om academy

ମାସ୍କ ଆମର ରକ୍ଷା କବଚ

jsm

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କରୋନା ୨ୟ ଲହର ଅତ୍ୟନ୍ତ ଘାତକ ଅଟେ। ସଂକ୍ରମଣରୁ ସୁରକ୍ଷିତ ରହିବା ପାଇଁ ମାସ୍କ ହେଉଛି ଆମର ସୁରକ୍ଷା କବଚ । ଅନ୍ୟମାନଙ୍କ ସହ କଥା ହେବା ସମୟରେ ମାସ୍କକୁ ପାଟି ଓ ନାକ ପାଖରୁ ତଳକୁ ଟାଣନ୍ତୁ ନାହିଁ । ରାଜ୍ୟ ସୂଚନା ଓ ଲୋକ ସମ୍ପର୍କ ବିଭାଗ ପକ୍ଷରୁ ଏହି ସୂଚନା ପ୍ରଦାନ କରାଯାଇଛି ।

Leave A Reply

Your email address will not be published.