ରାଜ୍ୟସ୍ତରୀୟ ୭୬ତମ ସ୍ୱାଧୀନତା ଦିବସ ସମାରୋହ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟସ୍ତରୀୟ ସ୍ୱାଧୀନତା ଦିବସ ସମାରୋହର ସିଧାପ୍ରସାରଣ ବିଭିନ୍ନ ବୈଦ୍ୟୁତିକ ଗଣମାଧ୍ୟମରେ ଦେଖିପାରିବେ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଲାଇଭ୍ କମନ୍ ଫିଡ୍ ପ୍ରଦାନ ବ୍ୟବସ୍ଥା କରାଯାଇଛି । ଏଥି ସହିତ ବିଭାଗର ୟୁଟ୍ୟୁବ୍ ଚାନେଲ୍‌ରେ ମଧ୍ୟ ଲାଇଭ୍ ଦେଖିପାରିବେ ।IndependenceDay2022
ଦେଖିବା ପାଇଁ ଲିଙ୍କ୍ କରନ୍ତୁ
https://youtu.be/0n0oZbXN5nU
ଏନେଇ ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ସୂଚନା ଦିଆଯାଇଛି ।

Leave A Reply

Your email address will not be published.