Browsing Tag

balangir news

ଶେଖର କିକ୍‌ ବକ୍ସିଂ ଏକାଡେମୀର ସଫଳତା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆସନ୍ତା ଅଗଷ୍ଟ ୨୭ ତାରିଖରୁ ୩୧ ତାରିଖ ପର୍ଯ୍ୟନ୍ତ ଚେନ୍ନେଇର ନେହେରୁ ଇନ୍‌ଡୋର ଷ୍ଟାଡିୟମ, ତାମିଲନାଡୁଠାରେ ଜାତୀୟ ସବ୍‌ ଜୁନିୟର କିକ୍‌ ବକ୍ସିଂ ଚମ୍ପିୟାନସିପ୍‌ ଅନୁଷ୍ଠିତ ହୋଇଥିଲା । ପ୍ରଶିକ୍ଷକ ଚନ୍ଦ୍ର ଶେଖର ସେଠଙ୍କ ତତ୍ତ୍ୱାବଧାନରେ ବଲାଙ୍ଗିର
Read More...

ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ ରଚନା ଓ ତର୍କ ପ୍ରତିଯୋଗିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପୃଥ୍ଵୀରାଜ ହାଇସ୍କୁଲ ୧୯୭୭ ସାମାଜିକ ଓ ସାଂସ୍କୃତିକ ସଂଘ ଦ୍ୱାରା ପ୍ରାୟୋଜିତ ରଚନା ଓ ତର୍କ ପ୍ରତିଯୋଗିତା ପୃଥ୍ଵୀରାଜ ହାଇସ୍କୁଲ ଛାତ୍ରଙ୍କ ଭିତରେ କନିଷ୍ଠ ଓ ବରିଷ୍ଠ ବର୍ଗରେ ଅନୁଷ୍ଠିତ ହେଇଯାଇଛି । କୃତି ଛାତ୍ରମାନଙ୍କୁ ଆସନ୍ତା ଗୁରୁଦିବସ ଦିନ ସଂଘ
Read More...

ନଟରାଜ କଳାପରିଷଦ ନାଟକ ଲାଗି ୬ ଗୋଟି ପୁସ୍ତକ ଉନ୍ମୋଚିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ସମଲେଶ୍ୱରୀ ମନ୍ଦିରଠାରେ ନଟରାଜ କଳାପରିଷଦ ସୋମବାର ଦିନ ମାଁ ସମଲେଇଙ୍କ ଠାରେ ପୂଜାର୍ଚ୍ଚନା କରି ଗତ ଚଳିତ ବର୍ଷ ନାଟକ ପ୍ରସ୍ତୁତି ପାଇଁ ୬ ଗୋଟି ଉନ୍ମୋଚିତ ହୋଇଯାଇଛି । ଏହି ବହି ଗୁଡିକ ଆଗାମୀ ଦିନରେ ନାଟକରେ ମଂଚସିତ ହେବ । ୬ ଗୋଟି
Read More...

ବଲାଙ୍ଗିର କୁନି ଝିଅ ଅନଭିକାର ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ-୨୦୨୫

ବଲାଙ୍ଗିର, (ଦେବାଶିଷ ମିଶ୍ର) : କୁନି ଝିଅ ଅନଭିକା ତ୍ରିପାଠୀ (୨ ବର୍ଷ ୬ ମାସ) ଙ୍କର ଅସାଧାରଣ ସ୍ମରଣ ଶକ୍ତି ଥିବାରୁ ତାଙ୍କ ନାମ ଗତ ଅଗଷ୍ଟ ୧୪ ତାରିଖରେ ଇଣ୍ଡିଆ ବୁକ୍‌ ଅଫ୍‌ ରେକର୍ଡ-୨୦୨୫ ସ୍ଥାନ ପାଇଛି । ଥରେ ଶୁଣି ସେ ମନେ ରଖି ପାରନ୍ତି ଏବଂ ତାକୁ କହି ପାରନ୍ତି । ପଚାରି ଥିବା
Read More...

ଜୟ ଦୁର୍ଗା କ୍ଲବର ନୂଆଖାଇ ଭେଟ୍

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ବାରପୁଡ଼ୁଗିଆ ଗ୍ରାମପଞ୍ଚାୟତର କେରମେଲି ଗ୍ରାମ ଠାରେ ମହା ସମାରୋହରେ ଜୟଦୂର୍ଗା କ୍ଲବ ଆନୁକୂଲ୍ୟରେ ନୂଆଖାଇ ଭେଟ୍‌ ଅନୁଷ୍ଠିତ ହୋଯାଇଛି । ଏହି କାର୍ଯ୍ୟକ୍ରମରେ ପ୍ରାୟ ୫୦୦୦ ଲୋକ ଯୋଗ ଦେଇଥିଲେ । ସାଂସ୍କୃତିକ
Read More...

ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଅନୁଷ୍ଠିତ

ରାମଜୀ ନାଟକ ସଂସଦରୁ ଆରମ୍ଭ କରିଥିଲେ କଳାକାର ଜୀବନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ପଂଚମ ଅନୁଷ୍ଠାନଠାରେ ରାମଜୀ ନାଟକ ସଂସଦ ଦ୍ୱାରା ପଦ୍ମଶ୍ରୀ ବିନୋଦ ପଶାୟତଙ୍କ ସ୍ମୃତି ସଭା ଅନୁଷ୍ଠିତ ହୋଇଥିଲା । ଗୁରୁ ବାଳମୁକୁନ୍ଦ ବେହେରା ଦ୍ୱୀପ ପ୍ରଜ୍ଜଳନ କରି ପଦ୍ମଶ୍ରୀ ବିନୋଦ ପଶାୟତଙ୍କ
Read More...

ପ୍ରଧାନମନ୍ତ୍ରୀଙ୍କ ମାଆଙ୍କୁ କଂଗ୍ରେସର ଅପଶବ୍ଦ : ପ୍ରତିବାଦରେ ବିଜେପି ଯୁବମୋର୍ଚ୍ଚା ପକ୍ଷ୍ୟରୁ ରାହୁଲଙ୍କ କୁଶ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିହାରରେ କଂଗ୍ରେସର କାର୍ଯ୍ୟକ୍ରମ ବେଳେ କଂଗ୍ରେସର ରାହୁଲ ଗାନ୍ଧୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ମାଆଙ୍କ ନାମରେ ଅପଶବ୍ଦ କହି ଅସମ୍ମାନ କରିଥିଲେ । ଏହି ଘଟଣାକୁ ନେଇ ବିଜେପି ଦଳ ତୀବ୍ର ପ୍ରତିକ୍ରିୟା ପ୍ରକାଶ କରାଯାଇଛି । ସେହିକ୍ରମରେ ଆଜି ବିଜେପି
Read More...

ଭୁତିଆରବାହାଲ ଗାଁରେ ମଦବିକ୍ରି ବନ୍ଦ ପାଇଁ ଜିଲ୍ଲାପାଳଙ୍କୁ ଦାବିପତ୍ର

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସଦର ବ୍ଲକ ଅନ୍ତର୍ଗତ ଭୁତିଆରବାହାଲ ଗ୍ରାମରେ ସର୍ବ ସାଧାରଣ ସ୍ଥଳରେ ମଦ ତଥା ନିଶାଦ୍ରବ୍ୟ ବିକ୍ରୟ ବିରୁଦ୍ଧ ରେ ଗାଁର ସଚେତନ ନାଗରିକ ଓ ଯୁବକ ଜିଲ୍ଲପାଳ ବଲାଙ୍ଗିର, ଆରକ୍ଷୀ ଅଧିକ୍ଷକ, ବଲାଙ୍ଗିର, ଅବକାରୀ ଅଧିକାରୀ ବଲାଙ୍ଗିରଙ୍କୁ ଦାବି
Read More...

ନଗର କଂଗ୍ରେସର ନୂଆଁଖାଇ ଭେଟଘାଟରେ ଯୋଗ ଦେଲେ ସମରେନ୍ଦ୍ର

ଏକତା ଓ ଭାଇଚାରର ସନ୍ଦେଶ ଦେଉଛି ନୂଆଁଖାଇ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଐତିହ୍ୟ, ପରଂପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ଏହି ପର୍ବ ଆମକୁ ଏକତା ସୁତ୍ରରେ ବାନ୍ଧିିଥାଏ । ଯେ ଯେଉଁଠି ଥିଲେ ଆମେ ଆମର ମାଁ
Read More...

ଚଳିତ ବର୍ଷ ମର୍ଯ୍ୟାଦା ଜନକ ଶିକ୍ଷକ ରତ୍ନ ଉପାଧି ପାଇବେ ବିଶିଷ୍ଟ ଶିକ୍ଷାବିତ ତ୍ରିବିକ୍ରମ ମହାକୁଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶ ପଡା ବଲାଙ୍ଗିର ପାଳନ କରିବ ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟଘାଟ-୨୦୨୫ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଦୀନ ରଘୁ ମେହେର ହାଇ
Read More...