Daily Archives

ଫୁଣ୍ଡେଲପଦର ଗ୍ରାମରେ ଲଘୁଚାପ ବର୍ଷାରେ ଭାଙ୍ଗିଲା କଞ୍ଚା ମାଟିଘର :
ସରକାରୀ ସହାୟତା ଯୋଗାଇ ଦେବାକୁ ଦାବୀ

ମୁରିବାହାଲ, (ଦୁର୍ଗାନନ୍ଦ ମହାକୁର) : ବଲାଙ୍ଗିର ଜିଲ୍ଲା ମୁରିବାହାଲ ବ୍ଲକ ଲଖନା ପଞ୍ଚାୟତ ଫୁଣ୍ଡେଲପଦର ଗ୍ରାମର ଦାମୋଦର ଭୋଇଙ୍କ ପୁଅ କୁବେର ଭୋଇ(୩୫)ଙ୍କ କଞ୍ଚା ମାଟିଘର ଲଗାଣ ଲଘୁଚାପ ବର୍ଷାରେ ଭାଙ୍ଗିଯାଇଛି । ମୁରିବାହାଲ ବ୍ଲକ ଅଞ୍ଚଳରେ ଝିପି ଝିପି ଲଘୁଚାପ ବର୍ଷା ଲାଗି ରହିଥିବା…
Read More...

ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଶନିବାର ଦିନ ଚନ୍ଦନଭାଟି ଆଞ୍ଚଳିକ ସାଧନ କେନ୍ଦ୍ର ତରଫରୁ ଅବସରକାଳୀନ ବିଦାୟ ସମ୍ବର୍ଦ୍ଧନା ସଭା ଅନୁଷ୍ଠିତ ହୋଇଥିଲା । ଉକ୍ତ ସଭାରେ ଗୋଷ୍ଠୀ ଶିକ୍ଷା ଅଧିକାରୀ ଦିଲ୍ଲୀପ କୁମାର ଯୋଷୀ ମୁଖ୍ୟ ଅତିଥି ରୂପେ ,ମୁଖ୍ୟ ବକ୍ତା ରୂପେ ଆଶିଷ କୁମାର ମିଶ୍ର, ସମ୍ମାନିତ…
Read More...

ଭୁତିଆରବାହାଲ ପ୍ରାଥମିକ ବିଦ୍ୟାଳୟରେ ବୃକ୍ଷରୋପଣ ଓ ଚାରା ବଣ୍ଟନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସରକାରୀ ପ୍ରାଥମିକ ବିଦ୍ୟାଳୟ ଭୁତିଆରବାହାଲ ଚଳିତ ବର୍ଷ ଏହାର ୧୨୫ତମ ଜନ୍ମ ଜୟନ୍ତୀ ପାଳନ ହୋଇଯାଇଛି । ଏହି ଅବସରରେ ପ୍ରସ୍ତାବିତ ୨ଟି କାର୍ଯ୍ୟକ୍ରମ ମଧ୍ୟରୁ ଆଜି ଦୁଇଟି କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛିଛି । ବୃକ୍ଷରୋପଣ ଓ ଚାରା ବଣ୍ଟନ କାର୍ଯ୍ୟକ୍ରମରେ…
Read More...

ଶୋକାକୁଳ ପରିବେଶରେ ଭିନ୍ନକ୍ଷମ ଦିଅରକୁ ହରାଇଥିବା ଜୟମନିଙ୍କ ପରିବାର

ଜୟପାଟଣା, (ଶେଷଦେବ ବେହେରା) : ଦୁଃଖର ଅସୁମାରୀ ବୋଝକୁ ବର୍ଷ ବର୍ଷ ଧରି ମୁଣ୍ଡେଇ ଆସିଥିବା ଜୟମନିଙ୍କ ଭାଗ୍ୟରେ ପୁଣି ଏକ ଛାତିଫଟା ବିପଦ କାଳରାତ୍ରୀ ହୋଇ ଦେଖାଦେଲା । ଶାଶୁ ଓ ଶ୍ୱଶୁରଙ୍କ ମୃତ୍ୟୁକୁ ଭୁଲି ସାରି ପୁଣି ଏକ ଛୋଟ ପରିବାର ନେଇ ସ୍ୱପ୍ନ ଆଙ୍କୁ ଥିବା ଜୟମନି ପାଇଁ ତାହା ମଧ୍ୟ…
Read More...

ଓଡ଼ିଆ ଭାଷା ବିକାଶ ମଂଚର କଥାକାର : ନାଟ୍ୟକାର ଗୋଦାବରୀଶ ମିଶ୍ରଙ୍କୁ ଶ୍ରଦ୍ଧାଞ୍ଜଳୀ

ରାଉରକେଲା, (ସସ୍ମିତା ପ୍ରଧାନ) : ଓଡ଼ିଆ ଭାଷା ବିକାଶ ମଂଚ ଆନୁକୂଲରେ ସେକ୍ଟର ପନ୍ଦର ସ୍ଥିତ କମୁନିଟି ସେଣ୍ଟର ସମ୍ମୁଖରେ ଥିବା ଗୋଦାବରୀଶ ମିଶ୍ରଙ୍କୁ ଭକ୍ତି ପୁତ ଶ୍ରଦ୍ଧାଞ୍ଜଳୀ ସଭା ଓଡ଼ିଆ ଭାଷା ବିକାଶ ମଂଚର ସଂପାଦକ ଆର୍ତ୍ତତ୍ରାଣ ମହାପାତ୍ରଙ୍କ ଆବାହକତ୍ୱରେ ଅନୁଷ୍ଠିତ ହୋଇଯାଇଛି ।…
Read More...

ବରଗଡ ସାମ୍ବାଦିକ ସଂଘ ପକ୍ଷରୁ ସଂଗ୍ରାମୀ ସ୍ମୃତିବନର ବାର୍ଷିକ ଉତ୍ସବ ଓ କାରଗିଲ ବିଜୟ ଦିବସ ପାଳିତ

ବରଗଡ଼, (ନିରୋଜ କୁମାର ପାଣୀ) : ବୃକ୍ଷ ହିଁ ଜୀବନ, ଏକ ପେଡ଼ ମାଁ କେ ନାମ, ମା ପାଇଁ ଗଛଟିଏ ପରି ପଦକ୍ଷେପ ଅନେକ ସମାଜସେବୀ, ସଂଗଠନ' ଅନୁଷ୍ଠାନ ଓ ରାଜନେତା ସବୁଜ ପରିବେଷ ପାଇଁ ଏବେ ଅଣ୍ଟା ଭିଡ଼ିଛନ୍ତି । ମାତ୍ର ଏହା ସୋସିଆଲ ମିଡିଆରେ ଫଟୋ ମଧ୍ୟରେ ସୀମିତ ହୋଇରହିଛି । ମାତ୍ର ଆଜିର…
Read More...

ମାହେଶ୍ୱରୀ ସଂଗଠନର କେନ୍ଦ୍ରୀୟ କମିଟି ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ବେବି ବବୁଲ୍ସ ପ୍ଲେ ସ୍କୁଲ, ସ୍ୱର୍ଣ୍ଣଭବନ, ଖୁଜେନପାଲି ବଲାଙ୍ଗିରଠାରେ ମାହେଶ୍ୱରୀର ଏକ ଗୁରୁତ୍ୱପୂର୍ଣ୍ଣ କେନ୍ଦ୍ରୀୟ କମିଟି ବୈଠକ ଅନୁଷ୍ଠିତ ହୋଇଯାଇଛି । ଏହି ସଭାରେ ବଲାଙ୍ଗିର ଜିଲ୍ଲାର ଆଗଲପୁର, ଲୋଇସିଂହା, ଦେଓଗାଁ, ଟିଟିଲାଗଡ, ଖପ୍ରାଖୋଲ,…
Read More...

କର୍ମକ୍ଷେତ୍ରରେ ମାନସିକ ଚାପ ପ୍ରବନ୍ଧନ ଉପରେ କର୍ମଶାଳା

ବାରିପଦା, (ଦେବସ୍ମିତ ଚୌଧୁରୀ) : ଚାକିରୀ କରି ଆତ୍ମନିର୍ଭରଶୀଳ ହେବା ଆଶାରେ ଆଜିର ଯୁବକ ଯୁବତୀମାନେ ବିଭିନ୍ନ ପ୍ରତିଯୋଗିତାରେ କୃତକାର୍ଯ୍ୟ ହେବାପାଇଁ ଅହରହ କଠିନ ପରିଶ୍ରମ କରିଚାଲିଛନ୍ତି । ଚାକିରୀ ପାଇବା ପାଇଁ ବା ଚାକିରୀ କରିବାବେଳେ ସେମାନେ ବହୁ ସମୟରେ ମାନସିକ ଚାପର ଶିକାର…
Read More...

ଶଶୁର ଘରୁ ଜ୍ୱାଇଁଙ୍କ ମୃତଦେହ ଉଦ୍ଧାର : ବଜ୍ରାଘାତରେ ଚାଲିଗଲା ଜୀବନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଜ୍ରାଘାତରେ ଯୁବକ ମୃତ । ବଲାଙ୍ଗିର ଜିଲ୍ଲା ଲୋଇସିଂହା ଥାନା ଅନ୍ତର୍ଗତ ଖର୍ସେଲବାଞ୍ଜି ଗାଁରେ ଘଟିଛି ଏଭଳି ଏକ ଅଭାବନୀୟ ଘଟଣା । ମୃତ ଯୁବକ ଜଣକ ଖର୍ସେଲବାଞ୍ଜିର ଶେଷଦେବ ମିର୍ଦ୍ଧା ବୋଲି ଜଣାପଡ଼ିଛି । ସୂଚନା ଅନୁଯାୟୀ ଶେଷଦେବ ତାଙ୍କ ଶଶୁର ଘରକୁ…
Read More...

ମାୟାବର୍ହା ପଞ୍ଚାୟତ ଉଚ୍ଚ ବିଦ୍ୟାଳୟରେ କାରଗିଲ ବିଜୟ ଦିବସ ପାଳିତ

ଡୁଙ୍ଗୁରିପାଲି, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ଡୁଙ୍ଗୁରିପାଲି ବ୍ଲକ ଅନ୍ତର୍ଗତ ପଞ୍ଚାୟତ ଉଚ୍ଚ ବିଦ୍ୟାଳୟ ମାୟାବର୍ହ୍।ଠାରେ ବିଦ୍ୟାଳୟର ପ୍ରଧାନ ଶିକ୍ଷକ ଡ. ରବିଚନ୍ଦ୍ର ପଶାୟତଙ୍କ ସଭାପତିତ୍ୱରେ ୨୬ ବର୍ଷ ପୂର୍ବେ ଭାରତର ପାକିସ୍ତାନ ଉପରେ ବିଜୟର ସ୍ମୃତିଚାରଣ ପୂର୍ବକ…
Read More...