Browsing Tag

balangir news

ଜୟ ଦୁର୍ଗା କ୍ଲବର ନୂଆଖାଇ ଭେଟ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରପୁଡ଼ୁଗିଆ ଗ୍ରାମପଞ୍ଚାୟତର କେରମେଲି ଗ୍ରାମ ଠାରେ ମହା ସମାରୋହରେ ଜୟଦୂର୍ଗା କ୍ଲବ ଆନୁକୂଲ୍ୟରେ ନୂଆଖାଇ ଭେଟ୍‌ ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ ଲୋକ ଯୋଗ ଦେଇଥିଲେ । ସାଂସ୍କୃତିକ…
Read More...

ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଅନୁଷ୍ଠିତ

ରାମଜୀ ନାଟକ ସଂସଦରୁ ଆରମ୍ଭ କରିଥିଲେ କଳାକାର ଜୀବନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଂଚମ ଅନୁଷ୍ଠାନଠାରେ ରାମଜୀ ନାଟକ ସଂସଦ ଦ୍ୱାରା ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଗୁରୁ ବାଳମୁକୁନ୍ଦ ବେହେରା ଦ୍ୱୀପ ପ୍ରଜ୍ଜଳନ କରି ପଦ୍ମଶ୍ରୀ ବିନୋଦ ପଶାୟତଙ୍କ…
Read More...

ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ କଂଗ୍ରେସର ଅପଶବ୍ଦ : ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷ୍ୟରୁ ରାହୁଲଙ୍କ କୁଶ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାରରେ କଂଗ୍ରେସର କାର୍ଯ୍ୟକ୍ରମ ବେଳେ କଂଗ୍ରେସର ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ନାମରେ ଅପଶବ୍ଦ କହି ଅସମ୍ମାନ କରିଥିଲେ । ଏହି ଘଟଣାକୁ ନେଇ ବିଜେପି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ସେହିକ୍ରମରେ ଆଜି ବିଜେପି…
Read More...

ଭୁତିଆରବାହାଲ ଗାଁରେ ମଦବିକ୍ରି ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ସର୍ବ ସାଧାରଣ ସ୍ଥଳରେ ମଦ ତଥା ନିଶାଦ୍ରବ୍ୟ ବିକ୍ରୟ ବିରୁଦ୍ଧ ରେ ଗାଁର ସଚେତନ ନାଗରିକ ଓ ଯୁବକ ଜିଲ୍ଲପାଳ ବଲାଙ୍ଗିର, ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର, ଅବକାରୀ ଅଧିକାରୀ ବଲାଙ୍ଗିରଙ୍କୁ ଦାବି…
Read More...

ନଗର କଂଗ୍ରେସର ନୂଆଁଖାଇ ଭେଟଘାଟରେ ଯୋଗ ଦେଲେ ସମରେନ୍ଦ୍ର

ଏକତା ଓ ଭାଇଚାରର ସନ୍ଦେଶ ଦେଉଛି ନୂଆଁଖାଇ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଐତିହ୍ୟ, ପରଂପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ଏହି ପର୍ବ ଆମକୁ ଏକତା ସୁତ୍ରରେ ବାନ୍ଧିିଥାଏ । ଯେ ଯେଉଁଠି ଥିଲେ ଆମେ ଆମର ମାଁ…
Read More...

ଚଳିତ ବର୍ଷ ମର୍ଯ୍ୟାଦା ଜନକ ଶିକ୍ଷକ ରତ୍ନ ଉପାଧି ପାଇବେ ବିଶିଷ୍ଟ ଶିକ୍ଷାବିତ ତ୍ରିବିକ୍ରମ ମହାକୁଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶ ପଡା ବଲାଙ୍ଗିର ପାଳନ କରିବ ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟଘାଟ-୨୦୨୫ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଦୀନ ରଘୁ ମେହେର ହାଇ…
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସ୍ୱତନ୍ତ୍ର ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ କାମଚଳା ସଭାପତି ଅନୁପସ୍ଥିତ ଥିବା ଯୋଗୁଁ ବରିଷ୍ଠ ସଭ୍ୟ ଲୋକନାଥ ନେପାକଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପସ୍ଥିତିରେ…
Read More...

ବଲାଙ୍ଗିରରେ ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସର୍ବଭାରତୀୟ ପୌରପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆମର ବଲାଙ୍ଗିର ପୌରପରିଷଦ ତରଫରୁ ମଧ୍ୟ ଅଗଷ୍ଟ ୩୧ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ପୌରପରିଷଦଠାରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ…
Read More...

ଆଶୁତୋଷ ଠାକୁର ଏବଂ ରାଜେଶ ଶର୍ମାଙ୍କୁ ଯୁବ ସାହିତ୍ୟ ସମ୍ମାନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ପୁରୀର ସଂସ୍କୃତି ଭବନ ଠାରେ ସୋନପୁରର ଅଗ୍ରଣୀ ଅନୁଷ୍ଠାନ ରୁମକୁଝୁମାନା ପକ୍ଷରୁ ଶ୍ରୀକ୍ଷେତ୍ରେ ନୁଆଁଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରଭାସ ସିଂହ ଯୋଗ ଦେଇଥିବାବେଳେ…
Read More...

ସରଗଡାରେ “ସୀତାଚୋରି” ରାମଲୀଳା : ଭକ୍ତମାନଙ୍କ ଭିଡ ଅଭିନୟରେ ସବୁଙ୍କର ମନୋହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରଗଡା ଗଣେଶ ପୂଜା କମିଟି ପକ୍ଷରୁ ଗତରାତି ତଥା ତା. ୩୦ ଅଗଷ୍ଟ ୨୦୨୫ ରିଖ ଦିନ ଆୟୋଜିତ ପାରମ୍ପରିକ ରାମଲୀଳା ନାଟରେ “ସୀତାଚୋରି” ପର୍ବ ମଞ୍ଚସ୍ଥ ହୋଇଥିଲା । ସୀତାଙ୍କୁ ରାବଣଙ୍କ ହରଣ ଘଟଣାକୁ ଆଧାର କରିଥିବା ଏହି ପର୍ବକୁ ଦେଖିବା ପାଇଁ ସରଗଡା ସହିତ…
Read More...