pakka

ଭାରତର ଯୋଗେଶ କଥୁନିଆ ପାରାଲିମ୍ପିକ୍ସ ଡିସକସ୍ ଥ୍ରୋରେ ରୌପ୍ୟ ଜିତିଲେ

ଟୋକିଓ : ଭାରତର ଯୋଗେଶ କଥୁନିଆ ପାରାଲିମ୍ପିକ୍ସ ଡିସକସ୍ ଥ୍ରୋରେ ରୌପ୍ୟ ଜିତିଛନ୍ତି । ଏଫ୍‌୫୬ କାଟାଗୋରୀରରେ ସେ ରୌପ୍ୟ ପଦକ ହାସଲ କରିଛନ୍ତି । ଯୋଗେଶ ମୋଟ୍ ୪୪.୩୮ମିଟର ଥ୍ରୋ କରିଥିଲେ । ଯୋଗେଶଙ୍କ ସଫଳତାରେ ଚାରିଆଡୁ ତାଙ୍କୁ ଶୁଭେଚ୍ଛାର ସୁଅ ଛୁଟୁଛି । ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦି ତାଙ୍କୁ ଶୁଭେଚ୍ଛା ଜଣାଇବା ସହ ଓଡ଼ିଶାର ମୁଖ୍ୟମନ୍ତ୍ରୀ ନବୀନ ପଟ୍ଟନାୟକଙ୍କ ସମେତ ବହୁ ମାନ୍ୟଗଣ୍ୟ ବ୍ୟକ୍ତି ଟ୍ୱିଟ୍ କରି ଅଭିନନ୍ଦନ ଜଣାଇଛନ୍ତି ।

Leave A Reply

Your email address will not be published.

5 × one =