଥ୍ୟ ହିଁ ସମ୍ପଦ । ଉତ୍ତମ ସ୍ୱାସ୍ଥ୍ୟ ଓ ସୁସ୍ଥ ମାନସିକ ଅବସ୍ଥା ପାଇଁ କ୍ରୀଡାର ପ୍ରମୁଖ ଭୂମିକା ରହିଛି । କ୍ରୀଡା ହିଁ ମଣିଷକୁ କ୍ରିୟାଶୀଳ ଓ ପ୍ରତିଯୋଗକ୍ଷମ କରାଇଥାଏ । କ୍ରୀଡାର ଏହି ମହତ୍ତ୍ୱ ଓ ଗୁରୁତ୍ତ୍ୱକୁ ଛାତ୍ରଛାତ୍ରୀଙ୍କ ଜୀବନରେ ପ୍ରୟୋଗ
Read More...

ଶିଶୁ ବିକାଶ କେନ୍ଦ୍ରର ବିବିଧ କାର୍ଯ୍ୟକ୍ରମ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଗ୍ରଣୀ ସ୍ୱେଚ୍ଛାସେବୀ ଅନୁଷ୍ଠାନ ଶିଶୁ ବିକାଶ କେନ୍ଦ୍ରର ୪୦ତମ ପ୍ରତିଷ୍ଠା ବର୍ଷ ଅବସରରେ ଖୁଜେନପାଲି ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ବିବିଧ କାର୍ଯ୍ୟକ୍ରମ ସଭାପତି ମଦନ ମୋହନ ରଥଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି । ଏହି
Read More...

କରାଟେ ପଦକ ବିଜେତାଙ୍କୁ ସମ୍ବର୍ଦ୍ଧିତ କଲେ ଏସ୍‌ପି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତ ୧୬ ଓ ୧୭ ତାରିଖରେ ଭୁବନେଶ୍ୱର ସ୍ଥିତ ଉତ୍କଳ କରାଟେ ସ୍କୁଲରେ ରାଜ୍ୟସ୍ତରୀୟ ସବ୍‌ ଜୁନିୟର କରାଟେ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛିଫ ଏଥିରେ ଅସୀମ କରାଟେ ଏକାଡେମୀର ଅଭିପ୍‌ସା ଦଲାଇ କୁମିତେ ବିଭାଗରେ ରୌପ୍ୟ ପଦକ ଓ ଦୀପିକା ଭୋଇ ବ୍ରୋଞ୍ଜ ପଦକ ହାସଲ
Read More...

‘ମୁହୁରି’ର ମହୁରତ ଓ ଉତ୍କୃଷ୍ଟ ଲେଖା ପାଇଁ ଆହ୍ୱାନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବହୁ ପ୍ରତିକ୍ଷୀତ କୋଶଲି ପତ୍ରିକା ‘ମୁହୁରି’ର କଲୁଆଁଫୁଟା ସଂଖ୍ୟା ପାଇଁ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୋଶଲି ସାହିତ୍ୟ ସଂସ୍କୃତି ବିକାଶ ପରିଷଦର ସାଧାରଣ ସଭା ଅନୁଷ୍ଠିତ ହୋଇଥିଲା । ପରିଷଦର ଅନୁମୋଦନ କ୍ରମେ ଏହାର
Read More...

ଅର୍ଥନୀତି ଅଧ୍ୟାପକ ଡଃ କବିରାଜ ଭୋଇ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଜଗନ୍ନାଥ ଡିଗ୍ରୀ କଲେଜ ସାହାଜବାହାଲର ଅର୍ଥନୀତି ଅଧ୍ୟାପକ କବିରାଜ ଭୋଇ, ତାଙ୍କର ସେବା, ଶିକ୍ଷା, ସାହିତ୍ୟ ଓ ଗ୍ରାମୀଣ ଅର୍ଥନୀତିରେ ଅବଦାନ ଯୋଗୁଁ ନିକଟରେ ଡଃ. ଏସ୍‌. ରାଧାକୃଷ୍ଣନ୍‌ ରିସାର୍ଚ୍ଚ ଏବଂ ଡବଲଭମେଣ୍ଟ ବେଙ୍ଗଲୁରୁ ଦ୍ୱାରା ମନୋନିତ ହୋଇ
Read More...