Browsing Tag

agalpur news

ବଡ଼ଟୀକାରେ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଘାଟିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକ ବଡଟିକା ସ୍ଥିତ ଧରଣୀଧର ହାଇସ୍କୁଲ ଖେଳପଡିଆ ଠାରେ ସ୍ଥାନୀୟ କ୍ରୀଡ଼ାସଂଘ ଆନୁକୁଲ୍ୟରେ ଆଜି ଠାରୁ ପ୍ରଥମ ରାଜ୍ୟସ୍ତରୀୟ ଫୁଟବଲ ଟୁର୍ଣ୍ଣାମେଣ୍ଟ ଆରମ୍ଭ ହୋଇଯାଇଛି । ବଲାଙ୍ଗିର ସ୍ପୋର୍ଟସ ହଷ୍ଟେଲ ଓ ଝାରସୁଗୁଡ଼ା ଶାନ୍ତି ନଗର ମଧ୍ୟରେ ଅନୁଷ୍ଠିତ…
Read More...

ସାଲେଭଟା ଚଣ୍ଡୀମନ୍ଦିର ଭଜନ ଓ ସତସଙ୍ଗ କାର୍ଯ୍ୟକ୍ରମ

ଆଗଲପୁର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଗଲପୁର (ଡୁଡୁକା) ବ୍ଳକ ସାଲେଭଟା ଚଣ୍ଡୀ ମନ୍ଦିର ସତ୍‌ସଙ୍ଗ ରୌପ୍ୟ ଜୟନ୍ତୀ ଉତ୍ସବର ଉଦ୍‌ଘାଟିତ ହୋଇଯାଇଛି । ଏହି ଉତ୍ସବ୨୦୦୦ ମସିହାରୁ ସାଲେଭଟା ଚଣ୍ଡୀ ମନ୍ଦିରରେ ମାସର ପ୍ରଥମ ରବିବାର ସତ୍‌ସଙ୍ଗ ସୁଧା ଆରମ୍ଭ ହୋଇଆସୁ ଥିବା ବେଳ ଏହାର…
Read More...

ଭାରତର ଅର୍ଥନୀତିରେ ପ୍ରବାସୀ ଭାରତୀୟଙ୍କ ଅବଦାନ ଶୀର୍ଷକ ଆଲୋଚନା ଚକ୍ର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତରେ ପ୍ରବାସୀ ଭାରତୀୟ ଦିବସ ଅବସରରେ "ଭାରତର ଅର୍ଥନୀତିରେ ପ୍ରବାସୀ ଭାରତୀୟମାନଙ୍କ ଅବଦାନ" ଶୀର୍ଷକ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ମହାବିଦ୍ୟାଳୟର ଅଧ୍ୟକ୍ଷ ପ୍ରଦୀପ କୁମାର ଷଡଙ୍ଗୀଙ୍କ…
Read More...

ଶିଶୁ ସୁରକ୍ଷା ଆଇନ୍ ଓ ପୋଷ୍ୟ ସନ୍ତାନ ଗ୍ରହଣ ଆଧାରିତ ସଚେତନତା ଶିବିର ଅନୁଷ୍ଠିତ

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ବ୍ଲକର ମିଶନ ଶକ୍ତି ସଭାଗୃହ ଠାରେ ବ୍ଲକସ୍ତରୀୟ ଶିଶୁ ସୁରକ୍ଷା ଓ ପୋଷ୍ୟ ସନ୍ତାନ ଗ୍ରହଣ, ପ୍ରତିପାଳନ ତଥା ଶିଶୁଯତ୍ନ ଆଧାରିତ ସଚେତନତା କର୍ମଶାଳା ଶିଶୁ ସୁରକ୍ଷା ପ୍ରକଳ୍ପ ଅଧିକାରିଣୀ ଶୁଭଶ୍ରୀ ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ଶରଧାପାଲି ଗ୍ରାମରେ ଓସାକା ହାଇଦ୍ରାବାଦର ଡାଲଖାଇ ପୁରସ୍କାର ପ୍ରଦାନ ଉତ୍ସବ ଆୟୋଜିତ

ଆଗଲପୁର, (କେପିଏନ୍‌ଏସ୍‌) : ହାଇଦ୍ରାବାଦ ସ୍ଥିତ ପ୍ରବାସୀ ପଶ୍ଚିମ ଓଡିଶାବାସୀଙ୍କ ଅଗ୍ରଣୀ ଅନୁଷ୍ଠାନ "ଓସାକା" ତରଫରୁ କୋଶଳାଞ୍ଚଳ ଡାଲଖାଇ ପୁରସ୍କାର ଉତ୍ସବ - ୨୦୨୪ ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ନୁନିଆପାଲି ପଂଚାୟତର ଶରଧାପାଲି ଗ୍ରାମରେ ଅନୁଷ୍ଠିତ ହୋଇଯାଇଛି । ପଶ୍ଚିମ ଓଡିଶାର…
Read More...

ଆଗଲପୁର ଠାରେ ପଶ୍ଚିମାଞ୍ଚଳ ବିଶେଷାଙ୍କ ପୁସ୍ତକ ଲୋକାର୍ପଣ ଉନ୍ମୋଚନ ଓ କବିତା ପାଠୋତ୍ସବ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ଠାରେ ସଂଯୋଗ ସାହିତ୍ୟ, କୁଣ୍ଡା ପିଠା, ଘଟଗାଁ, କେନ୍ଦୁଝର ଆନୁକୂଲ୍ୟରେ ପଶ୍ଚିମାଞ୍ଚଳ ବିଶେଷାଙ୍କ ପୁସ୍ତକ ଲୋକାର୍ପଣ ଉନ୍ମୋଚନ ଓ କବିତା ପାଠୋତ୍ସବ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ସୁବର୍ଣ୍ଣପୁର ଜିଲ୍ଲା…
Read More...

ଡିଜେଲ ଚୋରୀ ଅଭିଯୋଗରେ ୨ ଡ୍ରାଇଭର ଗିରଫ

ଆଗଲପୁର, (ବିମଳେନ୍ଦୁ ସାହୁ ) : ଆଗଲପୁର ବ୍ଲକରେ କେନାଲ ଖନନ କାର୍ଯ୍ୟରେ ନିୟୋଜିତ ଶ୍ରୀ ବାଲାଜୀ ଇଞ୍ଜିକମ୍ ଲିମିଟେଡର ୨ଜଣ ଟ୍ୟାଙ୍କର ଡ୍ରାଇଭରଙ୍କୁ ଡିଜେଲ ଚୋରୀ କରୁଥିବା ଅଭିଯୋଗରେ ପୋଲିସ ଗିରଫ କରି କୋର୍ଟ ଚାଲାଣ କରିଛି । ଗିରଫ ଦୁଇଜଣ ହେଲେ ସମ୍ବଲପୁର ଜିଲ୍ଲା ନାକଟିଦେଉଳ ଥାନା…
Read More...

ଶ୍ରୀ ଜଗନ୍ନାଥ ସଂସ୍କୃତି ସଂପର୍କରେ ଏକ ଆଲୋଚନାଚକ୍ର

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ ଶ୍ରୀ ଜଗନ୍ନାଥ ସଂସ୍କୃତି ସଂପର୍କରେ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗୀୟ ମୁଖ୍ୟ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ଆଲୋଚନା…
Read More...

ଆଗଲପୁର ବ୍ଲକରେ ଭୀମଭୋଇ ଭୀନ୍ନକ୍ଷମ ସାମର୍ଥ୍ୟ ଶିବିର କାର୍ଯ୍ୟକ୍ରମ ଅନୁଷ୍ଠିତ

ଆଗଲପୁର, (ସୁଶିଳ କୁମାର ମିଶ୍ର) : ବଲାଙ୍ଗିର ଜିଲ୍ଲା ଆଗଲପୁର ବ୍ଲକ ସ୍ତରୀୟ ଭୀମଭୋଇ ସାମର୍ଥ୍ୟ ଶିବିର ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ଅତିଥି ଭାବେ ବ୍ଲକ ଅଧ୍ୟକ୍ଷା ଗୀତାଞ୍ଜିଳୀ ଦାଶ ଯୋଗଦେଇ ଥିବା ବେଳେ ସମ୍ମାନୀତ ଅତିଥି ଭାବେ ବ୍ଲକ ଉପାଧ୍ୟକ୍ଷା ନିରୁପମା ପଧାନ, ତହସିଲଦାର ଚଇନୁ ଗଣ୍ଡ,…
Read More...

ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ “ମାଟିର ମଣିଷ” ଉପନ୍ୟାସ…

ଆଗଲପୁର, (କେପିଏନ୍‌ଏସ୍‌) : ଆଗଲପୁର ପଞ୍ଚାୟତ ସମିତି ମହାବିଦ୍ୟାଳୟ, ବାଣୀନିକେତନ, ରୋତର ଓଡ଼ିଆ ଭାଷା ଓ ସାହିତ୍ୟ ବିଭାଗରେ କାଳିନ୍ଦୀ ଚରଣ ପାଣିଗ୍ରାହୀଙ୍କ "ମାଟିର ମଣିଷ" ଉପନ୍ୟାସ ସଂପର୍କିତ ଏକ ଆଲୋଚନାଚକ୍ର ଅନୁଷ୍ଠିତ ହୋଇଯାଇଛି । ବିଭାଗ ମୁଖ୍ୟ ପ୍ରମୋଦ କୁମାର ଦାଶଙ୍କ ସଭାପତିତ୍ୱରେ…
Read More...