csstore

ହୃଷିକେଶ ଭୋଇ ହେଲେ ନୂଆ କଂସ

ବରଗଡ଼, (ନିରୋଜ କୁମାର ପାଣୀ) : ଗତ ତିନି ଦିନ ଧରି ବିଜୁ ପଟ୍ଟନାୟକ ଟାଉନ ହଲ୍‌ ଠାରେ ଚାଲିଥିବା ଧନୁଯାତ୍ରା ମହୋତ୍ସବ ପାଇଁ କଳାକାର ଚୟନ ପ୍ରକିୟାରେ ମହାରାଜା କଂସ ଭୂମିକାରେ ହୃଷିକେଶ ଭୋଇ ଅଭିନୟ କରିବା ପାଇଁ ବିଚାରକ ମଣ୍ଡଳୀ ଚୟନ କରିଥିବା ଅତିରିକ୍ତ ଜିଲ୍ଲାପାଳ ତଥା ଧନୁଯାତ୍ରା ମହୋତ୍ସବ ସମିତିର ସହ ଆବାହକ ମିର୍ଦ୍ଧା ଟପ୍ପୋ ଘୋଷଣା କରିଥିଲେ । ସେହିପରି ମହାମନ୍ତ୍ରୀ ଭୂମିକାରେ ଅଭିନୟ ପାଇଁ ଗୋଲାପ ଚନ୍ଦ୍ର ଦାସ ଚୟନ ହୋଇଛନ୍ତି ।

jayashree
Leave A Reply

Your email address will not be published.