ତମାଖୁ ବର୍ଜନ କରିବା, ସୁ‌ସ୍ଥ ଜୀବନ ଆପଣାଇବା

ଭୁବନେ‌ଶ୍ୱର, (କେପିଏନ୍‌ନଏସ୍‌) : ବି‌ଶ୍ୱରେ ପ୍ରାୟ ଶତକଡ଼ା ୧୦ ଭାଗ ଯୁବଗୋଷ୍ଠୀ ତମାଖୁ ବ୍ୟବହାର ଯୋଗୁଁ ମୃତ୍ୟୁବରଣ କରୁଛନ୍ତି । ତମାଖୁ ବ୍ୟବହାର ‌ଦ୍ୱାରା ସମାଜରେ ପ୍ରତ୍ୟକ୍ଷ ଓ ପରୋକ୍ଷ ଭାବରେ ସାମାଜିକ ଓ ଅର୍ଥନୈତିକ କ୍ଷେତ୍ରରେ ଅଗ୍ରଗତି ବାଧାପ୍ରାପ୍ତ ହେଉଛି । ଆସନ୍ତୁ ଏକ ତମାଖୁ ମୁକ୍ତ ଓ ‌ସ୍ୱଚ୍ଛ ପରିବେଶ ଗଠନରେ ସାମିଲ ହୋଇ ସୁସ୍ଥ ଓଡିଶା ‌ସ୍ୱପ୍ନକୁ ସାକାର କରିବା । ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.

twelve − seven =