Browsing Tag

balangir news

ସଦାଇପାଲିରେ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଦିନ ସନ୍ଧ୍ୟା ଘ.୬ ସମୟରେ ସଦାଇପାଲି ନବଜ୍ୟୋତି କ୍ଲବ ଠାରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ କ୍ଲବର ସଭାପତି ବାସୁଦେବ ମୁଗ୍ରୀ ସଭାପତିତ୍ୱ କରିଥିଲେ ଓ ଅନ୍ୟାନ୍ୟ ବୈୟଜ୍ୟେଷ୍ଠ ତଥା ଅବସରପ୍ରାପ୍ତ ଜହନଲାଲ ମୁଗ୍ରୀ,…
Read More...

ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁନିତା ହୋତାଙ୍କ ପିତା ବସନ୍ତ ହୋତାଙ୍କ ୮୯ ବୟସ ରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ସୁନୀତା ହୋତାଙ୍କ ବାପା ବସନ୍ତ ହୋତା (୮୯)ଙ୍କ ପରଲୋକ ହୋଇଯାଇଛି । ବଲାଙ୍ଗିର ତୁଳସୀନଗର ପଡ଼ା ସ୍ଥିତ ଜ୍ୱାଇଁ ଡ଼ା ଗିରିଜା ଶଙ୍କର ଉଦଗାତା ଓ ଝିଅ ଡ଼ା ସୁନିତା ହୋତାଙ୍କ ବାସଭବନରେ…
Read More...

ନୂଆଁଖାଇରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ : ଲର୍କିପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ । ସାରା ପଶ୍ଚିମ ସଡ଼ିଶାୋ ନୂଆଖାଇ ସାରିବା ପରେ ଲର୍କିପାଲି ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ୧ ନଂ ୱାର୍ଡର କାଉନସିଲର ସସ୍ମିତା ନନ୍ଦ…
Read More...

ନୂଆଁଖାଇରେ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଧୁମଧାମରେ ନୂଆଁଖାଇ ଖାଇ ସାରିବା ପରେ ସହର ସ୍ଥିତ ମିଶନ ପଡ଼ିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ତାଲପାଲିପଡ଼ାର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ।…
Read More...

ନାରାୟଣ ପ୍ଲେ ସ୍କୁଲରେ ଗଣେଶ ପୂଜା ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହର ସ୍ଥିତ ପେଲେସ୍‌ଲାଇନ ନାରାୟଣ ପ୍ଲେ ସ୍କୁଲରେ ବଡ଼ ଧୁମ୍‌ଧାମ୍‌ରେ ଗଣେଶ ପୂଜା ପାଳିତ ହୋଇଯାଇଛି । ସ୍କୁଲ ପ୍ରିନ୍ସିପାଲ ଦିବ୍ୟ ନାରାୟଣ ମିଶ୍ରଙ୍କ ଉପସ୍ଥିତିରେ ବିଘ୍ନହର୍ତ୍ତାଙ୍କ ପୂଜା ପାଳିତ ହୋଇଥିବା ବେଳେ ସ୍କୁଲର କୁନି କୁନି…
Read More...

ନୂଆଁଖାଇରେ ସାମିଲ ହେଲେ ମୁଖ୍ୟମନ୍ତ୍ରୀଙ୍କ ସ୍ୱତନ୍ତ୍ର ସଚିବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଣ୍ଡିଆପଦର ନିଜ ଗ୍ରାମରେ ପଶ୍ଚିମ ଓଡିଶାର ପୁରପଲ୍ଲୀ ନୂଆଁଖାଇରେ ଚଳଚଞ୍ଚଳ ଥିବା ବେଳେ ନିଜ ଜନ୍ମ ମାଟିରେ ପରିବାରଙ୍କ ସହିତ ନୂଆଁଖାଇଲେ ଓ ଭେଟଘାଟ ହୋଇ ନିଜ ଗ୍ରାମ ଦେବାଦେବୀ, ଜାଷ ଜମି ପୂଜା ଅର୍ଚ୍ଚନା…
Read More...

ନୂଆଖାଇ ଉପଲକ୍ଷେ କାଲସାଏ ପାଲିରେ ଫୁଟବଲ ମ୍ୟାଚ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦିନ ୩ଟା ସମୟରେ ଜନ କଲ୍ୟାଣ ଯୁବକ ସଂଘ କାଲସାଏ ପାଲି ତରଫରୁ ଖୁଜେନ ପାଲି ଖେଳ ପଡିଆଠାରେ ନୂଆଁଖାଇ ଉପଲକ୍ଷେ କାଲସାଏ ପାଲିର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ଏକ ମ୍ୟାଚ ଖେଳିଥିଲେ । ସବୁ ବର୍ଷ ପରି ଏଥର ମଧ୍ୟ କାଲସାଏ ପାଲି ଗ୍ରାମବାସୀ ନୂଆଁଖାଇ ସାରିଲା…
Read More...

ନୂଆଁଖାଇ ଉପଲକ୍ଷେ ମାଁ ମାହେଶ୍ୱରୀ ସେବା ପକ୍ଷରୁ ଖାଦ୍ୟ ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଶ୍ଚିମ ଓଡିଶାର ଶିଘା ତିହାର ନ୍ରୂଆଁଖାଇ ଉପଲକ୍ଷେ ବିଗତ ବର୍ଷ ମାନଙ୍କ ପରି ଏବର୍ଷ ମଧ୍ୟ ଓଡିଶାର ଅଗ୍ରଣୀ ସମାଜସେବୀ ସଂଗଠନ ମାଁ ମାହେଶ୍ୱରୀ ସେନା ପକ୍ଷରୁ ବଲାଙ୍ଗିର ଜିଲ୍ଲାର ଭୀମଭୋଇ ମେଡିକାଲ ହସ୍ପିଟାଲ ଏବଂ ଜିଲ୍ଲା ମୁଖ୍ୟ ଚିକିତ୍ସାଳୟ ଠାରେ ମାଗଣନା…
Read More...

ନୁଆଁ ଖାଇଛନ୍ତି ବଲାଙ୍ଗିରର ରାଜ ପରିବାର

ବଲାଙ୍ଗିର : ରଜା ଘରର ନୂଆଁଖାଇ । ଆଜି ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ ନୂଆଁଖାଇ । ଆଉ ଏଥିପାଇଁ ସାରା ପଶ୍ଚିମ ଓଡ଼ିଶା ଗର୍ଜି ଯାଉଥିବା ବେଳେ ଇଷ୍ଟଦେବୀ ମା'ଙ୍କ ଠାରେ ନବାନ୍ନ ଲାଗିଛି । ନୀତି ନିର୍ଘଣ୍ଟ ଅନୁସାରେ ମା’ଙ୍କ ପାଖରେ ନବାନ୍ନ ଲାଗିବା ପରେ ମିଳିମିଶି ନୁଆଁ ଖାଇଛନ୍ତି…
Read More...

ଆଇନ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜ୍ୟ ଆଇନ ସେବା ପ୍ରାଧିକରଣର ନିର୍ଦ୍ଦେଶ କ୍ରମେ ତଥା ଜିଲ୍ଲା ଆଇନ ସେବା ପ୍ରାଧିକରଣର ଅଧ୍ୟକ୍ଷ ଡ. ପବିତ୍ର ମୋହନ ସାମଲଙ୍କ ତତ୍ତ୍ଵାବଧାନରେ ପୁଇଁତଲା ତହସିଲ କାର୍ଯାଳୟରେ ମାନ୍ୟବର ସବୋର୍ଚ୍ଚ ନିର୍ଯ୍ୟାଳୟଙ୍କର ବିଚାରକୁ କୃତିମ ବୁଦ୍ଧି ମାଧ୍ୟମରେ ଆଂଚଳିକ…
Read More...