Browsing Tag

balangir news

ବଲାଙ୍ଗିରରେ ନୀତି, ଅନୀତି ଓ ରାଜନୀତିକୁ ନେଇ ଆଲୋଚନା ଚକ୍ର

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଜିଲ୍ଲା ସାମ୍ବାଦିକ ଭବନ ସମ୍ମିଳନୀ କକ୍ଷରେ ଓଡ଼ିଶା ସାମ୍ବାଦିକ ସଂଘ ବଲାଙ୍ଗିର ଜିଲ୍ଲା ଶାଖା ତରଫରୁ ନୀତି, ଅନୀତି ଓ ରାଜନୀତି ଶୀର୍ଷକ ଆଲୋଚନା ଚକ୍ର ଜିଲ୍ଲା ସଭାପତି ପ୍ରଦୀପ୍ତ କୁମାର ମିଶ୍ରଙ୍କ ଅଧ୍ୟକ୍ଷତା ଅନୁଷ୍ଠିତ ହୋଇଯାଇଛି । ଆଲୋଚନା…
Read More...

ବଲାଙ୍ଗିର ପୌରପରିଷଦ ତରଫରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ମଡେଲ ଜଳଛତ୍ର ଖୋଲାଗଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ପୌରପରିଷଦ ତରଫରୁ ଜିଲ୍ଲାପରିଷଦ କାର୍ଯ୍ୟାଳୟ ସମ୍ମୁଖରେ ଏକ ମଡେଲ ଜଳଛତ୍ର ହରଗୌରୀ ଏସଏଚଜି ୱାର୍ଡ ନମ୍ୱର ୧୯ ଦ୍ଵାରା ପରିଚାଳିତ ହେବ । ଆଜି ପୌରପରିଷଦ ଅଧ୍ୟକ୍ଷା ଲିକା ସାହୁଙ୍କ କର କମଳରେ ଉଦ୍‌ଘାଟନ ହୋଇଯାଇଛି । ଏହି ଜଳ ଛତ୍ରରେ ଲେମ୍ଭୁ ପାଣି,…
Read More...

ରାଣୀକଟା ଠାରେ ବାବା ସାହେବ ଆମ୍ବେଦକରଙ୍କ ପ୍ରତିମୂର୍ତ୍ତି ଉନ୍ମୋଚନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଣୀକଟା ଆମ୍ବେଦକର ନଗରବାସୀ ଦ୍ୱାରା ଭାରତ ରତ୍ନ ବାବା ସାହେବ ଆମ୍ବେଦକରଙ୍କ ଏକ ପ୍ରତିମୂର୍ତ୍ତି ମହାସମାରୋହରେ ଉନ୍ମୋଚିତ ହୋଇଯାଇଛି । ମୁଖ୍ୟ ଉନ୍ନୟନ ଅଧିକାରୀ ଜିଲ୍ଲାପରିଷଦ ବଲାଙ୍ଗିର ତରଣି ସୁନା ଓ ପିପିର୍ଡା ସରପଂଚ ରୁବି ବାବୁ ଉନ୍ମୋଚନ କରିଥିଲେ ।…
Read More...

ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଗଲପୁର (ଡୁଡୁକା) ବ୍ଲକ ବୈଠକ ଗୃହ ଠାରେ ମହିଳା କମିଶନ ଓଡିଶା ସରକାର କାର୍ଯ୍ୟାଳୟ ତରଫରୁ ବ୍ଲକସ୍ତରୀୟ ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ସଚେତନତା ଶିବିରରେ ମୁଖ୍ୟ ଅତିଥି ଭାବରେ ମାନ୍ୟବର ମହିଳା କମିଶନ ଓଡିଶାର ସଦସ୍ୟା ଶ୍ରୀମତୀ ମୁକ୍ତା ସାହୁ…
Read More...

ଆର ଆର କଲୋନୀ ସ୍କୁଲରେ ଜିଲ୍ଲା ସ୍ତରୀୟ ପ୍ରବେଶ ଉତ୍ସବ ଓ ଖଡ଼ିଛୁଆଁ କାର୍ଯ୍ୟକ୍ରମ ଅନୁଷ୍ଠିତ

"ପ୍ରତ୍ୟେକ ଶିଶୁ ଗୁଣାତ୍ମକ ଶିକ୍ଷା ପାଇବା ଦରକାର" ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂତନ ଶିକ୍ଷା ବର୍ଷ ୨୦୨୬-୨୭ ଆରମ୍ଭ ହୋଇଛି । ଜାତୀୟ ଶିକ୍ଷାନୀତି (ଏନଇପି) -୨୦୨୦ ଅନୁଯାୟୀ ଖୋଲାଯାଇଥିବା ଶିଶୁବାଟିକା ଶ୍ରେଣୀରେ ନାମଲେଖା ଓ ପିଲାମାନଙ୍କୁ ବିଦ୍ୟାଳୟ ପ୍ରତି ଆକୃଷ୍ଟ କରିବା ପାଇଁ…
Read More...

ରାଞ୍ଚି ପୁଲିସ ବଲାଙ୍ଗିର ଆସି ଅଭିଯୁକ୍ତଙ୍କ ଘର ଆଗରେ ଲଗାଇଲା ଲଟକା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଞ୍ଚି ପୁଲିସ ବଲାଙ୍ଗିର ଆସି ଲଟକା ଲଗାଇଛି । ପ୍ରକାଶ ଯେ, ବଲାଙ୍ଗିର ସହରର ପ୍ୟାଲେସ ଲାଇନ ନିବାସୀ ଶୁଭମ ପଟ୍ଟନାୟକଙ୍କ ନାଁରେ ରାଞ୍ଚି ରେଳ ପୁଲିସ ଷ୍ଟେସନରେ କେସ ନଂ ୧୮/୨୪ ୟୁଏସ୍‌ ୨୦(ବି) ଆଇ ଆଇ (ବି) କେସ ରୁଜୁ ହୋଇଥିଲା । ଏହି ଘଟଣାରେ ରାଞ୍ଚି…
Read More...

ବରିଷ୍ଠ ନାଗରିକ ମଂଚର ଫିଜିଓଥେରାପି ସେମିନାର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚର ସଦସ୍ୟମାନଙ୍କ ସକାଶେ ସ୍ଥାନୀୟ ସି.ଆର୍‌.ସି. ଠାରେ ଫିଜିଓଥେରାପି ତଥା ଅନ୍ୟାନ୍ୟ ଚିକିତ୍ସା ବାବଦରେ ଏକ ସେମିନାର ଅନୁଷ୍ଠିତ ହୋଇଯାଇଛି । ମଂଚାସୀନ ଥିଲେ ନିର୍ଦ୍ଦେଶକ ଗୁରୁବକ୍ସ ଚାନ୍ଦ ଯଗୋଟା, ସଭାପତି ପ୍ରଭାକର…
Read More...

ଇଷ୍ଟଦେବୀ ମା’ ବାସେଲୀଙ୍କର ୮୫ ତମ ବାର୍ଷିକ ପୂଜା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପବିତ୍ର ଚୈତ୍ର ପୂର୍ଣ୍ଣିମା ଦିନ ସୁବର୍ଣ୍ଣପୁର ଜିଲ୍ଲା ଉଲୁଣ୍ଡା ବ୍ଲକ ଅନ୍ତର୍ଗତ ଦାଦରପାଲି (ଝରାପଡ଼ା) ଠାରେ କେଉଟ ମାନଙ୍କର ଇଷ୍ଟ ଦେବୀ ମା' ବାସେଲୀଙ୍କର ୮୫ ତମ ବାର୍ଷିକ ପୂଜା ଅନୁଷ୍ଠିତ ହୋଇଯାଇଛି । ସର୍ବପ୍ରଥମେ ଜାତି ଗଙ୍ଗାର ପାଦ ଧୌତ କରି ପାଛୋଟି…
Read More...

ପ୍ରେମ ପ୍ରତାରଣା ଯୋଗୁଁ ମହିଳାଙ୍କ ଆତ୍ମହତ୍ୟା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମିଳିଲା ଅଜଣା ମହିଳାଙ୍କ ପରିଚୟ । ହତ୍ୟା ନୁହେଁ ବରଂ ନିଜେ ଚଳନ୍ତା ଟ୍ରେନକୁ ଡେଇଁ ଆତ୍ମହତ୍ୟା କରିଛନ୍ତି । ଆତ୍ମହତ୍ୟାର କାରଣ ପ୍ରେମ ପ୍ରତାରଣା ଥିବା ମୃତ ମହିଳାଙ୍କ ବାପା ଅଭିଯୋଗ କରିଛନ୍ତି । ମୃତ ମହିଳା ବଲାଙ୍ଗିର ସହରର ୧୭ ନଂ ୱାର୍ଡ ମାଲଗୋଦାମ ପଦାର…
Read More...

ଭଗବାନ ପର୍ଶୁରାମଙ୍କ ଜନ୍ମୋତ୍ସବ ପାଳନ ପାଇଁ ପ୍ରସ୍ତୁତି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭା ସଭାପତି ପ୍ରାଣବଲ୍ଲଭ ତ୍ରିପାଠୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ବ୍ରାହ୍ମଣ ମହାସଭାର ବୈଠକରେ ନବ ନିର୍ବାଚିତ ପର୍ଶୁରାମ ବାହିନୀର ସଭାପତି ବିଧୁଭୂଷଣ ତ୍ରିପାଠୀ, ସଂପାଦକ ସୁରେଶ ମିଶ୍ର, କୋଷାଧ୍ୟକ୍ଷ ସୁବ୍ରତ ରଂଜନ ମିଶ୍ର…
Read More...