Browsing Tag

balangir news

ଜଗନ୍ନାଥ ନାଟ୍ୟକଳା ପରିଷଦର ପଞ୍ଚମ ରଜନୀ : ମହିମୁଣ୍ଡା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୁଇଁତଲା ବ୍ଲକ ଅନ୍ତର୍ଗତ ମହିମୁଣ୍ଡା ଜଗନ୍ନାଥ ନାଟ୍ୟ କଳା ପରିଷଦର ପଞ୍ଚମ ରଜନୀର ନାଟକ ପ୍ରଭୁ ମର୍ଯ୍ୟାଦା ପୁରୁଷୋତ୍ତମ ଶ୍ରୀ ରାମଜୀ ଲାଲାଙ୍କ ବନବାସ ପରେ ଭରତଜୀ ଲାଲା ତାଙ୍କୁ ଫେରାଇବାକୁ ଯାଇଛନ୍ତି । କିନ୍ତୁ ପ୍ରଭୁ ପିତା ସତ୍ୟ ଅମାନ୍ୟ ହେବ ବୋଲି…
Read More...

ବଲାଙ୍ଗିର ଏଆଇଟିୟୁସି ପକ୍ଷରୁ ଜିଲ୍ଲାପାଳ କାର୍ଯ୍ୟାଳୟ ଘେରାଓ

ବଲାଙ୍ଗିର, (ଦେବାଶିଷ ମିଶ୍ର) : କେନ୍ଦ୍ରୀୟ ଶ୍ରମିକ ସଂଗଠନ ଓ ସ୍ୱାଧୀନ ଫେଡେରେସନ ଆହ୍ୱାନରେ ଶ୍ରମିକ ବିରୋଧୀ ଶ୍ରମ କୋଡ ପ୍ରତ୍ୟାହାର ଦାବିରେ ଦେଶ ବ୍ୟାପି ପ୍ରତିବାଦ ଦିବସ ଅବସରରେ ବଲାଙ୍ଗିର ଏଆଇଟିୟୁସି ପକ୍ଷରୁ ଜିଲ୍ଲା ସଭାପତି ତୀର୍ଥ ପଧାନଙ୍କ ନେତୃତ୍ୱରେ ଉଭୟ ମହିଳା ଓ ପୁରୁଷ…
Read More...

କୁଲତା ସମାଜ ବଲାଙ୍ଗିର ଦ୍ୱାରା କୁଲୁତା ଦିବସ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଚୈତ୍ର ପୂର୍ଣ୍ଣିମା ଦିନ କୁଲତା ସମାଜ ବଲାଙ୍ଗିର ଦ୍ୱାରା କୁଲତା ଦିବସ ମହାସମାରୋହରେ ସ୍ଥାନୀୟ କାମାକ୍ଷୀନଗର ବଲାଙ୍ଗିର ଠାରେ ଥିବା ରାମଚଣ୍ଡି ସେବା ସଦନ ଠାରେ ପାଳିତ ହୋଇଯାଇଛି । ପ୍ରଥମେ ପୂଜକ ସୁରଥ ପଧାନଙ୍କ ଦ୍ୱାରା ମା'ଙ୍କର ପୂଜାର୍ଚ୍ଚନା…
Read More...

ଶ୍ରୀହରିନାମ ପ୍ରଚାର ସମିତି ପକ୍ଷରୁ ଆଧ୍ୟାତ୍ମିକ ସମାବେଶ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବିଶିଷ୍ଟ ପ୍ରବଚିକା, ଅଧ୍ୟାପିକା ତଥା ସୁଲେଖିକା ଏଲୋରା ମିଶ୍ରଙ୍କ ଦ୍ୱାରା ଗଠିତ ଶ୍ରୀହରିନାମ ପ୍ରଚାର ସମିତି, ବଲାଙ୍ଗିର ପକ୍ଷରୁ ପାର୍ବତୀଗିରି ବାଳ ନିକେତନ, ଶିଶୁ ଯତ୍ନ ଅନୁଷ୍ଠାନ, ପଥରଚେପା, ବଲାଙ୍ଗିର ଠାରେ ଏକ ଆଧ୍ୟାତ୍ମିକ ସମାବେଶ ଅନୁଷ୍ଠିତ…
Read More...

ପୂବତନ କେସିଙ୍ଗା ବିଡିଓ ପଦ୍ମନାଭ ପୁରୋହିତ ଗେଲ୍‌ର ରାଜସ୍ୱ ଅଧିକାରୀ ଭାବରେ ନିଯୁକ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୂର୍ବତନ ବିଡ଼ିଓ, କେସିଙ୍ଗା, ପଦ୍ମନାଭ ପୁରୋହିତ, ଓଡିଶା ପ୍ରଶାସନିକ ସେବା (ଓଏଏସ୍‌) ସେବାନିବୃତ୍ତ ଅଧିକାରୀ, ଭାରତ ସରକାରଙ୍କର ପେଟ୍ରୋଲିୟମ ଓ ପ୍ରାକୃତିକ ବାଷ୍ପ ମନ୍ତ୍ରଣାଳୟ ଅନ୍ତର୍ଗତ ସରକାରୀ ଶିଳ୍ପ ଉଦ୍ୟୋଗ ମହାରତ୍ନ କମ୍ପାନୀ ଭାବରେ ଖ୍ୟାତି ଅର୍ଜନ…
Read More...

ସ୍ୱ-ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ

ବଲାଙ୍ଗିର (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷରେ ଜନଗଣନାର ସ୍ୱ-ଗଣନା କାର୍ଯ୍ୟକ୍ରମର ଶୁଭାରମ୍ଭ ହୋଇଛି । ଉଦ୍‌ଘାଟନୀ କାର୍ଯ୍ୟକ୍ରମରେ ବଲାଙ୍ଗିର ଜିଲ୍ଲାପାଳ ଗୌରବ ଶିବାଜୀ ଇସଲୱାର, ଆରକ୍ଷୀ ଅଧୀକ୍ଷକ ଅଭିଳାଷ ଜି, ଅତିରିକ୍ତ ଜିଲ୍ଲାପାଳ (ସାଧାରଣ)…
Read More...

ସ୍ତ୍ରୀକୁ ମାରି ନିଆଁ ଲଗାଇବାବେଳେ ନିଜେ ଜଳିଗଲେ ସ୍ୱାମୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ୱାସ୍ଥ୍ୟ କେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମୃତ୍ୟୁ ଘଟଣା । ଚିକିତ୍ସାଧୀନ ଅବସ୍ଥାରେ ବର୍ତ୍ତମାନ ତାଙ୍କ ସ୍ୱାମୀଙ୍କର ମଧ୍ୟ ମୃତ୍ୟୁ ହୋଇଛି ।…
Read More...

ଏପ୍ରିଲ ୧କୁ କଳା ଦିବସ ରୂପେ ପାଳନ କଲା କୋଶଲ ରାଜ୍ୟ ସମନ୍ୱୟ ସମିତି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଏପ୍ରିଲ ୧ ତାରିଖକୁ ସାରା ରାଜ୍ୟରେ ଉତ୍କଳ ଦିବସ ଭାବରେ ପାଳନ କରୁଥିବା ବେଳେ କୋଶଳ ରାଜ୍ୟ ସମନ୍ୱୟ ସମିତି, ବଲାଙ୍ଗିର ଶାଖା ତରଫରୁ ପ୍ରତିବାଦ ସ୍ୱରୂପ କଳା ଦିବସ ଭାବରେ ପାଳନ କରାଯାଇଛି । ଶତାଧିକ କୋଶଲ ପ୍ରେମୀ ନିଜ ନିଜ ବାସଗୃହରେ କଳା ପତାକା ଉତ୍ତୋଳନ…
Read More...

ବଲାଙ୍ଗିର ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ସଂସ୍କୃତି ଭବନ ସମ୍ମିଳନୀ କକ୍ଷରେ ବୁଧବାର ସନ୍ଧ୍ୟାରେ ଜିଲ୍ଲାସ୍ତରୀୟ ଓଡ଼ିଶା ଦିବସ ଆଡମ୍ବର ସହକାରେ ପାଳନ କରାଯାଇଥିଲା । ଅତିରିକ୍ତ ଜିଲ୍ଲାପାଳ ପବିତ୍ର ବେହେରା ମୁଖ୍ୟ ଅତିଥି ଭାବେ ଯୋଗଦେଇ ବରପୁତ୍ରମାନଙ୍କୁ ଶ୍ରଦ୍ଧାସୁମନ ଅର୍ପଣ କରି…
Read More...

ଏଏନଏମ ଦମୟନ୍ତୀ ବାରିକଙ୍କ ସନ୍ଦେହଜନକ ମୃତ୍ୟୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଦେଓଗାଁ ଥାନା ବନ୍ଧପଡା ଫାଣ୍ଡି ଅନ୍ତର୍ଗତ ରାମଚନ୍ଦ୍ରପୁର ଉପସ୍ୱାସ୍ଥ୍ୟକେନ୍ଦ୍ରରେ କାର୍ଯ୍ୟରତ ମହିଳା ଏଏନଏମ ଦମୟନ୍ତୀ ବାରିକ (୫୬)ଙ୍କ ମଙ୍ଗଳବାର ରାତିରେ ଷ୍ଟାଫ କ୍ୱାର୍ଟରରେ ସନ୍ଦେହଜନକ ମୃତ୍ୟୁ ଘଟିଛି । ଶୋଇଥିବା ଘରେ ସେ ପୋଡ଼ି ଯାଇ…
Read More...