jsm

ଗାଇସିଲେଟ ଯୁବ ମୋର୍ଚ୍ଚା ତରଫରୁ ନିଆରା ଢଙ୍ଗରେ ପ୍ରଧାନମନ୍ତ୍ରୀ ମୋଦୀଙ୍କ ଜନ୍ମଦିନ ପାଳନ କରାଗଲା

csstore

ପଦ୍ମପୁର, (ନିରୋଜ କୁମାର ପାଣୀ) : ଭାରତର ଯଶସ୍ୱୀ ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କ ୭୦ତମ ଜନ୍ମଦିନ ଅବସରରେ ସପ୍ତାହକୁ ସାରା ଭାରତରେ ସେବା ସପ୍ତାହ ରୂପେ ପାଳନ କରାଯାଇଛି । ଏହି ଅବସରରେ ଗାଇସିଲେଟ ଯୁବ ମୋର୍ଚ୍ଚା ତରଫରୁ ଯଜ୍ଞେଶ୍ୱର ପ୍ରଧାନ, ରବି ସାହୁ, ଆଶାକାନ୍ତ ପ୍ରଧାନ, କରୁଣା ବଗର୍ତ୍ତୀ, ସୁମନ ସାହୁ ସମେତ ଆହୁରି ଯୁବକ ମାନେ ସାନ ସାହାବାହାଲ ବାର୍ଦ୍ଧକ୍ୟ ଆବାସକୁ ଯାଇ ଅନ୍ତେବାସୀଙ୍କୁ ମାସ୍କ, ଶୁଖିଲା ଖାଦ୍ୟ, ଫଳ ବଣ୍ଟନ କରି ସେମାନଙ୍କ ସହ କିଛି ସମୟ ଅତିବାହିତ କରି ମୋଦୀଜୀଙ୍କ ଜନ୍ମଦିନ ପାଳନ କରିଥିଲେ ।

yuvodaya
Leave A Reply

Your email address will not be published.