Browsing Tag

ପଦ୍ମପୁର

ମାନସିଂହ ସାହିତ୍ୟର ଆଲୋଚନା ଚକ୍ର ଅନୁଷ୍ଠିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ମାନସିଂହ ସାହିତ୍ୟ ସଂସଦ, ନନ୍ଦଳା, ପୁରୀ ତରଫରୁ 'ଆଧୁନିକ କବିତା' ଶୀର୍ଷକ ଆଲୋଚନା ଚକ୍ର ଭର୍‌ଚୁଆଲ ମୋଡ୍‌ରେ ଆଜି ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠାନର ସଭାପତି ବିଷ୍ଣୁପ୍ରସାଦ ଦଳେଇ ଆଲୋଚନା ଚକ୍ର ସମ୍ପର୍କରେ ସାମ୍ୟକ ସୂଚନା ଦେଇ, ଏହାକୁ ଆନୁଷ୍ଠାନିକ
Read More...

୩୫ ବୋତଲ କଫ୍‌ ସିରଫ ଓ ୮୦ ଲିଟର ମଦ ଜବତ : ୩ ଗିରଫ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଥାନା ଅନ୍ତର୍ଗତ ଯନକେଡା ଓ ପାଇକମାଲ ଥାନା ଅଧୀନରେ ଥିବା ଭୋଇପଡା ଗ୍ରାମରେ ବେଆଇନ କଫ୍ ସିରଫ୍ ଓ ଚୋରା ରନ୍ଧା ମଦ କାରବାର ହେଉଥିବା ବିଶ୍ଵସ୍ତ ସୂତ୍ରରୁ ଖବର ପାଇ ଅବକାରୀ ଅଧିକ୍ଷକ ପ୍ରଦୀପ ପଟ୍ଟନାୟକଙ୍କ ନିର୍ଦ୍ଦେଶରେ ନିରୀକ୍ଷକ କୁବେର
Read More...

ଝାରବନ୍ଧ ଠାରେ କୋଭିଡ଼ ସଚେତନତା ରଥ ଗଡିଲା

ପଦ୍ମପୁର, (ନିରୋଜ କୁମାର ପାଣୀ) : କୋଭିଡ଼ ସଚେତନତା ରଥ ଜଗଦଲପୁର ଠାରୁ ଆରମ୍ଭ କରି ଡଭାରୁ ଝାରବନ୍ଧ ବ୍ଲକକୁ ପହଂଚିଥିଲା ଝାରବନ୍ଧ ପ୍ରାଥମିକ ସ୍ୱାସ୍ଥ୍ୟ କେନ୍ଦ୍ର (ନୂତନ)ରେ କୋଭିଡ଼ ସଚେତନତା ରଥକୁ ଡ଼ା. ମଧୁସ୍ମିତା ମେହେର ପତାକା ଦେଖାଇ ଶୁଭାରମ୍ଭ କରିଥିଲେ । ଝାରବନ୍ଧ ସରପଞ୍ଚ ଶ୍ରୀମତୀ
Read More...

ଅଭିଯୋଗ : ଅସହାୟ ଲୋକଙ୍କୁ ସହଯୋଗ କରୁନାହାନ୍ତି ବିଜେପୁର ବ୍ଲକ ପ୍ରଶାସନ

ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ବିଜେପୁର ବ୍ଲକରେ ମନରେଗା ଦୁର୍ନୀତିରୁ ଆରମ୍ଭ କରି ପ୍ରଧାନମନ୍ତ୍ରୀ ଆବାସ ଯୋଜନାରେ ବ୍ୟାପକ ଅନିୟମିତତା ପରିଲକ୍ଷିତ ହେଉଥିବା ବେଳେ ଅସହାୟ ଲୋକଙ୍କ ପାଇଁ ଉଦ୍ଦିଷ୍ଟ ସାମାଜିକ ସୁରକ୍ଷା ଯୋଜନାରେ ସାମିଲ କରିବାରେ ମଧ୍ୟ ଅଯଥା ବିଳମ୍ବ
Read More...