Browsing Tag

balangir news

ବିହିବନ୍ଧ ଗାଁରେ ଏସ୍‌ଏଚ୍‌ଜି ମେଳା : ପୋଷକ ଖାଦ୍ୟ ସଚେତନତାର ସଫଳ ପଦକ୍ଷେପ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗ୍ରାମାଞ୍ଚଳରେ ପୋଷଣ ସଚେତନତା ବୃଦ୍ଧି କରିବା ଓ ମହିଳା ସ୍ୱୟଂସହାୟକ ଗୋଷ୍ଠୀମାନଙ୍କର କୌଶଳ ଓ ସୃଜନଶୀଳତାକୁ ଆଗକୁ ଆଣିବା ଉଦ୍ଦେଶ୍ୟରେ ମହାଶକ୍ତି ଫାଉଣ୍ଡେସନ ତରଫରୁ ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଗ୍ରାମ ପଞ୍ଚାୟତର ବିହିବନ୍ଧ ଗାଁରେ ଏକ ବିଶାଳ…
Read More...

ଦଳିତ ବ୍ୟଙ୍ଗ କବି ଗଦାଧର ନିଆଲ ସମ୍ବର୍ଦ୍ଧିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହର ଗେଟସରୋବରପଡା ସ୍ଥିତ ବି. ଆର୍‌. ଆମ୍ବେଦକର କ୍ଲବ ପରିସରରେ କୁତମୁଣ୍ଡାର ମୁହୁରି କଳା ପରିଷଦ ଓ ବି. ଆର୍‌. ଆମ୍ବେଦକର କ୍ଲବ ଆନୁକୁଲ୍ୟରେ ଅନୁଷ୍ଠିତ ହୋଇଥିବା ଏକ ସମ୍ବର୍ଦ୍ଧନା ସଭାରେ ବିଶିଷ୍ଟ ଦଳିତ ବ୍ୟଙ୍ଗ କବି ଗଦାଧର ନିଆଲଙ୍କୁ…
Read More...

ୱାସିଡିଏ ପକ୍ଷରୁ “ଯତ୍ନଦାତା ମାନଙ୍କର ଉତ୍ସବ -୨୦୨୫” ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଅଭିଭାବକ ବିହୀନ ଓ ସଂବେଦନଶୀଳ ଶିଶୁମାନଙ୍କ ଜୀବନରେ ସ୍ନେହ, ସୁରକ୍ଷା ଓ ଭରସାର ଆଧାର ସାଜିଥିବା ଯତ୍ନଦାତା ମାନଙ୍କ ସର ଅମୂଲ୍ୟ ଅବଦାନକୁ ସମ୍ମାନ ଜଣାଇବା ଉଦ୍ଦେଶ୍ୟରେ ୟୁଥ୍ କାଉନସିଲ ଫର୍ ଡେଭଲପମେଣ୍ଟ ଏଜେନ୍ସି ପକ୍ଷରୁ "ଯତ୍ନଦାତାମାନଙ୍କର ଉତ୍ସବ"…
Read More...

ଜ୍ୟୋତିରାଣୀ ମିଶ୍ରଙ୍କ ଦୁଇଟି କବିତା ସଂକଳନ ମନ ମନ୍ଦିର ଓ ଶିଶୁ ରତନର ପାଠକାର୍ପଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗାମୀ ପୀଢ଼ିକୁ ଗଢିବାକୁ, ସେମାନଙ୍କ ଭିତରେ ସୃଜନ ଭାବ, ସଚେତନତା ସୃଷ୍ଟି ପାଇଁ ସାହିତ୍ୟ ଏକ ବଳିଷ୍ଠ ମାଧ୍ୟମ । ଦ୍ୱନ୍ଦ୍ୱାତ୍ମକ ଜୀବନରେ ଉଚିତ ମାର୍ଗ ଅନ୍ୱେଷଣ ପାଇଁ ମଧ୍ୟ ସାହିତ୍ୟ ଆମକୁ ପ୍ରେରଣା ଦିଏ ବୋଲି ମତ ଦେଇଛନ୍ତି ବହୁ ବିଶିଷ୍ଟ ବକ୍ତା ।…
Read More...

ଶିକେର ପାଟ ମହୋତ୍ସବ ଉଦଘାଟିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଗୁଡଭେଲା ବ୍ଲକ ଖଡଙ୍ଗା ଅଞ୍ଚଳର ଭାଷା, ସାହିତ୍ୟ, ଲୋକ କଳା, ସଂସ୍କୃତି, ପ୍ରତିଭା, ଐତିହ୍ୟ ଓ ପରମ୍ପରାକୁ ବଞ୍ଚାଇ ରଖିବା ପାଇଁଁ ଘୁନା ମହୋତ୍ସବ ପଡିଆ ଠାରେ ଚାଲିଥିବା ଶିକେରପାଟ ମହୋତ୍ସବ ୨୦୨୫-୨୬ ଉଦଘାଟିତ ହୋଇଯାଇଛି । ମହୋତ୍ସବ କମିଟି ସଭାପତି ରୋହିତ…
Read More...

ବୀର ବାଲ ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ବ୍ରାହ୍ମଣପଡା ପାଟଣେଶ୍ୱରୀ ମଣ୍ଡଳ ପକ୍ଷରୁ ଆଜି ଜିଲ୍ଲା ବିଜେପି ସଭାପତି ଶ୍ରୀବତ୍ସ ବେହେରାଙ୍କ ତତ୍ୱାବଧାନରେ ଏବଂ ଜିଲ୍ଲା ସଂପାଦିକା ତଥା କାର୍ଯ୍ୟକ୍ରମର ସଂଯୋଜିକା ସରିତା ଯୋଷୀଙ୍କ ନେତୃତ୍ୱରେ ବୀର ବାଲ ଦିବସ ପାଳନ କରାଯାଇଥିଲା । ଏହି…
Read More...

ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ଓ ସୁଶାସନ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ପ୍ରଧାନମନ୍ତ୍ରୀ ଅଟଳ ବିହାରୀ ବାଜପେୟୀଙ୍କ ଜିଲ୍ଲାସ୍ତରୀୟ ଜନ୍ମ ଜୟନ୍ତୀ ତଥା ସୁଶାସନ ଦିବସ ପାଳିତ ହୋଇଛି । ଓସୱାନ ସମ୍ମିଳନୀ କକ୍ଷରେ ଅନୁଷ୍ଠିତ ଉକ୍ତ କାର୍ଯ୍ୟକ୍ରମରେ ଜିଲ୍ଲାପାଳ ଗୌରୱ ଶିୱାଜୀ ଇସଲୱାର ସଭାପତିତ୍ୱ କରିଥିଲେ । ସରକାରଙ୍କ…
Read More...

ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ପେଲେସ ଲାଇନ ସ୍ଥିତ ନାରାୟଣ ପ୍ଲେ ସ୍କୁଲର ବାର୍ଷିକ କ୍ରୀଡା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ବାର୍ଷିକ କ୍ରୀଡା ଉତ୍ସବରେ ପୂର୍ବତନ ରଣଜୀ ଟ୍ରଫି ଖେଳାଳି ସିଦ୍ଧାର୍ଥ ମିଶ୍ର ଓ ଓଡ଼ିଶା କ୍ରିକେଟ ଏକାଡେମିର ଅମ୍ପେୟାର ପୃଥ୍ୱୀରାଜ…
Read More...

ଜିଲ୍ଲା ସ୍ତରୀୟ କ୍ରୀଡା ପ୍ରତିଯୋଗିତା ୨୦୨୫-୨୬ : ତୃତୀୟ ଦିବସ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଲୋଇସିଂହା ବ୍ଲକ ଅନ୍ତର୍ଗତ ମାଗୁରବେଡା ପଂଚାୟତ ନିକଟ ଲୋୟର ସୁକତେଲ ଡ୍ୟାମ ଖେଳ ପଡିଆରେ ତୃତୀୟ ଦିବସରେ ବନଦୁର୍ଗା ଫୁଟବଲ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ମେରା ଯୁବା ଭାରତ (ନେହେରୁ ଯୁବକେନ୍ଦ୍ର) ବନଦୁର୍ଗା ମହୋତ୍ସବ କମିଟି ଓ ସିଦ୍ଧାଶ୍ରମ ସେବା…
Read More...

ଧର୍ମପରାୟଣା ମହିଳା ଭାନୁମତୀ ପଣ୍ଡାଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ନିକଟସ୍ଥ ଆଲୋକ ନଗର ବାସିନ୍ଦା ପୀତବାସ ପଣ୍ଡାଙ୍କ ଧର୍ମପତ୍ନୀ ଶ୍ରୀମତୀ ଭାନୁମତୀ ପଣ୍ଡାଙ୍କର ପରଲୋକ ହୋଇଯାଇଛି । ସ୍ଵର୍ଗତ ଭାନୁମତୀ ପଣ୍ଡା ଜଣେ ଧର୍ମପରାୟଣା ଓ ବନ୍ଧୁବତ୍ସଳା ମହିଳା ଭାବେ ଜଣାଶୁଣା ଥିଲେ । ପ୍ରାୟ ୮ ଦିନ…
Read More...