pakka

ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟର୍‌ ମାଧ୍ୟମରେ ସଚେତନତା ବାର୍ତ୍ତା

l2

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଆଜି ୪ର୍ଥ ପର୍ୟ୍ୟାୟ ମତଦାନ ଦିବସରେ ଭୋଟ ଦେବାକୁ ଥିବା ନାଗରିକମାନେ ମତଦାନ କେନ୍ଦ୍ର ପରିସରରେ ଶାରୀରିକ ଦୂରତ୍ୱ ରକ୍ଷା କରନ୍ତୁ । ପାଟି ଓ ନାକକୁ ଘୋଡାଇ ସଠିକ୍ ଭାବରେ ମାସ୍କ ପରିଧାନ କରି ଭୋଟ କେନ୍ଦ୍ର ଆସନ୍ତୁ । ଘରକୁ ଫେରିଲେ ସାବୁନରେ ଭଲ ଭାବରେ ହାତ ଧୁଅନ୍ତୁ । ଏନେଇ ରାଜ୍ୟ ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଟ୍ୱିଟର୍‌ ମାଧ୍ୟମରେ ସଚେତନ କରାଯାଇଛି ।

pp
Leave A Reply

Your email address will not be published.

11 − 8 =