୭୫୦ ବୋତଲ ଏସକଫ୍ କଫ ସିରପ ଜବତ, ୫ ଅଭିଯୁକ୍ତ ଗିରଫ
ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଆଦର୍ଶ ଟାଉନ ଥାନା ବିଶ୍ୱସ୍ଥ ସୂତ୍ରରୁ ଖବର ପାଇ ୭୫୦ ବୋତଲ ଏସକଫ୍ କଫ ସିରପ ଜବତ କରିବା ସହ ୫ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ନେଇ ବଲାଙ୍ଗିର ଏସ୍ପି ଅଭିଳାଷ ଜି ଏକ ସାମ୍ବାଦିକ ସମ୍ମିଳନୀରେ ପ୍ରକାଶ କରିଛନ୍ତି । ସେ କହିଛନ୍ତି ଯେ, ଟାଉନ!-->…
Read More...
Read More...