ଗନ୍ଧମାର୍ଦ୍ଦନ ସୁରକ୍ଷା ଦାବିରେ ଚାଲିଥିବା ଗଣଧାରଣାକୁ ଏଆଇଡିଏସଓ ଏବଂ ଏଆଇଡିୱାଓର ସମର୍ଥନ
ବଲାଙ୍ଗିର, (କେପିଏନ୍ଏସ୍) : ଗନ୍ଧମାର୍ଦ୍ଦନର ସ୍ଥାୟୀ ସୁରକ୍ଷା ଆଇନ ପ୍ରଣୟନ ଦାବିରେ ଗନ୍ଧମାର୍ଦ୍ଦନ ସୁରକ୍ଷା ଯୁବ ପରିଷଦ ପକ୍ଷରୁ ଗତ ନଭେମ୍ବର ୨୫ ତାରିଖରୁ ଗଣଧାରଣା ଚାଲିଛି । ଅଲ ଇଣ୍ଡିଆ ଡେମୋକ୍ରାଟିକ ସ୍ଟୁଡେଣ୍ଟ ଅର୍ଗାନାଇଜେସନ (ଏଆଇଡିଏସଓ) ବଲାଙ୍ଗିର ଜିଲ୍ଲା କମିଟି ପକ୍ଷରୁ!-->…
Read More...
Read More...