Browsing Tag

ନବବର୍ଷରେ ପିକିନିକ ଯିବା ହେଲା କାଳ : ପଣ୍ଡରାପିଟାରେ ସଡକ ଦୁର୍ଘଟଣାରେ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ

ନବବର୍ଷରେ ପିକ୍‌ନିକ୍‌ ଯିବା ହେଲା କାଳ : ପଣ୍ଡରାପିଟାରେ ସଡକ ଦୁର୍ଘଟଣାରେ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ବରକାନି ଗ୍ରାମପଂଚାୟତର ପଣ୍ଡରାପିଟା ଗ୍ରାମ ଠାରେ ନବବର୍ଷରେ ଏକ ଟାଟାଏସି ଗାଡି (ଓଡି୦୩ଟି୦୬୯୩) ଯୋଗେ ପିକ୍‌ନିକ୍‌ କରି ଫେରୁଥିବା ସମୟରେ ଭାରସାମ୍ୟ ହରାଇ ଗାଡି ଓଲଟି ଯିବାରୁ ଡ୍ରାଇଭର ସହ ପାଖାପାଖି ୩୦ ଜଣ ଗୁରତର ଆହତ
Read More...