Browsing Tag

ଶାନ୍ତିପଡାରେ ଏଥର ନବଦିନାତ୍ମକ ଦୁର୍ଗାପୂଜା : କଳସ ଶୋଭାଯାତ୍ରା ଅନୁଷ୍ଠିତ

ଶାନ୍ତିପଡାରେ ଏଥର ନବଦିନାତ୍ମକ ଦୁର୍ଗାପୂଜା : କଳସ ଶୋଭାଯାତ୍ରା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଚଳିତ ବର୍ଷ ସ୍ଥାନୀୟ ଶାନ୍ତିପଡ଼ାରେ ନବଦିନାତ୍ମକ ଦୁର୍ଗାପୂଜା ଅନୁଷ୍ଠିତ ହେଉଥିବା ବେଳେ ଆଜି ପୂଜାରମ୍ଭ ପାଇଁ କଳସ ଶୋଭାଯାତ୍ରା କନ୍ଧପାଲିପଡା ପୋଖରୀରୁ ବାହାରିଥିଲା । ଆଜି ସନ୍ଧ୍ୟା ୬ଟା ସମୟରେ ଶାନ୍ତିପଡା ଦୁର୍ଗାପୂଜା କମିଟିର ସଦସ୍ୟମାନଙ୍କ ସହ
Read More...