pr

ବଲାଙ୍ଗିର ସିଭିଲ କୋର୍ଟ ପରିସର ୭୯ତମ ସ୍ୱାଧୀନତା ଦିବସ ପାଳିତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ୭୯ ତମ ସ୍ୱାଧୀନତା ଦିବସ ଉପଲକ୍ଷେ ବଲାଙ୍ଗିର ସିଭିଲ କୋର୍ଟ ପରିସର ମଧ୍ୟରେ ଜିଲ୍ଲା ଓକିଲ ସଂଘର ସଭାପତି ବାସୁଦେବ ରଥ ଏବଂ ସମ୍ପାଦକ ସଞ୍ଜୟ କୁମାର ବଗର୍ତ୍ତୀ ଏବଂ ଅନେକ ଓକିଲ ସଭ୍ୟବୃନ୍ଦ ତଥା ସମସ୍ତ ନ୍ୟାୟାଧୀସଙ୍କ ଉପସ୍ଥିତିରେ ଜିଲ୍ଲା ଓ ଦୌରା ଜଜ ମାନ୍ୟବର ପବିତ୍ର ମୋହନ ସାମଲଙ୍କ କରକମଳରେ ତ୍ରିରଙ୍ଗା ପତାକା ଉତ୍ତୋଳିତ ହୋଇଯାଇଛି । ସର୍ବପ୍ରଥମେ ଫେମିଲି ଜଜ ବିକ୍ରମ କେଶରୀ ପଟ୍ଟନାୟକ ସ୍ୱାଧୀନତା ସଂଗ୍ରାମୀ ସମୂହଙ୍କ ଉଦ୍ଧେଶ୍ୟରେରେ ସ୍ମୃତିଚାରଣ କରିଥିଲେ ତାପରେ ବରିଷ୍ଠ ଓକିଲ ଅଶୋକ କୁମାର ରାଉତ ତାପରେ ଫେମିଲି ଜଜ କୋର୍ଟର ମୁଖ୍ୟ କିରାଣୀ ପରକ୍ଷିତ ବାରିକ ଓ ଶେଷରେ ଜିଲ୍ଲା ଜଜ ଉପସ୍ଥିତ ଥିବା ସାହସ୍ରାଧିକ କର୍ମଚାରୀ ଏବଂ ଓକିଲ ବୃନ୍ଦଙ୍କୁ ଉଦବୋଧନ ଦେଇ ସଭା ସାଙ୍ଗ କରିବା ପରେ ପରେ ମେଗା ରକ୍ତଦାନ ଶିବିର ଆରମ୍ଭ କରାଯାଇଥିଲା । ଯେଉଁଥିରେକି ୫୭ ୟୁନିଟ ରକ୍ତ ସଂଗୃହିତ ହୋଇଯାଇଛି ।

nrusinghnath
Leave A Reply

Your email address will not be published.