Browsing Tag

balangir news

କୁଚ ବେହାର ଟ୍ରଫି କ୍ରିକେଟ ୪ର୍ଥ ଦିବସରେ କର୍ଣ୍ଣାଟକ ବିଜୟୀ ଓଡିଶାର ଇଂନିସ ପରାଜୟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀଷ୍ଟାଡିୟମ ଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସୀୟ କୁଚ ବେହାର ଟ୍ରଫି ଚତୁର୍ଥ ତଥା ଅନ୍ତିମ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି । ତୃତୀୟ ଦିବସର ଖେଳରୁ…
Read More...

ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାସ୍କୃତିକ ସଂଘ ପକ୍ଷରୁ ଆୟୁଷ ଛାତ୍ରଛାତ୍ରୀଙ୍କ ଦାବି ପ୍ରତି ସମର୍ଥନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସରକାରୀ ଆୟୁର୍ବେଦ କଲେଜ ସମ୍ମୁଖରେ ନିଖିଳ ଓଡିଶା ଆୟୁଷ ଛାତ୍ର ସଂଗଠନ ପକ୍ଷରୁ ୮ ଦଫା ଦାବି ନେଇ ଆମରଣ ଅନଶନରେ ଆନ୍ଦୋଳନରତ ଛାତ୍ରଛାତ୍ରୀଙ୍କୁ ପୃଥ୍ୱୀରାଜ ହାଇସ୍କୁଲ ୧୯୭୭ ସାମାଜିକ ସାଂସ୍କୃତିକ ସଂଘ ପକ୍ଷରୁୁ ସଭାପତି ରତନ କୁମାର ମହାରଣାଙ୍କ…
Read More...

ନଟରାଜ କଳା ପରିଷଦ ଦ୍ୱାରା ନାଟକ ମହୋତ୍ସବ

୧୨ ରୁ ୧୪ ଯାଏଁ କୋଶଳ କଳାମଣ୍ଡଳ ଦୁଲୁକିବ ବଲାଙ୍ଗିର, (ଦେବାଶିଷ ମିଶ୍ର) : ନଟରାଜ କଳା ପରିଷଦ ଦ୍ୱାରା ପ୍ରତିବର୍ଷ ଭଳି ଏ ବର୍ଷ ମଧ୍ୟ ସାଂସ୍କୃତିକ, କଳା ଏବଂ ପୁରୁଣା ଲୋକକଥାକୁ ନେଇ ନାଟକ ୩ ଦିନ ଧରି ପୁରୁଣା ମଂଚରେ ଆୟୋଜିତ ହେବ । ୧୨ ଡିସେମ୍ବର ଶୁକ୍ରବାର ୧୪ ଡିସେମ୍ବର ରବିବାର…
Read More...

ତୃତୀୟ ଦିବସରେ କୁଚବେହାର ଟ୍ରଫି କ୍ରିକେଟ

-ଓଡିଶା ବନାମ କର୍ଣ୍ଣାଟକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଓଡିଶା କ୍ରିକେଟ ଏସୋସିଏସନ ଓ ବଲାଙ୍ଗିର ଜିଲ୍ଲା କ୍ରୀଡା ସଂସଦ ଆନୁକୂଲ୍ୟରେ ଆଜି ସ୍ଥାନୀୟ ଗାନ୍ଧୀ ଷ୍ଟାଡିୟମଠାରେ ଓଡିଶା ବନାମ କର୍ଣ୍ଣାଟକ ୪ ଦିବସୀୟ କୁଚ ବେହାର ଟ୍ରଫି କ୍ରିକେଟର ତୃତୀୟ ଦିବସ ମ୍ୟାଚ ଅନୁଷ୍ଠିତ ହୋଇଯାଇଛି…
Read More...

ଫ୍ରେଣ୍ଡସ କ୍ଲବ ତରଫରୁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଗ୍ରଣୀ ସାମାଜିକ ଅନୁଷ୍ଠାନ ଫ୍ରେଣ୍ଡସ କ୍ଲବ ତରଫରୁ ଆଗାମୀ ଦିନରେ ହେବାକୁ ଥିବା ତୃତୀୟ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟକୁ ନେଇ ସ୍ଥାନୀୟ ହୋଟେଲ ଏସ୍‌ଜେ ରେଜେନ୍‌ସିରେ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ସଭାପତି ଲୋଟସ ଷଡ଼ଙ୍ଗୀଙ୍କ…
Read More...

ମହାନଦୀ ବିବାଦରେ ଓଡିଶାର ବ୍ୟୟବହୁଳ ଲଢେଇ

ଫଳାଫଳ ସନ୍ତୋଷଜନକ ନୁହେଁ - ହେମନ୍ତ ପଣ୍ଡା ବଲାଙ୍ଗିର, (କେପିଏନ୍‌ଏସ୍‌) : ମହାନଦୀ ଜଳ ବିବାଦକୁ ନେଇ ଗଠିତ ଟ୍ରିବ୍ୟୁନାଲରେ ଓଡିଶା ସରକାର ଦ୍ୱାରା ନିଯୁକ୍ତ ଆଇନଜୀବୀ, ସିନିଅର ଆଡଭୋକେଟ ଓ ଲ' ଫାର୍ମମାନଙ୍କୁ ବିପୁଳ ଅର୍ଥରାଶି ପ୍ରାପ୍ୟ ବାବଦକୁ ଦିଆଯାଉଥିଲେ ମଧ୍ୟ ମହାନଦୀ ଜଳ ବିବାଦ…
Read More...

ଡାଃ ମୁରଲିଧର ପାଣିଗ୍ରାହୀଙ୍କ ପ୍ରତିମୂର୍ତ୍ତି ଉନ୍ମୋଚିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗତକାଲି ଅପରାହ୍ନରେ ଭୀମଭୋଇ ଭେଷଜ ମହାବିଦ୍ୟାଳୟ ପରିସରରେ ଥିବା ଔଷଧୀୟ ବୃକ୍ଷ ଉଦ୍ୟାନଠାରେ ମହାବିଦ୍ୟାଳୟର ପୂର୍ବତନ ଫାର୍ମାକୋଲୋଜି ବିଭାଗ ପ୍ରଫେସର ସ୍ୱର୍ଗତ ଡାଃ ମୁରଲିଧର ପାଣିଗ୍ରାହୀଙ୍କ ଆବକ୍ଷ ପ୍ରତିମୂର୍ତ୍ତି ଉନ୍ମୋଚିତ ହୋଇଯାଇଛି । ଏହାକୁ…
Read More...

ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସ୍ଥିତ ପଞ୍ଚାୟତ ସାଧନ କେନ୍ଦ୍ର, ବଲାଙ୍ଗିର ଠାରେ ଜିଲ୍ଲା ଶିଶୁ ସୁରକ୍ଷା ୟୁନିଟ ବଲାଙ୍ଗିର ତରଫରୁ ବ୍ଲକ ସ୍ତରୀୟ ଶିଶୁ ସୁରକ୍ଷା କମିଟିର ବୈଠକ ଓ ସଚେତନତା କାର୍ଯ୍ୟକ୍ରମ ଅନୁଷ୍ଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ସଦର…
Read More...

ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟ ଏନ୍‌ଏସ୍‌ଏସ୍‌ ପକ୍ଷରୁ ନିଆରା କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ରାଜେନ୍ଦ୍ର ବିଶ୍ଵବିଦ୍ୟାଳୟର ଜାତୀୟ ସେବା ଯୋଜନା ତରଫରୁ ପାର୍ବତୀ ଗିରି ଆଶ୍ରମ ଓ ଆଶ୍ରା ଆଶ୍ରମରେ ରହୁଥିବା ଅନ୍ତେବାସୀଙ୍କ ପାଇଁ ବିଭିନ୍ନ ଉପକରଣ ଯଥା:- ଶୀତ ବସ୍ତ୍ର, କ୍ରୀଡା ସାମଗ୍ରୀ, ପୋଷାକ, ବିଭିନ୍ନ ଖାଦ୍ୟ ସାମଗ୍ରୀ, ଖାତା, ପୁସ୍ତକ, ନିତ୍ୟ…
Read More...

ଦ୍ୱିଦିବସୀୟ ବାର୍ଷିକ କ୍ରୀଡା ଉଦଯାପିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସୁସ୍ଥ ମନ ସୁସ୍ଥ ଶରୀର ଗଠନରେ ସହାୟକ । ସୁସ୍ଥ ଶରୀର ହିଁ ସମୃଦ୍ଧ ବ୍ୟକ୍ତିତ୍ୱର ପରିଚାୟକ । ଏ ମନ୍ତ୍ରରେ ଅଭିମନ୍ତ୍ରିତ ହୋଇ ସରକାରୀ ମହିଳା ମହାବିଦ୍ୟାଳୟ ବାଲାଙ୍ଗିରର ଦ୍ୱିବସୀୟ ବାର୍ଷିକ କ୍ରୀଡ଼ା ଉତ୍ସବ ଉଦଯାପିତ ହୋଇଯାଇଛି । ଉଦଯାପନୀ ଦିବସ ତଥା…
Read More...