pakka

ଶୀତ ଲହରୀରେ କଂପୁଛି ଓଡ଼ିଶା

bbehera

ଭୁବନେ‌ଶ୍ୱର : ଛାତିଥରା ଶୀତ ଲହରୀରେ କଂପୁଛି ଓଡ଼ିଶା । ମିଳିଥିବା ସୂଚନା ଅନୁସାରେ ଆଜି ସକାଳ ସାଢେ ୮ଟାରେ ରେକର୍ଡ କରାଯାଇଥିବା ତଥ୍ୟ ଅନୁଯାୟୀ, ଫୁଲବାଣୀ ଓ ଦାରିଙ୍ଗବାଡ଼ିରେ ସର୍ବନିମ୍ନ ତାପମାତ୍ରା ୬ ଡିଗ୍ରୀ ରହିଛି । ସୁନ୍ଦରଗଡ଼ରେ ୮ ଡିଗ୍ରୀ, ଭବାନୀପାଟଣାରେ ୯ ଡିଗ୍ରୀ, ଝାରସୁଗୁଡ଼ା ୯.୪ ଡିଗ୍ରୀ, କୋରାପୁଟରେ ୯.୬ ଡିଗ୍ରୀ ଓ ବୌଦ୍ଧରେ ୯.୫ ଡିଗ୍ରୀ ତାପମାତ୍ରା ରହିଛି । ବଲାଙ୍ଗିରରେ ୧୦ ଡିଗ୍ରୀ, ପାରାଦୀପରେ ୧୫.୪ ଡିଗ୍ରୀ ଓ ବାରିପଦାରେ ୧୦.୨ଡିଗ୍ରୀ ରେକର୍ଡ କରାଯାଇଛି ।

jay balangir
Leave A Reply

Your email address will not be published.

18 − 11 =