pakka

ପଥୁରୀ ଗ୍ରାମରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୁଭାରମ୍ଭ

bbehera

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ଡଙ୍ଗାଘାଟ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ପଥୁରୀ ଗ୍ରାମବାସୀଙ୍କ ଉଦ୍ୟମରେ ଶ୍ରୀରାମ ମନ୍ଦିର ନିର୍ମାଣ ଶୁଭାରମ୍ଭ ହୋଇଯାଇଛି । ଶ୍ରୀରାମ ମନ୍ଦିର ଶୁଭାରମ୍ଭରେ ଶାନ୍ତିଶିଳ୍ପୀ ଅଜୁର୍ନ ଗିଙ୍ଗିରାଙ୍କ ଦ୍ୱାରା ନିର୍ମାଣ ଶୁଭାରମ୍ଭ କରିଥିଲେ । ଏଥିରେ ତୁଲାରାମ କୁଦେଇ, ମାନଭଞ୍ଜନ ବେହେରା, ବନମାଲା ମଟାରୀ, ଶିବ ମଟାରୀଙ୍କ ଗ୍ରାମବାସୀ ପୂର୍ଣ୍ଣ ରୂପେ ସହଯୋଗ କରିଥିଲେ ।

Leave A Reply

Your email address will not be published.

2 × 3 =