pakka

ଗନ୍ଧରେଲରେ ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଏଆଇଡିଏସ୍‌ଓ ତରଫରୁ ‘ପ୍ରଭାତ ଫେରି’ ଅନୁଷ୍ଠିତ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ନେତାଜୀ ସୁଭାଷ ଚନ୍ଦ୍ର ବୋଷଙ୍କ ୧୨୫ତମ ଜୟନ୍ତୀ ଉପଲକ୍ଷେ ଏଆଇଡିଏସ୍‌ଓ ତରଫରୁ ‘‘ପ୍ରଭାତ ଫେରି’’ ଅନୁଷ୍ଠିତ ହୋଇ ସ୍ଥାନୀୟ ଗନ୍ଧରେଲରେ ଗ୍ରାମ ପରିକ୍ରମା କରାଯାଇଛି । ଏଆଇଡିଏସ୍‌ଓର ସଭାପତି ରାଜେନ୍ଦ୍ର ରଣାଙ୍କ ସଭାପତିତ୍ୱରେ ଏଥିରେ ଏଆଇଡିଏସ୍‌ଓର ରାଜ୍ୟ ସମ୍ପାଦକ ମଣ୍ଡଳୀ ସଦସ୍ୟ ସୁନିଲ ଭୋଇ, ଜିଲ୍ଲା କମିଟିର ତ୍ରିଲୋଚନ ସାହୁ, ଖୁସିରାମ ସୁନା, ବିକାଶ ଜେନା, ଆଶା ଜାଲ ପ୍ରମୁଖଙ୍କ ସହ ବହୁ କୁନିକୁନି ଛାତ୍ରଛାତ୍ରୀ ଯୋଗଦାନ କରିଥିଲେ ।

jay balangir
Leave A Reply

Your email address will not be published.

19 − one =