Browsing Tag

balangir news

ଚଳିତ ବର୍ଷର ମର୍ଯ୍ୟାଦା ଜନକ ଶିକ୍ଷକ ରତ୍ନ ଉପାଧି ପାଇଲେ ବିଶିଷ୍ଟ ଶିକ୍ଷାବିତ୍ ତ୍ରିବିକ୍ରମ ମହାକୁଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାଜବୈଦ୍ୟ ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶପଡା ବଲାଙ୍ଗିର ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟ୍‌ଘାଟ୍‌-୨୦୨୫ ପବିତ୍ର ଗୁରୁ ଦିବସରେ ପଞ୍ଚାୟତ ସମିତି ମହାବିଦ୍ୟାଳୟ ବେଲପଡ଼ା
Read More...

ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଅଭିନବୀକରଣ ଏବଂ ଷ୍ଟାର୍ଟଅଫ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ସରକାରୀ ମହାବିଦ୍ୟାଳୟ ବଲାଙ୍ଗିରରେ ଓଡ଼ିଶା ସରକାରଙ୍କ ଉଚ୍ଚ ଶିକ୍ଷା ବିଭାଗର ନିର୍ଦ୍ଦେଶକ୍ରମେ ଅଭିନବୀକରଣ ଏବଂ ଷ୍ଟାର୍ଟଅଫ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଏଥିରେ ମହାବିଦ୍ୟାଳୟର ଅଧ୍ୟକ୍ଷ ଡକ୍ଟର କୌତୁକ ପନ୍ଦର ସଭାପତିତ୍ୱ କରିବା ସହିତ
Read More...

ପବିତ୍ର ଗୁରୁ ଦିବସରେ ସ୍କୁଲ ପରିସରରେ ବିଭିନ୍ନ କାର୍ଯ୍ୟକ୍ରମ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସଦର ବ୍ଲକ ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟ ଚଳିତ ବର୍ଷ ୧୨୫ତମ ପ୍ରତିଷ୍ଠା ଦିବସ ପାଳନ କରୁଛି । ଏହି ଅବସରରେ ହେବାକୁ ଥିବା ୨୫ଟି କାର୍ଯ୍ୟକ୍ରମ ମଧ୍ୟରୁ ଶୁକ୍ରବାର ପବିତ୍ର ଗୁରୁ ଦିବସରେ ଚାରୋଟି କାର୍ଯ୍ୟକ୍ରମ ପୂର୍ବତନ ଶିକ୍ଷକ
Read More...

ବଲାଙ୍ଗିରରେ ମେରୁଦଣ୍ଡ ଆଘାତ ଦିବସ ପାଳନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିରର କମ୍ପୋଜିଟ୍ ରିଜିଓନାଲ୍ ସେଣ୍ଟର (ସିଆର୍‌ସି)ର ବୃତ୍ତିଗତ ଚିକିତ୍ସା ବିଭାଗ ଦ୍ୱାରା ଉତ୍ସାହ ଏବଂ ଉଦ୍ଦେଶ୍ୟ ସହିତ ମେରୁଦଣ୍ଡ ଆଘାତ ଦିବସ ପାଳନ ହୋଇଯାଇଛି । ଏହି କାର୍ଯ୍ୟକ୍ରମକୁ ଅକ୍ୟୁପେସନାଲ୍ ଥେରାପି ବିଭାଗର ଲେକ୍ଚରାର୍ ଶିବାଦିୟୁତି
Read More...

ନାରାୟନ ପ୍ଲେ ସ୍କୁଲରେ ଗୁରୁ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ପେଲେସଲାଇନ୍ ସ୍ଥିତ ନାରାୟନ ପ୍ଲେ ସ୍କୁଲରେ ବଡ଼ ଧୁମଧାମରେ ଗୁରୁ ଦିବସ ପାଳିତ ହୋଇଯାଇଛି ।ସ୍କୁଲର ପ୍ରିନ୍ସିପାଲ ଦିବ୍ୟା ନାରାୟଣ ମିଶ୍ରଙ୍କ ଅଧ୍ୟକ୍ଷତାରେ ଏହି ଗୁରୁ ଦିବସ ଅନୁଷ୍ଠିତ ହୋଇଥିବା ବେଳେ ଏଥିରେ ସ୍କୁଲର ସମସ୍ତ ଶିକ୍ଷୟିତ୍ରୀ ଓ
Read More...

ଭଗବାନ ବାମନ ଜୟନ୍ତୀ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ନରସିଂହ ମନ୍ଦିର ପ୍ରାଙ୍ଗଣରେ ଜିଲ୍ଲା ବ୍ରାହ୍ମଣ ମହାସଭା ଆନୁକୁଲ୍ୟରେ ଭଗବାନ ବାମନ ଜୟନ୍ତୀ ପାଳିତ ହୋଇଯାଇଛି । ସଂପାଦକ ବରିଷ୍ଠ ଆଇନଜିବୀ ଜୟରାମ ମିଶ୍ରଙ୍କ ଆହ୍ୱାନ କ୍ରମେ ତଥା କୋଷାଧ୍ୟକ୍ଷ ପର୍ଶୁରାମ ନାୟକ, ସଂଗଠନ ସଂପାଦକ କିଶୋର କୁମାର
Read More...

ରଣ୍ଡାଠାରେ ବ୍ଲକସ୍ତରୀୟ ହ୍ୟାଣ୍ଡବଲ ଚୟନ ଶିବିର-୨୦୨୫

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସରକାରୀ ଉନ୍ନିତ ଉଚ୍ଚବିଦ୍ୟାଳୟ ରଣ୍ଡାଠାରେ ପୁଇଁତଲା ବ୍ଲକସ୍ତରୀୟ ହ୍ୟାଣ୍ଡବଲ ଚୟନଶିବିର ଅନୁଷ୍ଠିତ ହୋଇଯାଇଛି । ଭାରପ୍ରାପ୍ତ ପ୍ରଧାନ ଶିକ୍ଷୟିତ୍ରୀ ଦୀପାଞ୍ଜଳି ଯୋଷୀଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଶିବିରରେ ପୁଇଁତଲା ବ୍ଲକ ଅତିରିକ୍ତ ଶିକ୍ଷାଅଧିକାରୀ
Read More...

ପରିବହନ ପ୍ରାପ୍ୟ ନମିଳିବାରୁ ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପରିବହନ ପ୍ରାପ୍ୟ ନମିଳିବାରୁ ବଲାଙ୍ଗିର ଜିଲ୍ଲା ଟ୍ରକ୍‌ ଅପରେଟର ଆସୋସିଏସନ୍‌ର ସଭ୍ୟମାନଙ୍କ ମଧ୍ୟରେ ଅସନ୍ତୋଷ ଦେଖିବାକୁ ମଳିଛି । ସେମାନଙ୍କ ଅଭିଯୋଗ ଅନୁସାରେ ସେମାନଙ୍କ ଟ୍ରକ୍‌ ଚାଉଳ ପରିବହନରେ ବ୍ୟବହୃତ ହୋଇଥିଲା । ସଂପୃକ୍ତ ପରିବହନର ଭଡ଼ା ସମ୍ବନ୍ଧୀୟ
Read More...

ବଲାଙ୍ଗିର ପୋଲିସ ହାତରେ ପୁଣି କଫ ସିରଫ ସହ କଫ ସିରଫ ମାଫିଆ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସହରର ବିଷ୍ଣୁମୁଣ୍ଡା କଦମ ପଡ଼ା ରାସ୍ତାରେ ଚାଲାଣ ହେଉଥିଲା କଫ ସିରଫ । ପୂର୍ବ ଯୋଜନା ମୁତାବକ ବଲାଙ୍ଗିର ଟାଉନ ଥାନା ପୋଲିସ ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଆଇଆଇସିଙ୍କ ନେତୃତ୍ୱରେ ଚଢାଉ କରିଥିଲା । ପୋଲିସର ଚଢାଉର ଖବର ପାଇ ଘଟଣା ସ୍ଥଳରେ ଥିବା ଦୁଇ ଜଣ କଫ
Read More...

ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ ରଚନା ଓ ତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ଵୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ଦ୍ୱାରା ପ୍ରାୟୋଜିତ ରଚନା ଓ ତର୍କ ପ୍ରତିଯୋଗିତା ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହେଇଯାଇଛି । କୃତି ଛାତ୍ର ମାନଙ୍କୁ ଆସନ୍ତା ଗୁରୁଦିବସ ଦିନ ସଂଘ
Read More...