Browsing Tag

balangir news

ନଗର କଂଗ୍ରେସର ନୂଆଁଖାଇ ଭେଟଘାଟରେ ଯୋଗ ଦେଲେ ସମରେନ୍ଦ୍ର

ଏକତା ଓ ଭାଇଚାରର ସନ୍ଦେଶ ଦେଉଛି ନୂଆଁଖାଇ : ସମରେନ୍ଦ୍ର ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆମ ଅଂଚଳର ଐତିହ୍ୟ, ପରଂପରା, ଏକତା ଓ ଭାଇଚାରାର ପର୍ବ ନୂଆଁଖାଇ ଉପଲକ୍ଷେ ସମସ୍ତଙ୍କୁ ନୂଆଁଖାଇ ଜୁହାର । ଏହି ପର୍ବ ଆମକୁ ଏକତା ସୁତ୍ରରେ ବାନ୍ଧିିଥାଏ । ଯେ ଯେଉଁଠି ଥିଲେ ଆମେ ଆମର ମାଁ
Read More...

ଚଳିତ ବର୍ଷ ମର୍ଯ୍ୟାଦା ଜନକ ଶିକ୍ଷକ ରତ୍ନ ଉପାଧି ପାଇବେ ବିଶିଷ୍ଟ ଶିକ୍ଷାବିତ ତ୍ରିବିକ୍ରମ ମହାକୁଡ଼

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚିନ୍ତାମଣି ବେହେରା ସ୍ମୃତି ପରିଷଦ ଭାରତୀ ନୀଡ଼ ଆଦର୍ଶ ପଡା ବଲାଙ୍ଗିର ପାଳନ କରିବ ରାଜ୍ୟ ସ୍ତରୀୟ ଚତୁର୍ଥ ବାର୍ଷିକ ଉତ୍ସବ, ଗୁରୁ ପୂଜନ, ପ୍ରତିଭା ସମ୍ମାନ ଓ ନୂଆଖାଇ ଭେଟଘାଟ-୨୦୨୫ । ଏହି ଅବସରରେ ବଲାଙ୍ଗିର ଜିଲ୍ଲା ବେଲପଡ଼ା ଦୀନ ରଘୁ ମେହେର ହାଇ
Read More...

ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ମହାସଭାର ସ୍ୱତନ୍ତ୍ର ଅଧିବେଶନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସ୍ଥାନୀୟ ନରସିଂହ ମନ୍ଦିର ପରିସରରେ ଜିଲ୍ଲା ବ୍ରାହ୍ମଣ ମହାସଭାର ଏକ ସ୍ୱତନ୍ତ୍ର ଅଧିବେଶନରେ କାମଚଳା ସଭାପତି ଅନୁପସ୍ଥିତ ଥିବା ଯୋଗୁଁ ବରିଷ୍ଠ ସଭ୍ୟ ଲୋକନାଥ ନେପାକଙ୍କ ଅଧ୍ୟକ୍ଷତାରେ ଏବଂ ବରିଷ୍ଠ ଉପଦେଷ୍ଟା ନୀଳମଣି ମିଶ୍ରଙ୍କ ଉପସ୍ଥିତିରେ
Read More...

ବଲାଙ୍ଗିରରେ ସର୍ବଭାରତୀୟ ସ୍ୱାୟତ୍ତ ଶାସନ ଦିବସ ପାଳିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଆଜି ସର୍ବଭାରତୀୟ ପୌରପରିଷଦର ସ୍ୱାୟତ୍ତ ଶାସନ ଦିବସ ପାଳନ ଅବସରରେ ଆମର ବଲାଙ୍ଗିର ପୌରପରିଷଦ ତରଫରୁ ମଧ୍ୟ ଅଗଷ୍ଟ ୩୧ସ୍ୱାୟତ୍ତ ଶାସନ ଦିବସ ପାଳିତ ହୋଇଯାଇଛି । ଏହି ପରିପ୍ରେକ୍ଷୀରେ ସକାଳୁ ସକାଳୁ ପୌରପରିଷଦଠାରେ ପୌରାଧ୍ୟକ୍ଷା ଲିକା ସାହୁଙ୍କ
Read More...

ଆଶୁତୋଷ ଠାକୁର ଏବଂ ରାଜେଶ ଶର୍ମାଙ୍କୁ ଯୁବ ସାହିତ୍ୟ ସମ୍ମାନ

ବଲାଙ୍ଗିର, (ରାଜେଶ ଦଣ୍ଡସେନା) : ଆଜି ପୁରୀର ସଂସ୍କୃତି ଭବନ ଠାରେ ସୋନପୁରର ଅଗ୍ରଣୀ ଅନୁଷ୍ଠାନ ରୁମକୁଝୁମାନା ପକ୍ଷରୁ ଶ୍ରୀକ୍ଷେତ୍ରେ ନୁଆଁଖାଇ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏକ ବର୍ଣ୍ଣାଢ୍ୟ ପରିବେଶରେ ମୂଖ୍ୟ ଅତିଥି ଭାବେ ପୂର୍ବତନ ସାଂସଦ ପ୍ରଭାସ ସିଂହ ଯୋଗ ଦେଇଥିବାବେଳେ
Read More...

ସରଗଡାରେ “ସୀତାଚୋରି” ରାମଲୀଳା : ଭକ୍ତମାନଙ୍କ ଭିଡ ଅଭିନୟରେ ସବୁଙ୍କର ମନୋହରଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରଗଡା ଗଣେଶ ପୂଜା କମିଟି ପକ୍ଷରୁ ଗତରାତି ତଥା ତା. ୩୦ ଅଗଷ୍ଟ ୨୦୨୫ ରିଖ ଦିନ ଆୟୋଜିତ ପାରମ୍ପରିକ ରାମଲୀଳା ନାଟରେ “ସୀତାଚୋରି” ପର୍ବ ମଞ୍ଚସ୍ଥ ହୋଇଥିଲା । ସୀତାଙ୍କୁ ରାବଣଙ୍କ ହରଣ ଘଟଣାକୁ ଆଧାର କରିଥିବା ଏହି ପର୍ବକୁ ଦେଖିବା ପାଇଁ ସରଗଡା ସହିତ
Read More...

ସଦାଇପାଲିରେ ନୂଆଁଖାଇ ଭେଟଘାଟ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ନୂଆଁଖାଇ ଦିନ ସନ୍ଧ୍ୟା ଘ.୬ ସମୟରେ ସଦାଇପାଲି ନବଜ୍ୟୋତି କ୍ଲବ ଠାରେ ନୂଆଁଖାଇ ଭେଟଘାଟ ଉତ୍ସବ ପାଳନ କରାଯାଇଥିଲା । ଉକ୍ତ ଉତ୍ସବରେ କ୍ଲବର ସଭାପତି ବାସୁଦେବ ମୁଗ୍ରୀ ସଭାପତିତ୍ୱ କରିଥିଲେ ଓ ଅନ୍ୟାନ୍ୟ ବୈୟଜ୍ୟେଷ୍ଠ ତଥା ଅବସରପ୍ରାପ୍ତ ଜହନଲାଲ ମୁଗ୍ରୀ,
Read More...

ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡାକ୍ତର ସୁନିତା ହୋତାଙ୍କ ପିତା ବସନ୍ତ ହୋତାଙ୍କ ୮୯ ବୟସ ରେ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ମୁଖ୍ୟ ଚିକିତ୍ସାଳୟର ବରିଷ୍ଠ ଚକ୍ଷୁ ବିଶେଷଜ୍ଞ ଡା. ସୁନୀତା ହୋତାଙ୍କ ବାପା ବସନ୍ତ ହୋତା (୮୯)ଙ୍କ ପରଲୋକ ହୋଇଯାଇଛି । ବଲାଙ୍ଗିର ତୁଳସୀନଗର ପଡ଼ା ସ୍ଥିତ ଜ୍ୱାଇଁ ଡ଼ା ଗିରିଜା ଶଙ୍କର ଉଦଗାତା ଓ ଝିଅ ଡ଼ା ସୁନିତା ହୋତାଙ୍କ ବାସଭବନରେ
Read More...

ନୂଆଁଖାଇରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ : ଲର୍କିପାଲି ବିଜୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୂଆଁଖାଇ ପଶ୍ଚିମ ଓଡ଼ିଶାର ମହାନ ଗଣପର୍ବ । ସାରା ପଶ୍ଚିମ ସଡ଼ିଶାୋ ନୂଆଖାଇ ସାରିବା ପରେ ଲର୍କିପାଲି ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ଏଥିରେ ମୁଖ୍ୟ ଅତିଥି ଭାବେ ପୌରପରିଷଦ ୧ ନଂ ୱାର୍ଡର କାଉନସିଲର ସସ୍ମିତା ନନ୍ଦ
Read More...

ନୂଆଁଖାଇରେ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଡ଼ ଧୁମଧାମରେ ନୂଆଁଖାଇ ଖାଇ ସାରିବା ପରେ ସହର ସ୍ଥିତ ମିଶନ ପଡ଼ିଆ ଠାରେ ଏକ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା । ତାଲପାଲିପଡ଼ାର ବିବାହିତ ଓ ଅବିବାହିତଙ୍କ ମଧ୍ୟରେ ବନ୍ଧୁତ୍ୱପୂର୍ଣ୍ଣ ଫୁଟ୍‌ବଲ୍‌ ମ୍ୟାଚ୍‌ ଅନୁଷ୍ଠିତ ହୋଇଥିଲା ।
Read More...