Browsing Tag

balangir news

ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ ପ୍ରତିଯୋଗିତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱ ବିଦ୍ୟାଳୟରେ ଇନୋଭେସନ ଓ ଷ୍ଟାଟଅପ ପ୍ରତିଯୋଗିତା ଆୟୋଜିତ ହୋଇଯାଇଛି । ଏଥିରେ ବିଶ୍ୱ ବିଦ୍ୟାଳୟର ସଂଲଗ୍ନ କଲେଜ ଗୁଡିକରୁ ୧୦୦ରୁ ଅଧିକ ପ୍ରସ୍ତାବ ଆସିଥିଲା । ଜିଲ୍ଲା ଶିଳ୍ପ କାର୍ଯ୍ୟାଳୟ ପ୍ରତିନିଧି, ଶିକ୍ଷାବିତ ଓ ଉଦ୍ୟୋଗୀମାନଙ୍କୁ…
Read More...

ଓସିଏସ୍‌ ପାଇଲେ ବଲାଙ୍ଗିରର ଅଟଳ ଦାଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିରର ଅଟଳ ଦାଶ ଓପିଏସ୍‌ସି ଦ୍ୱାରା ପରିଚାଳିତ ଓସିଏସ୍‌ ପରୀକ୍ଷାରେ ପାସ ହୋଇଛନ୍ତ । ସେ ମାଲପଡା ନିବାସୀ ରାମ ଦାଶ ଓ ଅନୟା ଦାଶଙ୍କ ଜ୍ୟେଷ୍ଠ ପୁତ୍ର । ଅଟଳ ଭୁବନେଶ୍ୱର ସ୍ଥିତ ବିଜେବି କଲେଜରେ ଗ୍ରାଜୁଏସନ ଓ ଉତ୍କଳ ବିଶ୍ୱବିଦ୍ୟାଳୟରେ ସାମାଜିକ…
Read More...

କେବିସି ହଟ୍‌ସିଟ୍‌ରେ ବଲାଙ୍ଗିରର କୁମାରୀ ପୂଜା

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୌନ୍‌ ବନେଗା କରୋଡ୍‌ପତି ଦେଶର ଅନ୍ୟତମ ଲୋକପ୍ରିୟ କାର୍ଯ୍ରକ୍ରମ ଭାବେ ବେଶ ପରିଚିତ । ଏଥିରେ ବଲାଙ୍ଗିର ସାଲେପାଲି ନିବାସୀ କୁମାରୀ ପୂଜା ହଟ୍‌ସିଟ୍‌ରେ ପହଂଚିଛନ୍ତି । ଯାହା ଏବେ ବଲାଙ୍ଗିରରେ ଚର୍ଚ୍ଚାର ବିଷୟ ପାଲଟିଛି । କୁମାରୀ ପୂଜା ବଲାଙ୍ଗିରର…
Read More...

କରାଟେ ପ୍ରଶିକ୍ଷକଙ୍କ ବୃକ୍ଷରୋପଣ ନିଶା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପଂଚାୟତ ଉଚ୍ଚ ବିଦ୍ୟାଳୟ ବରଗାଁରେ ବୃକ୍ଷରୋପଣ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଟାଇକଣ୍ଡୋ କୋଚ୍‌ ତଥା ପରିବେଶ ପ୍ରେମୀ ଅସୀମ କୁମାର ଭୋଇ ବ୍ୟକ୍ତିଗତ ଉଦ୍ୟମରେ ଆଜି ସ୍କୁଲ ପରିସରେ ୩୩ଟି ଚାରା ବୃକ୍ଷରୋପଣ କରିଛନ୍ତି । ଶ୍ରୀ ଭୋଇଙ୍କ ଏଭଳି…
Read More...

ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୃସିଂହ ମନ୍ଦିର ପରିସରରେ ସଂସ୍କୃତ ପରିଷଦ ବଲାଙ୍ଗିରର ମାସିକ ଅଧିବେଶନ ସଭାପତି ଆଇନଜୀବୀ ଜୟରାମ ମିଶ୍ରଙ୍କ ଅଧ୍ୟକ୍ଷତାରେ ସଭାକାର୍ଯ୍ୟ ଆରମ୍ଭ ହୋଇଥିଲା । ଏହି ଅବସରରେ ପ୍ରବଚକ ବଂଶୀଧର ଦାନୀ ମୁଖ୍ୟ ଅତିଥି ରୂପେ ଯୋଗଦେଇ ଦୁର୍ଗାଙ୍କ କୃପା ଦୃଷ୍ଟି ସହିତ…
Read More...

ବଲାଙ୍ଗିର କେଟ୍ରିନ ସଂଘ ଦ୍ୱାରା କେଟ୍ରିନ ଦିବସରେ ରକ୍ତଦାନ ଶିବିର

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ସେପ୍ଟେମ୍ବର ମାସ ୨୬ ତାରିଖକୁ ସାରା ଭାରତରେ କେଟ୍ରିନ ଦିବସ ଭାବରେ ପାଳନ କରାଯାଏ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା କେଟ୍ରିନ ସଂଘର ରାଜ୍ୟ ଉପସଭାପତି ପ୍ରଶାନ୍ତ ବାରିକ ଓ ଜିଲ୍ଲା ସଭାପତି ରାଉଳ ସାହୁଙ୍କ ନେତୃତ୍ୱରେ ଜିଲ୍ଲାର ବିଭିନ୍ନ…
Read More...

ଐତିହାସିକ ସାଲେଭଟା ମା’ ପାଟଣେଶ୍ୱରୀ ପୀଠରେ ଦଶହରା ପୂଜାରେ ଲାଗିଲା ନୂତନ ଘଣ୍ଟି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସାଲେଭଟା ମା’ ପାଟଣେଶ୍ୱରୀ ଐତିହ୍ୟ ପୂର୍ବ ପାଟଣା ରାଜ୍ୟ ସମୟରେ ୨୬ଟି ଗଡ ମଧ୍ୟରୁ ସାଲେଭଟା ଗଡ ବେଶ ଗୁରୁତ୍ୱ ବହନ କରୁଥିଲା । ବଳରାମ ଦେଓ ୧୫୦୦ ଖ୍ରୀଷ୍ଟାବ୍ଦରେ ଭାଇ ଭାଗ ପାଇ ଏହି ପୀଠ ସ୍ଥାପନ କରିଥିଲେ । ମା’ ପାଟଣେଶ୍ୱରୀ…
Read More...

‘ଓଜିବି ପକ୍ଷରୁ ସ୍ୱଚ୍ଛତା ହିଁ ସେବା’ ଶିବିର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନାବାର୍ଡା ଦ୍ୱାରା ପ୍ରଯୋଜିତ ଏବଂ ଓଡିଶା ଗ୍ରାମୀଣ ବ୍ୟାଙ୍କ ଛତାମଖନା ଶାଖା ଦ୍ୱାରା ଆୟୋଜିତ ସ୍ୱଚ୍ଛତା ହିଁ ସେବା ୨୦୨୫ କାର୍ଯ୍ୟକ୍ରମ ଯୁଧିଷ୍ଠିର ଉଚ୍ଚ ମାଧ୍ୟମିକ ବିଦ୍ୟାଳୟର ଅଧ୍ୟକ୍ଷ ଡ. ଧନଞ୍ଜୟ ସେଠଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ଉପକାର…
Read More...

ଓଡିଶାରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ରର ପ୍ରସ୍ତାବ ନାହିଁ

ଦେଶବ୍ୟାପୀ କେବିକେ ଅଞ୍ଚଳର ଛାତ୍ରଛାତ୍ରୀମାନଙ୍କ ପାଇଁ ଆବାସିକ କୋଟା ରଖାଯାଉ - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ଦେଶରେ ନୂତନ କେନ୍ଦ୍ରୀୟ କୃଷି ବିଶ୍ୱ ବିଦ୍ୟାଳୟ ସ୍ଥାପନ ପାଇଁ କେନ୍ଦ୍ର ସରକାରଙ୍କ ପାଖରେ ବର୍ତ୍ତମାନ କୌଣସି ପ୍ରସ୍ତାବ ବିଚାରାଧିନ ନାହିଁ ବୋଲି ଭାରତ…
Read More...

ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତ ୧୯ ତାରିଖରୁ ୭ ଦିନ ଧରି ଡିଗ୍ରୀ କଲେଜ କୁଶଙ୍ଗରେ ଚାଲିଥିବା ସ୍ୱତନ୍ତ୍ର ଜାତୀୟ ସେବା ଶିବିର ଉଦଯାପିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ କଲେଜର ଅଧ୍ୟକ୍ଷ ବିଜୟ କୁମାର କଲେଟ ମୁଖ୍ୟ ଅତିଥି ଭାବେ ଯୋଗ ଦେଇ ସ୍ୱେଚ୍ଛାସେବୀମାନଙ୍କୁ ମାନପତ୍ର ବଣ୍ଟନ…
Read More...