pr

ମାହେଶ୍ୱରୀ ମହିଳା ଶାଖା ତରଫରୁ ମହିଳା ଦିବସ ପାଳିତ

dr. purohit

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ମାହେଶ୍ୱରୀ ମହିଳା ଶାଖା ବହୁତ ଆନନ୍ଦ ଉଲ୍ଲାସ ମନୋଭାବରେ ମହିଳା ଦିବସ ଉପଲକ୍ଷେ ବଲାଙ୍ଗିର ଟାଉନ ପୋଲିସ, ସଦର ପୋଲିସ ଓ ପୁଇଁନ୍ତଲା ସଦର ମହିଳା ପୋଲିସ ବା ପେଣ୍ଡେମିକ ଯୋଦ୍ଧା ଯିଏ କି ଆମ୍ଭମାନଙ୍କ ଶାନ୍ତି ଓ ଶୃଙ୍ଖଳାର ଭାର ତାଙ୍କ କାନ୍ଧରେ ବହନ କରି ପ୍ରତ୍ୟେକ ସ୍ଥିତିରେ ସୂଚାରୁ ରୂପେ ତୁଳେଇ ଆସିଛନ୍ତି ତାଙ୍କ ମୁହଁରେ ଟିକିଏ ହଁସ ଫୁଟାଇବା ତଥା ତାଙ୍କ କାର୍ଯ୍ୟକୁ ପ୍ରଶଂସା କରିବା ନିମନ୍ତେ ମାହେଶ୍ୱରୀ ମହିଳା ଶାଖା ଫୁଲଗଛ, ଫୁଲ ଗୁଲଦସ୍ତା ଦେଇ ମହିଳା ପୋଲିସ କର୍ମଚାରୀ ମାନଙ୍କୁ ସମ୍ବର୍ଦ୍ଧିତ କରିଛନ୍ତି ଯେପରି ଆଗକୁ ମଧ୍ୟ ସେମାନେ ସୂଚାରୁ ରୂପେ ଏମିତି କାର୍ଯ୍ୟ କରି ଚାଲିବେ ।

nrusinghnath
Leave A Reply

Your email address will not be published.